Daily Archives

January 9, 2022

କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା: ସବୁ କୋଭିଡ ହସ୍ପିଟାଲରେ ହେବ ହେଲପ ଡେସ୍କ

କନକ ବ୍ୟୁରୋ: କୋଭିଡ ସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ । ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କୁ ଦିଆଯିବ ତୃତୀୟ ଡୋଜ । ସେହିପରି ପ୍ରତ୍ୟେକ ହସ୍ପିଟାଲରେ ହେଲ୍ପ ଡେସ୍କ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ତେବେ ଏହି…

ଓମିକ୍ରନ ମୁକାବିଲା : କେତେ ପ୍ରସ୍ତୁତ ରାଜ୍ୟ ସରକାର, ଜାଣନ୍ତୁ ହସ୍ପିଟାଲରେ କେତେ ବେଡ ପ୍ରସ୍ତୁତ ଅଛି?

କନକ ବ୍ୟୁରୋ : କରୋନାର ତୃତୀୟ ଲହର ତଥା ଓମିକ୍ରନ ସଂକ୍ରମଣକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ ଶେଷ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି କରୋନା ମୁକାବିଲା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା…

ଉତ୍ତରପ୍ରଦେଶରେ କିଏ ଗଢିବ ସରକାର? ୧୦ ମାର୍ଚ୍ଚରେ କିଏ ପିନ୍ଧିବ ବିଜୟ ମୁକୁଟ?

କନକ ବ୍ୟୁରୋ: ୟୁପିରେ କିଏ ଗଢିବ ସରକାର? ଗେରୁଆଧାରୀ ନା ଅଖିଳେଶ ହେବେ ମୁଖ୍ୟମନ୍ତ୍ରୀ? ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ଦୁଇଟି ପ୍ରମୁଖ ରାଜନୈତିକ ଦଳ ଏବେଠୁ ବିଜୟର ଦାବି କଲେଣି । ଯାହାକି ଦୁଇ ଦଳର ଦୁଇଟି ଟୁଇଟରୁ ଅନୁମାନ କରାଯାଉଛି । ଶନିବାର…

ଆକ୍ସନ୍ ମୋଡରେ ଦେଶର ସୁନା ପୁଅ ନୀରଜ ଚୋପ୍ରା । ଆମେରିକାରୁ ସେୟାର କଲେ ଜିମରେ ୱାର୍କ ଆଉଟ୍ ବେଳର ଭିଡିଓ ।

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତି ଦେଶର ଟେକ ରଖିଥିବା ସୁନା ପୁଅ ନୀରଜ ଚୋପ୍ରା ଏବେ ପୁଣିଥରେ ଆକ୍ସନ୍ ମୋଡରେ । ରବିବାର ନୀରଜ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ସେ ଜିମରେ ଜୋରଦାର ଏକ୍ସସରସାଇଜ୍ କରି ଝାଳ ବୁହାଉଥିବା…

ବିଜାପୁରରେ ୨ ଜଣଙ୍କୁ ମାଓବାଦୀ ହତ୍ୟା କରିବା ଘଟଣା: ଏସପି କହିଲେ, ମୃତକ ଗ୍ରାମବାସୀ ନୁହେଁ, ମାଓବାଦୀ

କନକ ବ୍ୟୁରୋ: ଛତିଶଗଡ ବିଜାପୁରରେ ୨ ଜଣଙ୍କୁ ମାଓବାଦୀ ହତ୍ୟା କରିବା ଘଟଣା । ନିଜର ଦୁଇ ସାଥୀଙ୍କୁ ହତ୍ୟା କଲା ଲାଲବାହିନୀ । ମୃତ ଦୁଇ ଜଣ ଗ୍ରାମବାସୀ ନୁହେଁ ବୋଲି ସୂଚନା ଦେଇଛନ୍ତି ବିଜାପୁର ଏସପି କମଲଲୋଚନ କଶ୍ୟପ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ।…

ଅଗ୍ନିଶମ ନିରାପତ୍ତା ନେଇ ସୁଦୃଢ ହେଲା ୨୧୯ ଟି ରେଳ ଷ୍ଟେସନ, ଜାଣନ୍ତୁ କିଭଳି କାମ କରିବ ଏହି ଟେକ୍ନୋଲୋଜି

କନକ ବ୍ୟୁରୋ : ଅନେକ ଥର ରେଳ ଷ୍ଟେସନରେ ନିଆଁ ଲାଗିଯିବା ଫଳରେ ଅନେକ ଧନ ଜୀବନ ନଷ୍ଠ ହୋଇଥିବାର ଉଦାହରଣ ରହିଛି । ଏହି କ୍ରମରେ ଏବେ ଭାରତୀୟ ରେଳ ବିଭାଗ ଷ୍ଟେସନଗୁଡିକରେ ଅଗ୍ନିଶମ ନିରାପତ୍ତାକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଛି । ପଶ୍ଚିମ ମଧ୍ୟ ରେଳ ବିଭାଗ ତରଫରୁ ନିଜର ୩ ଟି ମଣ୍ଡଳରେ ଥିବା…