Daily Archives

November 12, 2021

ଓଡିଶାରେ ଆଲୋଚନା କରି ସୀମାରେ ଚକ୍ରାନ୍ତ କରୁଛି ପଡୋଶୀ । ଆନ୍ଧ୍ରରେ ମିଶିବା ପାଇଁ ସମର୍ଥନ ପତ୍ର ହାସଲ କରୁଛନ୍ତି…

କନକ ବ୍ୟୁରୋ: କୋଟିଆରେ ଆନ୍ଧ୍ରର ନୂଆ ଚାଲ ସାମ୍ନାକୁ ଆସିଛି । କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଷଡଯନ୍ତ୍ର ରଚିଛି ଆନ୍ଧ୍ର । ଏହି ଷଡଯନ୍ତ୍ର କଥା ଶୁଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହେବେ । କୋଟିଆର କିଛି ଗାଁରୁ ଆନ୍ଧ୍ରର ଅଧିକାରୀମାନେ ସମର୍ଥନ ପତ୍ର ଯୋଗାଡ କରୁଛନ୍ତି । ଏହି ସମର୍ଥନ…

ଆସିଗଲା କି କରୋନାର ତୃତୀୟ ଲହର? ପୂର୍ବ ଲହର ତୁଳନାରେ ବଦଳୁଛି ଲକ୍ଷଣ । ଜାଣନ୍ତୁ, ନୂଆ ଲକ୍ଷଣ ସମ୍ପର୍କରେ…

କନକ ବ୍ୟୁରୋ: କରୋନାର ତୃତୀୟ ଲହରରେ ଲକ୍ଷଣ ବଦଳିଯାଇଛି । ଦେଶର ବିଭିନ୍ନ ସ୍ଥାନରେ ରୋଗୀଙ୍କୁ ନେଇ ଗବେଷଣା କରିବା ପରେ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି । ତୃତୀୟ ଲହରରେ କରୋନା ହେଉଥିବା ଲୋକଙ୍କୁ ପୂର୍ବ ଅପେକ୍ଷା ଜ୍ୱର କମ ହେଉଛି ଏବଂ ଥକାପଣ  ବି ଯଥେଷ୍ଟ କମ ରହୁଛି । ପ୍ରଥମ ଓ ଦ୍ୱିତୀୟ…

ରାହୁଲ ହେଉଛନ୍ତି ଇଚ୍ଛାଧାରୀ ହିନ୍ଦୁ, ଦେଶବାସୀ କେବେ କ୍ଷମା ଦେବେନି : ସମ୍ବିତ ପାତ୍ର 

କନକ ବ୍ୟୁରୋ : ହିନ୍ଦୁ ଓ ହିନ୍ଦୁତ୍ୱକୁ ନେଇ କଂଗ୍ରେସ ନେତାଙ୍କ ବୟାନବାଜି ପରେ କାଉଣ୍ଟର ଆଟାକ କରିଛି ବିଜେପି । ଉତ୍ତର ପ୍ରଦେଶ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ଧର୍ମକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଖାସକରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି-ଆରଏସଏସର ବିଚାରଧାରାକୁ…

CWG T20 : ପୁଣି ମୁହାଁମୁହିଁ ହେବେ ଭାରତ୍-ପାକ୍ କ୍ରିକେଟ୍ ଟିମ୍ । ଜାଣନ୍ତୁ, କେତେ ତାରିଖରେ ଅଛି ମ୍ୟାଚ୍?

କନକ ବ୍ୟୁରୋ: ପୁଣି ଏକ ବଡ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ପୁଣି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ପାଇବେ ଦର୍ଶକ । ଆସନ୍ତାବର୍ଷ ହେବାକୁ ଥିବା କମନୱେଲଥ୍ ଗେମସରେ ଏଥର କ୍ରିକେଟ୍ ସ୍ଥାନ ପାଇଛି । ଯେଉଁଥିରେ ପୁଣିଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି…

ଗଣଦୁଷ୍କର୍ମ ମାମଲାରେ ୟୁପି ପୂର୍ବ କ୍ୟାବିନେଟ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କ ସହ ୩ଜଣଙ୍କୁ ଆଜୀବନ କାରାଦଣ୍ଡ,…

କନକ ବ୍ୟୁରୋ : ସମାଜବାଦୀ ପାର୍ଟି ସରକାରରେ ୟୁପିରେ କ୍ୟାବିନେଟ୍ ମନ୍ତ୍ରୀଥିବା ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ବିରୋଧରେ ଚାଲିଥିବା ଗଣଦୁଷ୍କର୍ମ ମାମଲାର ଶୁଣାଣି କରି କୋର୍ଟ ପ୍ରଜାପତିଙ୍କ ସହ ଅନ୍ୟ ୩ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏମପି-ଏମଏଲଏ କୋର୍ଟର ସ୍ୱତନ୍ତ୍ର ଜଜ୍…

ଝାଡଖଣ୍ଡରୁ ଗିରଫ ହେଲେ ଟପ୍ ମାଓ ଦମ୍ପତି: କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଓ ତାଙ୍କ ପତ୍ନୀଙ୍କୁ ଗିରଫ କଲା ପୋଲିସ 

କନକ ବ୍ୟୁରୋ: ଝାଡଖଣ୍ଡରୁ ଗିରଫ ହେଲେ ଟପ୍ ମାଓ ଦମ୍ପତି । ଟପ୍ ନେତା ପ୍ରଶାନ୍ତ ବୋଷ ଓରଫ କିଷନ ଓ ତାଙ୍କ ପତ୍ନୀ ଶିଲା ମାରାଣ୍ଡି ମଧ୍ୟ ଗିରଫ । କିଷନଙ୍କ ନାଁରେ ଥିଲା ୧ କୋଟି ଟଙ୍କାର ପୁରସ୍କାର । ସିପିଆଇ ପଲିଟିବ୍ୟୁରୋ ସଦସ୍ୟ ଥିଲେ ପ୍ରଶାନ୍ତ ବୋଷ । ସେହିପରି ପତ୍ନୀ ଶିଲା କେନ୍ଦ୍ରୀୟ…