Daily Archives

November 12, 2021

ବିଜେପି ଓ ଆରଏସଏସର ବିଚାରଧାରା ଘୃଣାଭାବ ସୃଷ୍ଟି କରୁଛି । କଂଗ୍ରେସର ବିଚାରଧାରାରେ ଭଲପାଇବା ରହିଛି । କାହିଁକି ଏମିତି…

କନକ ବ୍ୟୁରୋ : କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ ଭିତରେ ଏବେ ରାହୁଲ ଗାନ୍ଧୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଉଭୟ ବିଜେପି ଓ ଆରଏସଏସର ବିଚାରଧାରାକୁ ଘୃଣାର ବିଚାରଧାରା ବୋଲି କହିଛନ୍ତି ରାହୁଲ । ଉଭୟ ବିଜେପି ଓ ଆରଏସଏସର ବିଚାରଧାରା କଂଗ୍ରେସ ବିଚାରଧାରା ଉପରେ ଭାରି ପଡିଛି । ଶୁକ୍ରବାର…

ଚଣ୍ଡିଗଡ ବିଶ୍ୱବିଦ୍ୟାଳୟର ଡିପ୍ଲୋମାଟିକ କନକ୍ଲେଭ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଶିକ୍ଷା ବ୍ୟବସ୍ଥା…

କନକ ବ୍ୟୁରୋ: ଶୁକ୍ରବାର ପଞ୍ଜାବର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଡିପ୍ଲୋମାଟିକ୍ କନକ୍ଲେଭ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ସମେତ ବିଭିନ୍ନ ପଦକ୍ଷେପ ଦ୍ୱାରା ଭାରତର ଶିକ୍ଷା…

କୋଟି କୋଟି ଟଙ୍କା କେଉଁଠୁ ପାଉଛନ୍ତି ରାଜନୈତିକ ଦଳ? ଏଡିଆର ରିପୋର୍ଟ ଦେଲା ଏମିତି ତଥ୍ୟ…

କନକ ବ୍ୟୁରୋ: ରାଜନୈତିକ ଦଳମାନଙ୍କୁ ମିଳୁଥିବା ଟଙ୍କାକୁ ନେଇ ଗୁରୁବାର ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍) ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ ରାଜନୈତିକ ଦଳମାନଙ୍କୁ ମିଳୁଥିବା ଟଙ୍କା କେଉଁଠୁ ଆସୁଛି, ଏହାର ପରିମାଣ କେତେ ସେନେଇ ବିସ୍ତୃତ ତଥ୍ୟ ଦିଆଯାଇଛି । ଆଉ ଆପଣ…

ଏବେ ଭଣ୍ଡେଇ ପାରିବେ ନାହିଁ ବ୍ୟାଙ୍କ ଅଧିକାରୀ, ତୁରନ୍ତ ହେବ ବ୍ୟାଙ୍କିଙ୍ଗ ଓ ଏଟିଏମ ସମସ୍ୟାର ସମାଧାନ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରିଟେଲ ଡାଇରେକ୍ଟ ସ୍କିମ ଓ ଇଣ୍ଟିଗ୍ରେଟେଡ ଅମ୍ବୁଡସମ୍ୟାନ ସ୍କିମ ଲଂଚ କରିଛନ୍ତି । ଆରବିଆଇ ର ରିଟେଲ ଡାଇରେକ୍ଟ ସ୍କିମ ମାଧ୍ୟମରେ ସରକାରୀ ସିକୁୃ୍ୟରିଟିରେ ରିଟେଲ ଭାଗିଦାରୀ ବଢିବା ସହ ଇଣ୍ଟିଗ୍ରେଟେଡ ଅମ୍ବୁଡସମ୍ୟାନ ସ୍କିମ ମାଧ୍ୟମରେ…

ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ଲୁଟିନେଲେ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ: ପୁରୀ ବ୍ରହ୍ମଗିରି ବ୍ଲକରୁ ଆସିଲା ଅଭାବନୀୟ ଖବର

କନକ ବ୍ୟୁରୋ: ମୃତ ଲୋକଙ୍କୁ ମିଳୁନି ହରିଶ୍ଚନ୍ଦ୍ର ଯୋଜନା । କିନ୍ତୁ ବଂଚିଥିବା ଲୋକଙ୍କୁ ମୃତ ଦର୍ଶାଇ ଉଠାଯାଇଛି ଲକ୍ଷ ଲକ୍ଷ ଟଙ୍କା । ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ଲୋକଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ସ୍ଥାନୀୟ ସରପଂଚ ଜାଲିଆତି କରି ଅର୍ଥ ହଡ଼ପ କରିଥିବାର ଅଭିଯୋଗ ହୋଇଛି…

ଚନ୍ଦ୍ରରେ ଲୁଚି ରହିଛି ଅକ୍ସିଜେନ୍ । ୮ ଶହ କୋଟି ଲୋକ ୧ ଲକ୍ଷ ବର୍ଷ ପର୍ଯ୍ୟନ୍ତ ନେଇପାରିବେ ନିଶ୍ୱାସ ପ୍ରଶ୍ୱାସ ।…

କନକ ବ୍ୟୁରୋ: ଚନ୍ଦ୍ରରେ କେତେ ପରିମାଣରେ ଅକ୍ସିଜେନ୍ ଅଛି? ଏହି ପ୍ରଶ୍ନର ଉତ୍ତର ଆପଣ ବି ସଠିକ୍ ଭାବେ ଜାଣିନଥିବେ । ହେଲେ ନିକଟରେ ଅଷ୍ଟ୍ରେଲିଆର ସ୍ପେଶ୍ ଏଜେନ୍ସି ଏମିତି କିଛି ତଥ୍ୟ ସାମ୍ନାକୁ ଆଣିଛି, ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଚନ୍ଦ୍ରରେ ଯେତିକି ଅମ୍ଲଜାନ ଅଛି,…