କନକ ବ୍ୟୁରୋ: ଝାଡଖଣ୍ଡରୁ ଗିରଫ ହେଲେ ଟପ୍ ମାଓ ଦମ୍ପତି । ଟପ୍ ନେତା ପ୍ରଶାନ୍ତ ବୋଷ ଓରଫ କିଷନ ଓ ତାଙ୍କ ପତ୍ନୀ ଶିଲା ମାରାଣ୍ଡି ମଧ୍ୟ ଗିରଫ । କିଷନଙ୍କ ନାଁରେ ଥିଲା ୧ କୋଟି ଟଙ୍କାର ପୁରସ୍କାର । ସିପିଆଇ ପଲିଟିବ୍ୟୁରୋ ସଦସ୍ୟ ଥିଲେ ପ୍ରଶାନ୍ତ ବୋଷ । ସେହିପରି ପତ୍ନୀ ଶିଲା କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ । ମାଓ ଦମ୍ପତିଙ୍କୁ ଗିରଫ କରିବା ପରେ ରାଞ୍ଚିରେ ଚାଲିଛି ପଚରାଉଚରା ।
ଝାଡଖଣ୍ଡରୁ ଗିରଫ ହେଲେ ଟପ୍ ମାଓ ଦମ୍ପତି: କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଓ ତାଙ୍କ ପତ୍ନୀଙ୍କୁ ଗିରଫ କଲା ପୋଲିସ
/kanak/media/post_attachments/wp-content/uploads/2021/11/pjimage-1.jpg)