Monthly Archives

October 2021

ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଓ ମହଙ୍ଗା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେଡି । ସାଇକେଲ ଓ ଘୋଡ଼ାଗାଡ଼ିରେ…

କନକ ବ୍ୟୁରୋ : ମମିତାଙ୍କୁ ନ୍ୟାୟ ଦାବିରେ ବିରୋଧୀ ରାସ୍ତାକୁ ଓହ୍ଲାଇଛନ୍ତି । ସେପଟେ ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଘୋଡା ଗାଡି ଓ ସାଇକେଲରେ ଶୋଭାଯାତ୍ରା କରି ରାଜଭବନ ଆଗରେ ପହଞ୍ଚିଥିଲେ ବିଜେଡି କର୍ମୀ । ରାଜଭବନ ଆଗରେ ଚୁଲି ଜାଳି ରୋଷେଇ କରି ପ୍ରତିବାଦ…

ଫେରିଲା ରାଜନୀତିର ଅଣ୍ଡା । ଭୁବନେଶ୍ୱରରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ଫିଙ୍ଗିଲା ଛାତ୍ର କଂଗ୍ରେସ…

କନକ ବ୍ୟୁରୋ : ପୁଣି ଫେରିଛି ପ୍ରତିବାଦର ଅଣ୍ଡା ମାଡ ରାଜନୀତି । ମମିତା ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ପରେ ତାଙ୍କ ବାସଭବନ ଉପରେ ଅଣ୍ଡାମାଡ ହୋଇଥିଲା । ଏପଟେ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗାଡି ଉପରେ ଅଣ୍ଡାମାଡ…

ବିରାଟଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା । ଟି-୨୦ ବିଶ୍ୱକପରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା, ଉଭୟ ଦଳ ପାଇଁ କର ବା ମର…

କନକ ବ୍ୟୁରୋ : ଆଉ କିଛି ସମୟ ପରେ ଟି-୨୦ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ । ପଡିଆରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଅଧିନାୟକ ଭାବେ ବିରାଟ କୋହଲିଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା । ଟି-ଟ୍ୱେଂଟି ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଯେଉର୍ଁ ଟିମ୍ ଇଣ୍ଡିଆ ବିଶ୍ୱକପ୍…

ଆସିଲା ନଭେମ୍ବର ମାସ ପାଇଁ ଗାଇଡଲାଇନ: ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା

କନକ ବ୍ୟୁରୋ: ନଭେମ୍ବର ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ନଭେମ୍ବର ୧ରୁ ଡିସେମ୍ବର ୧ ଯାଏଁ କୋଭିଡ ଗାଇଡଲାଇନ । ପୌରାଞ୍ଚଳରେ ବଳବତ୍ତର ରହିବ ନାଇଟ କର୍ଫ୍ୟୁ । ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ସେହିପରି ରାଜ୍ୟରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବ ନାହିଁ…

ଗାଜିପୁର ସୀମା ଘଟଣା ପରେ କିଷାନ ମୋର୍ଚ୍ଚାର ଚେତାବନୀ, ପ୍ରଧାନମନ୍ତ୍ରୀଙ୍କୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଗାଜିପୁର ସୀମାରୁ ବ୍ୟାରିକେଟ ହଟାଇବା ଘଟଣାକୁ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ସରକାରଙ୍କୁ ଚେତାବନୀ ଦେଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ଗୁରୁନାମ ସିଂ ଚଢୁନୀ କହିଛନ୍ତି କି ଯଦି ସରକାର ବିରୋଧସ୍ଥଳରୁ କୃଷକମାନଙ୍କୁ ହଟାଇବାକୁ ଚେଷ୍ଟା କରିବେ ତେବେ କୃଷକମାନେ…

ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଭାରତ ।

କନକ ବ୍ୟୁରୋ : ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଆଉ କିଛି ସମୟ ପରେ ହେବ ଜବରଦସ୍ତ ଟକ୍କର । ସମ୍ଭବତଃ ‘କର ବା ମର’ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ପ୍ରଥମେ…