Daily Archives

January 28, 2022

ଆଇସିଏମଆରର ଯାଂଚ ପରେ ଓଡିଶାର ପ୍ରଥମ ଆଣ୍ଟିଜେନ ଟେଷ୍ଟିଂ କିଟକୁ ମିଳିଲା ଅନୁମୋଦନ, କୋଭିଡର ସମସ୍ତ ଭାରିଆଣ୍ଟକୁ କରିବ…

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ରାଜ୍ୟ ପାଇଁ ଭଲ ଖବର । କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ଓଡିଶାର ପ୍ରଥମ ଆଣ୍ଟିଜେନ ଟେଷ୍ଟିଂ କିଟକୁ ଅନୁମୋଦନ ମିଳିଛି । ଏହି କିଟକୁ ତୃତୀୟ ପକ୍ଷ ଦ୍ୱାରା ଆଇସିଏମଆର ଯାଂଚ କରିଛି । କହିରଖୁ କି ଇଷ୍ଟର୍ଣ୍ଣ ଜୋନର ଏହା ପ୍ରଥମ କରୋନା ଭୂତାଣୁ…

ଅବହେଳିତ ପଞ୍ଚାୟତରେ ମାଳମାଳ ପ୍ରାର୍ଥୀ । ଆଳି ବ୍ଲକର ବିଚ୍ଛିନ୍ନାଞ୍ଚଳ ଏକମାଣିଆ ପଞ୍ଚାୟତକୁ ଏଯାଏଁ ଯୋଡି ପାରିନି…

କନକ ବ୍ୟୁରୋ: ପଞ୍ଚାୟତକୁ ଚାରିପଟୁ ନଈ ଘେରି ରହିଛି । ପଞ୍ଚାୟତର ଚାରିପଟରେ ବ୍ରାହ୍ମଣୀ ଓ ତାର ଶାଖା ନଦୀ ହଂସୁଆ ଘେରି ରହିଛି । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଏକମାଣିଆ ପଞ୍ଚାୟତର ୪ହଜାର ଲୋକେ ଦୀପ ଭିତରେ ରହିଛନ୍ତି । ତେବେ ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଶିକ୍ଷା, ପାନୀୟଜଳ,…

ପାହାଡ଼ ଉପରେ ହେଉଛି ଡିଜିଟାଲ ପ୍ରଚାର । ସୀମାନ୍ତ ଅଞ୍ଚଳରେ ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ ଓ ସମର୍ଥକ

କନକ ବ୍ୟୁରୋ: ପ୍ରାର୍ଥୀଙ୍କୁ ଚିହ୍ନ ମିଳିବା ପରେ ଗାଁ ଗହଳିରେ ଆରମ୍ଭ ହୋଇଛି ପ୍ରଚାର । କିନ୍ତୁ ଗାଁରେ ପ୍ରଚାର ଗାଡି ବୁଲିବ ନାହିଁ, ନିର୍ବାଚନୀ ସଭା କି ଶୋଭାଯାତ୍ରା ହୋଇପାରିବ ନାହିଁ । କରୋନା ଯୋଗୁଁ ଏସବୁ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନର । ପ୍ରାର୍ଥୀ ଘର ଘର ବୁଲି…

ପଞ୍ଚାୟତ ନିର୍ବାଚନ ପାଇଁ ବାହାଘର । କୋର୍ଟ ମ୍ୟାରେଜ ସାର୍ଟିଫିକେଟ୍ ଦେଇ ନାମାଙ୍କନ ଭରିଲେ । ପ୍ରଚାର ପୂର୍ବରୁ ବୈଦିକ…

କନକ ବ୍ୟୁରୋ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ରୋଚକ ଦୃଶ୍ୟ ସାମ୍ନାକୁ ଆସୁଛି । ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଚାକିରି ଛାଡି ରାଜନୀତିରେ ପ୍ରବେଶ କରୁଥିବାବେଳେ । ଏହାରି ଭିତରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଏକ ବାହାଘର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।…

ବିଜେପି ସବୁଠୁ ଧନୀ ଦଳ । ଜାଣନ୍ତୁ ଦେଶରେ କେଉଁ ଦଳ ପାଖରେ ରହିଛି କେତେ ଟଙ୍କା? ଏଡିଆର ରିପୋର୍ଟରେ ମିଳିଲା ପୂରା ତଥ୍ୟ…

କନକ ବ୍ୟୁରୋ : ରାଜନୈତିକ ଦଳ ଏତେ ବଡ ବଡ ସମାବେଶ କରୁଛନ୍ତି, ରାଲି କରୁଛନ୍ତି । ପ୍ରଚାରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମନରେ ଅନେକ ସମୟରେ ପ୍ରଶ୍ନ ଉଠେ ରାଜନୈତିକ ଦଳ ପାଖରେ ଏତେ ଟଙ୍କା କୁଆଡୁ ଆସେ? ସତରେ କଣ ରାଜନୈତିକ ଦଳ ପାଖରେ କୋଟି କୋଟି ଟଙ୍କା ରହିଛି । ଏଭଳି ପ୍ରଶ୍ନର…

ମୋବାଇଲ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ୨୮ ନୁହେଁ ରିଚାର୍ଜ ପ୍ଲାନ ୩୦ ଦିନ କରିବାକୁ ଟ୍ରାଇ ଦେଲା ନିର୍ଦ୍ଦେଶ

କନକ ବ୍ୟୁରୋ : ମୋବାଇଲ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଏବେ ଆପଣଙ୍କୁ ଟେଲିକମ କମ୍ପାନୀମାନେ ମାସିକ ରିଚାର୍ଜ ବୈଦ୍ଧତା ୨୮ ଦିନ ବଦଳରେ ୩୦ କରିବାକୁ ଯାଉଛନ୍ତି । ଟେଲିକମ ରେଗୁଲେଟରୀ ଅଥରେଟୀ ଅଫ୍ ଇଣ୍ଡିଆ (ଟ୍ରାଇ) ଏନେଇ ଦେଶର ସମସ୍ତ ଟେଲିକମ୍ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଜାରି…