Daily Archives

January 31, 2022

କାଲି ସାଧାରଣ ବଜେଟ୍, ଆଜି ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ବଜେଟରେ ଅନେକ ଆଶା ରଖିଛନ୍ତି ମଧ୍ୟବିତ ।

କନକ ବ୍ୟୁରୋ : କାଲି ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର ବଜେଟ୍ ଆଗତ କରିବେ । କରୋନା ସ୍ଥିତିରେ ଟିକେ ସୁଧାର ଆସୁଥିବାରୁ, ଅର୍ଥନୀତି ପୁଣି ଥରେ ଟ୍ରାକକୁ ଫେରୁଥିବାରୁ ଏଥର ମଧ୍ୟବିତ ପରିବାରର ଲୋକ…

ଆଇପିଏଲ ପାଇଁ ପ୍ରସ୍ତୁତ ଲକ୍ଷ୍ନୌ ସୁପର ଜାଏଣ୍ଟ, ଜାରି କଲା ନିଜ ଟିମର ଲୋଗ

କନକ ବ୍ୟୁରୋ: ଆଇପିଏଲରେ ପ୍ରଥମ ଥର ଭାଗ ନେଉଥିବା ଲକ୍ଷ୍ନୌ ସୁପର ଜାଏଣ୍ଟ ଆଜି ନିଜ ଟିମର ଲୋଗ ଜାରି କରିଛି । ଲକ୍ଷ୍ନୌ ଟିମ ଟ୍ୱିଟରରେ ନିଜ ଟିମର ଲୋଗ ଉନ୍ମୋଚନ କରିଛି । ଲୋଗରେ ବ୍ୟାଟ ସହ ପକ୍ଷୀ ଚିହ୍ନ ରହିଛି । ତେବେ କିଛିଦିନ ତଳେ ଟିମ ନିଜ ନାଁ ଘୋଷଣା କରିଥିବା ବେଳେ ଏବେ ନିଜ ଲୋଗ…

ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ଭୋଟର । କହିଲେ, ଆମେ ବାଛିଛୁ, ଆମେ ଜିତାଇବୁ । ସମୟ ଆସିଛି ଦୁର୍ନୀତି ବିରୋଧରେ…

କନକ ବ୍ୟୁରୋ: ଆଉ ନୁହେଁ ବହୁତ ହୋଇଗଲା । ବହୁତ ସହିଲୁ, ବହୁତ ଦେଖିଲୁ, ବହୁତ ଭୋଗିଲୁ । ଆଉ ଚୁପ ରହିବା କେତେ ଦିନ ? ନିରବ ରହିବା କେତେ ବର୍ଷ ? ଏବେ ସମୟ ଆସିଛି ପ୍ରତିବାଦ କରିବାର । ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉଠାଇବାର । ନେତାଙ୍କୁ ମୁହଁତୋଡ ଜବାବ ଦେଇ ସେମାନଙ୍କୁ ଚେକ…

ପଞ୍ଚାୟତ ନିର୍ବାଚନ ଭୋଟ ପୂର୍ବରୁ… । ନିର୍ବାଚନରେ ନିୟୋଜିତ ଥିବା ସମସ୍ତ କର୍ମଚାରୀଙ୍କୁ ଦିଆଯିବ ବୁଷ୍ଟର ଡୋଜ ।

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ ପାଇଁ ପଡିବ ଭୋଟ । ତେବେ ନିର୍ବାଚନରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପୂର୍ବରୁ ନିର୍ବାଚନରେ ନିୟୋଜିତ ଥିବା କର୍ମଚାରୀଙ୍କର କୌଣସି ଅଘଟଣ ହେଲେ ମିଳୁଥିବା…

ଭଦ୍ରକ ରାଜନୀତିରେ ରୋଚକ ଦୃଶ୍ୟ । ନଣନ୍ଦ ଭାଉଜଙ୍କ ମଧ୍ୟରେ ଲଢ଼େଇ । ଝିଅ ନୁହେଁ ବୋହୂଙ୍କ ପାଇଁ ପ୍ରଚାର କରୁଛନ୍ତି…

କନକ ବ୍ୟୁରୋ : ମତଦାନ ତାରିଖ ଯେତିକି ପାଖଉଛି, ଗାଁ ରାଜନୀତି ସେତିକି ଜମୁଛି । ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ସମର୍ଥକ ଘର ଘର ବୁଲି ଭୋଟରଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ତି । ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଆପ୍ରାଣେ ଉଦ୍ୟମ କରୁଛନ୍ତି । ଏହି ପ୍ରଚାର ବେଳେ ଭଦ୍ରକ ବନ୍ତରୁ ଆସିଛି ଭିନ୍ନ…

ସାରା ରାଜ୍ୟରେ ଖରିଫ ଧାନ କିଣାରେ ଅବ୍ୟବସ୍ଥା । ମଣ୍ଡିରେ ଚାଲିଛି ମିଲର ଏଜେଣ୍ଟଙ୍କ ମନମାନି ।

କନକ ବ୍ୟୁରୋ : ମଣ୍ଡିରେ ଚାଲିଛି ମିଲରଙ୍କ ମନମାନି । ଚାଷୀଙ୍କ ଧାନ କିଣିବାକୁ ନାକେଦମ୍ କରୁଛନ୍ତି ମିଲରଙ୍କ ଏଜେଣ୍ଟ । ଦିନ ରାତି ମଣ୍ଡିରେ ଧାନ ଜଗି ରହୁଛନ୍ତି ଚାଷୀ । ଦେବଗଡ ତିଲେଇବଣୀ ଓ କଟକ ନିଆଳିରୁ ଆସିଛି ମଣ୍ଡି ଅବ୍ୟବସ୍ଥା ଚିତ୍ର । ଦେବଗଡ ତିଲେଇବଣୀ ବ୍ଲକ ଦୁଧିଆନାଳି ସେବା…