ଶ୍ରାବଣ ମାସରେ ଦେଖାନାହିଁ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ଚାଷୀଙ୍କ ବିକଳ ଚିତ୍ର ।
କନକ ବ୍ୟୁରୋ: ଶ୍ରାବଣ ମାସରେ ବର୍ଷାର ଦେଖାନାହିଁ ଆଉ ଏଭଳି ସ୍ଥିତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ଘାରିଛି ଗଜା ମରୁଡି ଚିନ୍ତା । ବର୍ଷା ନ ହେବାରୁ ଜମି ଫାଟି ଆଁ କରିଛି । ଫଳରେ ଚାଷଙ୍କୁ ବଞ୍ଚାଇବା ପାଇଁ ଚାଷୀ କେଉଁଠି ନଦୀରେ ବନ୍ଧ ତିଆରି କରୁଛି ତ କେଉଁଠି ଦମକଳ ସହାୟତାରେ…