Daily Archives

August 14, 2022

ପ୍ରକୃତି ପ୍ରେମରେ ସଂସ୍କୃତ ଶିକ୍ଷକ । ଲଗାଇ ଚାଲିଛନ୍ତି ୩୦ ହଜାର ଗଛ । 

କନକ ବ୍ୟୁରୋ: ବିଶ୍ୱରେ ବର୍ତ୍ତମାନ ସବୁଠାରୁ ବଡ ସଙ୍କଟ ଭାବେ ଉଭାହୋଇଛି ଜଳବାୟୁ ପରିବର୍ତ୍ତନ । ପରିବେଶ ନଷ୍ଟ ହେବା ଫଳରେ ଆମ ପୂର୍ବ ପୃଥିବୀର ରୂପ ବଦଳିସାରିଛି । ତେବେ ସବୁଠାରୁ ଅଧୁକ ଚିନ୍ତା ବଢାଇଛି ବୃକ୍ଷ ସଂଖ୍ୟା ହ୍ରାସ । ଜଙ୍ଗଲ ନଷ୍ଟ ହେବା ଯୋଗୁ ତାପମାନ ବୃଦ୍ଧି ହେଉଥିବା ବେଳେ…

ବାଲେଶ୍ୱର ମାଟିରେ ଫଳୁଛି ବିଦେଶୀ ଫଳ ‘ଆଭୋକାଡ୍’: ପରୀକ୍ଷା ମୂଳକ ଭାବେ ମଞ୍ଜି ଲଗାଇ ସଫଳ ହୋଇଛନ୍ତି ଅହଲ୍ୟା

କନକ ବ୍ୟୁରୋ: ଓଡିଶା ମାଟିରେ ଫଳୁଛି ବିଦେଶୀ ଫଳ ଆଭୋକାଡ୍ । ଏହି ଫଳରେ ରହିଛି ବହୁ ଔଷଧୀୟ ଗୁଣ । ଏହାର ବଜାର ମୁଲ୍ୟ ଅଧିକ ରହିଥିବାରୁ ଏହାକୁ ଚାଷ କଲେ ଭଲ ଅମଳ ହେବା ସହିତ ଅଧିକ ଲାଭବାନ ହୋଇ ପାରିବେ ଚାଷୀ । ତେବେ ଓଡିଶାର ବାଲେଶ୍ୱର ମାଟିରେ ଏହି ଫଳ ଭଲ ଫଳିଥିବାରୁ ଚାଷ କଲେ ସଫଳତା ମିଳି…

ଲାଭ ଦେଉଛି ଲେୟର ଫାର୍ମିଂ କୁକୁଡ଼ା ଫାର୍ମ: ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ଫାର୍ମରୁ ଉତ୍ପାଦନ କରୁଛନ୍ତି ଦୈନିକ ୨୦…

କନକ ବ୍ୟୁରୋ: ଲେୟର ଫାର୍ମିଂ ଜରିଆରେ କୁକୁଡ଼ା ଫାର୍ମ କରି ଲାଭବାନ ହୋଇଛନ୍ତି ଦେବଗଡ଼ର ଯୁବ ଇଂଜିନିୟର ଶୋଭେନ ସାମଲ । ସିଭିଲ ଇଂଜିନିୟରିଂରେ ବିଟେକ୍ ଶିକ୍ଷା ହାସଲ କରିବା ପରେ କୌଣସି ଚାକିରୀ ପଛରେ ନପଡ଼ି ନିଜ ଜମିରେ ଆରମ୍ଭ କରିଛନ୍ତି କୁକୁଡ଼ା ଫାର୍ମ । ପାରମ୍ପରିକ ଫସଲ କରିବା ଅପେକ୍ଷା…

ଯୁବ ଉଦ୍ୟୋଗୀଙ୍କ ନିଆରା ପ୍ରୟାସ: କ୍ଷୀର ଚାଷୀଙ୍କ ଦୁର୍ଦ୍ଦଶାକୁ ଦେଖି ଆରମ୍ଭ କରିଛନ୍ତି ଦୁଗ୍ଧ ଶିତଳିକରଣ କାରଖାନା

କନକ ବ୍ୟୁରୋ: ଯୁବ ଉଦ୍ୟୋଗୀଙ୍କ ନିଆରା ପ୍ରୟାସ । କରୋନା ମାହାମାରୀ ସମୟରେ ଦୁଗ୍ଧ ଚାଷୀଙ୍କ ଦୁର୍ଦ୍ଦଶାକୁ ଦେଖି ଅନୁପ୍ରାଣୀତ ହୋଇ ପ୍ରତିଷ୍ଠା କରିଥିଲେ କାରଖାନା । ୨୦୨୧ ଜାନୁଆରୀ ମାସରେ ନୂତନ ଭାବେ ଗଢ଼ିଉଠିଥିବା କାରଖାନା ହାତ ଗଣତି ଚାଷମାନଙ୍କ ଠାରୁ କ୍ଷୀର ସଂଗ୍ରହ କରି କାର୍ଯ୍ୟ ଆରମ୍ଭ…

ତ୍ରିରଙ୍ଗା ଦେଇଛି ରୋଜଗାର । ୨ ଲକ୍ଷରୁ ଅଧିକ ତ୍ରିରଙ୍ଗା ତିଆରି କରି ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ…

କନକ ବ୍ୟୁରୋ: ତ୍ରିରଙ୍ଗା ତିଆରି କଲେ ଏସଏଚଜି ମହିଳା । ୨ ଲକ୍ଷ ୫୦ ହଜାର ତ୍ରିରଙ୍ଗା ତିଆରି କଲେ ଏସଏଚଜି ମହିଳା । ହର ଘର ତ୍ରିରଙ୍ଗା ଅଭିଯାନରେ ଘରେ ଘରେ ତ୍ରିରଙ୍ଗା ଲଗାଇବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ୩୦ ଲକ୍ଷ ପତାକା ଟାର୍ଗେଟ ଥିବା ବେଳେ ଏସଏଚଜି ମହିଳା ମାନଙ୍କୁ…