Daily Archives

January 9, 2022

ମହାରାଷ୍ଟ୍ର ଓ ଦିଲ୍ଲୀରେ ରକେଟ ଭଳି ମାଡୁଛି କରୋନା । ହେଲେ ଲକଡାଉନ୍ ସପକ୍ଷରେ ନାହାଁନ୍ତି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ଦିଲ୍ଳୀ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । ମହାରାଷ୍ଟ୍ରରେ ଦୈନିକ ୪୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଦିଲ୍ଲୀରେ ଦୈନିକ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ହେଲେ, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ ସପକ୍ଷରେ…

ଆଇଆଇଟି କାନପୁରର ଆକଳନ: ଜାନୁଆରୀ ମଧ୍ୟଭାଗରେ ଦିଲ୍ଲୀ ଓ ମୁମ୍ବାଇରେ ଶୀର୍ଷ ଛୁଇଁପାରେ ସଂକ୍ରମଣ । ଦେଶରେ ଦିନକୁ…

କନକ ବ୍ୟୁରୋ: ବିଭିନ୍ନ ମଡେଲର ଯାହା ଆକଳନ କରଯାଇଥିଲା ଠିକ୍ ସେହି ଅନୁସାରେ ମାଡି ଚାଲିଛି କରୋନା ସଂକ୍ରମଣ । ଦେଶ ଓ ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ଦିନକରେ ୧ ଲକ୍ଷ ୫୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ମଧ୍ୟ ପାଞ୍ଚ ହଜାର ମୁହାଁ…

ଭୁବନେଶ୍ୱରରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ସ୍ଥିତି ଦେଖି ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କଲା ବିଏମସି ।

କନକ ବ୍ୟୁରୋ: ରାଜ୍ୟରେ କରୋନା ମିଟର ଉପରମୁହାଁ ରହିଛି । ଦିନକରେ ରାଜ୍ୟରେ ୪୭୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ । ତେବେ ସବୁଠାରୁ ବଡ କଥା ହେଉଛି ରାଜ୍ୟରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଥିରୁ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି ପ୍ରାୟ ୩୦ ପ୍ରତିଶତ  । ଖୋର୍ଦ୍ଧାରୁ…

ନିର୍ବାଚନ ତାରିଖ ଘୋଷଣା ହେବାପରେ ଯୋଗୀଙ୍କ ପାଇଁ ରିଟର୍ନ ଟିକେଟ୍ ବୁକ୍ କଲେ ସପା ନେତା, କହିଲେ ଏଭଳି କଥା

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆଚାର ସଂହିତ ଲାଗିବା ପରେ ସବୁ ରାଜନୈତିକ ଦଳର ନେତାମାନେ ଆକ୍ଟିଭ ମୋଡକୁ ଆସିଛନ୍ତି । ଜଣେ ଅନ୍ୟଜଣଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏହି କ୍ରମରେ…

ୱବେସୀ ଜୀ: ବାବର, ଔରଙ୍ଗଜେବ ଭଳି ମାଟିରେ ମିଶିଯିବ ତୁମେ: ପଢନ୍ତୁ କିଏ ଓ କାହିଁକି କହିଲେ…

କନକ ବ୍ୟୁରୋ: ବ୍ୟସ୍ତ ହୁଅନ୍ତୁନି ୱବେସୀ ଜି, ବାବର ଓ ଔରଙ୍ଗଜେବ ଭଳି ତମ ନାଁ ମଧ୍ୟ ମାଟିରେ ମିଶିଯିବ। ଇତିହାସ ସାକ୍ଷୀ ଅଛି, ଯେବେ ଯେବେ ନିର୍ବାଚନ ଋତୁ ଆସେ ସେତେବେଳେ ପ୍ରତିଦ୍ୱନ୍ଦୀଙ୍କ ଭିତରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥାଏ। ଠିକ ସେମିତି ଦେଶର ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ‘ପଞ୍ଜାବରେ ଘୃଣା ସୃଷ୍ଟି କରି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଢିଲା ପ୍ରସଙ୍ଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି କି ଏହି ମାମଲାରେ ପଞ୍ଜାବର କୌଣସି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହଁ । ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟରେ ଆଚାର ସଂହିତା ଲାଗିଛି, ଏନେଇ ପ୍ରଞ୍ଜାବ ମୁଖ୍ୟମନ୍ତ୍ରୀ…