Daily Archives

January 28, 2022

ବିରାଟଙ୍କୁ ନେଇ ବଡ କଥା କହିଲେ ସାମି । କହିଲେ, ଗୋଟିଏ ଶତକ ସ୍ଥିର କରିପାରିବନି କୋହଲି କେତେ ବଡ ଖେଳାଳୀ ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟରୁ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେବ ଶତକ ଦେଖିବାକୁ ମିଳିନାହିଁ । ଶେଷଥର ପାଇଁ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ କୋହଲି । ଆଉ ଏହାପରେ ଲଗାତାର କୋହଲିଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠିଛି । ଦକ୍ଷିଣ…

ଖାଲି ଫୁଲ ଆଉ ଫୁଲ… ମାଟିର ଛାତିରେ ନୁହେଁ ଛାତ ଉପରେ ଫୁଲବଗିଚା । ହସୁଛି ୧୦୦ ପ୍ରକାରର ଫୁଲ ।

କନକ ବ୍ୟୁରୋ: ପବନର ଦୋଳିରେ ଝୁଲୁଛି ଜାତି ଜାତିକା ଫୁଲ । ରଙ୍ଗ ବେରଙ୍ଗର ଫୁଲରେ ପୂରିଲା ପୂରିଲା ଦିଶୁଛି ପରିବେଶ । ଫୁଲ ଗୀତ ଗାଉଛି, ଫୁଲ ବାଟୋଇକୁ ଘଡିଏ ରହି ତା ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ହାତଠାରି ଡାକୁଛି । ଆଉ ମଣିଷ ବି ପ୍ରକୃତିର ଏହି ବିରଳ ଉପହାରକୁ ପାଇ ବିଭୋର ହେଉଛି । ଆପଣ…

ଫେବ୍ରୁଆରୀ ପହିଲାରୁ ଖୋଲିବ ଶ୍ରୀମନ୍ଦିର । ସାଧାରଣ ଦର୍ଶନ ପାଇଁ ମିଳିଲା ଅନୁମତି । 

କନକ ବ୍ୟୁରୋ: ଶ୍ରଦ୍ଧାଳୁମାନେ ପୁଣି କରିପାରିବେ ଜଗାଦର୍ଶନ । ଆସନ୍ତା ଫେବ୍ରୁଆରୀ ପହିଲାରୁ ଭକ୍ତଙ୍କ ପାଇଁ ପୁଣି ଖୋଲିବ କାଳିଆର ଶ୍ରୀମନ୍ଦିର । ଶୁକ୍ରବାର ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ନେଇ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ମିଳିଥିବା ସୂଚନା…

ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ମିଳିଲା ଦୁଇଟି ନିର୍ବାଚନୀ ଚିହ୍ନ । ପ୍ରଚାର ପ୍ରସାର କରିବା ପରେ ଚିହ୍ନ ବଦଳାଇ ଦେଲେ…

କନକ ବ୍ୟୁରୋ: ଏବେ ସବୁଆଡେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ଥିବାବେଳେ ପ୍ରାର୍ଥୀ ମାନେ ନିଜ ନିଜ ନିର୍ବାଚନ ଚିହ୍ନ ପାଇବା ପରେ ଘର ଘର ବୁଲି ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି । ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଲଖନପୁର ପଞ୍ଚାୟତରେ କିନ୍ତୁ ଦେଖିବାକୁ ମିଳିଛି ଏକ…

ମଣ୍ଡି ଅଧିକାରୀ ଓ ମିଲରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବଢୁଛି ଚାଷୀଙ୍କ ସମସ୍ୟା । ଶାଗ ମାଛ ଦରରେ ଆନ୍ଧ୍ର ବେପାରୀଙ୍କୁ ଧାନ…

କନକ ବ୍ୟୁରୋ: ମଣ୍ଡି ଅଧିକାରୀ ଓ ମିଲରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବଢୁଛି ଚାଷୀଙ୍କ ସମସ୍ୟା । ଅକ୍ଲାନ୍ତ ପରିଶ୍ରମ କରି ଶେଷରେ ଅମଳ ଧାନକୁ ବାଧ୍ୟ ହୋଇ ଶାଗ ମାଛ ଦରରେ ଆନ୍ଧ୍ର ବେପାରୀଙ୍କୁ ବିକ୍ରି କରୁଛନ୍ତି ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳର ଚାଷୀ । ଉଚିତ ମୁଲ୍ୟରେ ଧାନ ବିକିବା ପାଇଁ…

ହିଞ୍ଜିଳି ସାରୁ ପଞ୍ଚାୟତରେ ହାଇପ୍ରୋଫାଇଲ୍ ଫାଇଟ୍ । ବ୍ୟବସାୟୀ ଓ ଶିଳ୍ପପତି ପଞ୍ଚାୟତ ପ୍ରାର୍ଥୀ ।

କନକ ବ୍ୟୁରୋ: ନିର୍ବଚନ ପାଇଁ ସବୁଠି ଚଳଚଞ୍ଚଳ ପରିବେଶ । ଗଞ୍ଜାମ ଜିଲା୍ଲରେ ଅନେକ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ଶିଳ୍ପପତି ଓ ବ୍ୟବସାୟୀ ବି ଗାଁ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି । ତେବେ ହିଞ୍ଜିଳି ବ୍ଲକର ସାରୁ ପଞ୍ଚାୟତରେ ହାଇପ୍ରୋଫାଇଲ ଲଢେଇ ହେବ ।…