Daily Archives

January 31, 2022

ପଞ୍ଚାୟତ ନିର୍ବାଚନରେ ୭୭ ବର୍ଷର ସରପଞ୍ଚ ପ୍ରାର୍ଥୀ । ଖାଲି ପାଦରେ ଚାଲି ଚାଲି ବୁଲୁଛନ୍ତି ଗାଁ, ମାଗୁଛନ୍ତି ଭୋଟ୍ ।

କନକ ବ୍ୟୁରୋ : ନିଶା ଆଗରେ ହାର ମାନିଛି ବୟସ । ୭୭ ବର୍ଷ ବୟସରେ ରାଜନୀତି କରିବାର ନିଶା କମିନି । ବାରମ୍ବାର ପରାଜୟ ହୋଇ ବି ହାରି ଯାଇନାହାନ୍ତି । ୨୦ ବର୍ଷ ତଳର ଗ୍ରାମ ଶାସନ ବ୍ୟବସ୍ଥାକୁ ମନେ ପକାଇ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି ରାୟଗଡାର କୋୟା ବିଡିକା । ଯେଉଁ ବୟସରେ…

ଆସିଲା ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ: ଜାଣନ୍ତୁ ସରସ୍ୱତୀ ପୂଜା ପାଇଁ କଣ ରହିଛି କଟକଣା?

କନକ ବ୍ୟୁରୋ : ଆସିଲା ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ । ଫେବ୍ରୁଆରୀ ପହିଲାରୁ ଫେବ୍ରୁଆରୀ ୨୮ ଯାଏଁ ଏହି ଗାଇଡଲାଇନ ଜାରି ରହିବ । ଯେହେତୁ ଫେବ୍ରୁଆରୀ ମାସରେ ସରସ୍ୱତୀ ପୂଜା ପଡୁଛି ତେଣୁ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ରୀତିନୀତି ଅନୁଯାୟୀ ମନ୍ଦିରରେ ସରସ୍ୱତୀ ପୂଜା ପାଳନ…

ଆସିଲା ଫେବୃଆରୀ ମାସ ଗାଇଡଲାଇନ: ଏଣିକି ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ

କନକ ବ୍ୟୁରୋ: ଆସିଲା ଫେବୃଆରୀ ମାସ ପାଇଁ ଗାଇଡଲାଇନ । ଫେବୃଆରୀ ମାସରେ କୋହଳ ହେଲା ନାଇଟ କର୍ଫ୍ୟୁ । ସହରାଞ୍ଚଳରେ ଏଣିକି ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ଏଣିକି ରାତି ୧୦ଟା ଯାଏଁ ମଲ୍, ଦୋକାନ ବଜାର ସବୁ ଖୋଲା ରହିବ । ଜାନୁଆରୀ ମାସରେ କଟକଣା କଡାକଡି…

ନିର୍ବାଚନ ପ୍ରଚାର ପାଇଁ ନୂଆ ଗାଇଡଲାଇନ । ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟର ପ୍ରଚାର ପାଇଁ ନୂଆ ଗାଇଡଲାଇନ…

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ପ୍ରଚାର ପାଇଁ ନୂଆ ଗାଇଡଲାଇନ ଆଣିଲେ ମୁଖ୍ୟ ନିର୍ବାଚନ କମିଶନ । ଯାହା ଆସନ୍ତା ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ଜାରି ରହିବ । ଯେଉଁଥିରେ ରାଲି, ପଦଯାତ୍ରା, ଶୋଭାଯାତ୍ରା, ରୋଡ ସୋ’କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ପୂର୍ବ…

୪ ଦିନିଆ ରିମାଣ୍ଡରେ ଯିବେ ଜାମତାରା ଗ୍ୟାଙ୍ଗ: ରିମାଣ୍ଡ ଅନୁମତି ଦେଲେ ଏସଡିଜେଏମ କୋର୍ଟ

କନକ ବ୍ୟୁରୋ: ଭୁବନେଶ୍ୱରରୁ ଜାମତାରା ଗ୍ୟାଙ୍ଗ ଗିରଫ ହେବା ଘଟଣା । ୩ ଠକଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି । ରିମାଣ୍ଡ ଅନୁମତି ଦେଲେ ଏସଡିଜେଏମ କୋର୍ଟ । ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଏହି ସମୟରେ ଓଡିଶା ଲିଙ୍କ ନେଇ ତନାଘନା କରିବ…

ହାଇକୋର୍ଟରେ ଢିଙ୍କିଆ ମାମଲାର ଶୁଣାଣି: ଷ୍ଟାଟସ ରିପୋର୍ଟ ଦାଖଲ କଲେ ଜଗତସିଂହପୁର ଜିଲ୍ଲାପାଳ

କନକ ବ୍ୟୁରୋ: ହାଇକୋର୍ଟରେ ଦାଖଲ ହେଲା ଢିଙ୍କିଆର ଷ୍ଟାଟସ ରିପୋର୍ଟ । ଜଗତସିଂହପୁର ଜିଲ୍ଲାପାଳ ହାଇକୋର୍ଟରେ ଏହି ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଢିଙ୍କିଆରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଂଟ କରିବ । ଏଥିପାଇଁ ଜାନୁଆରୀ ୧୪ ତାରିଖରେ ପାନବରଜ ଉଚ୍ଛେଦ କରିବା ବେଳେ ଗାଁ ଲୋକ ଓ ପୁଲିସ…