ନୃଶଂସ ଦେଢଶୁରର ଉନ୍ମତ୍ତ କାଣ୍ଡ । ଭାଇବୋହୂ ଓ ବର୍ଷକର ପୁତୁରାକୁ କୁରାଢିରେ ହାଣି କଲା ହତ୍ୟା ।

1,542

କନକ ବ୍ୟୁରୋ: କୁଚିଣ୍ଡା ଦଲକିବାହାଲ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଏଠାରେ ଜଣେ ବ୍ୟକ୍ତି ଭାଇବୋହୂ ସହ ବର୍ଷକର ପୁତୁରାକୁ କୁରାଢିରେ ହାଣି ହତ୍ୟା କରିଛି । ହତ୍ୟା ପରେ ଅଭିଯୁକ୍ତ ଫେରାର ଅଛି । ଘଟଣାର କାରଣ ସ୍ପଷ୍ଟ ହୋଇନଥିବାବେଳେ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି ।