Daily Archives

October 19, 2021

ସରକାର..ଆଉ କେତେ କଷ୍ଟ ସହିବେ ସନତ । କ୍ୟାନ୍ସରରେ ପୀଡିତ ହୋଇ ଛଟପଟ ହେଉଛନ୍ତି ସ୍ୱାମୀ, ସାହାଯ୍ୟ ପାଇଁ ସ୍ତ୍ରୀଙ୍କ…

କନକ ବ୍ୟୁରୋ: ସୁନାର ସଂସାରକୁ ନେଇ ସେ କେତେ କଣ ସ୍ୱପ୍ନ ଦେଖିଥିଲେ । କିନ୍ତୁ ପାଟିରେ ହୋଇଥିବା ଛୋଟିଆ ଘା ଟିଏ ଆଜି ଜୀବନର ସବୁ ସ୍ୱପ୍ନକୁ ସଂଘର୍ଷରେ ପରିଣତ କରିଦେଇଛି । ଏବେ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଘରର ମୁଖିଆ । ଆଉ ସ୍ୱାମୀର ଚିକିତ୍ସା ପାଇଁ ସ୍ତ୍ରୀ କରୁଛି ଆକୁଳ ନିବେଦନ ।…

ଉତ୍ତରପ୍ରଦେଶରେ ମହିଳା କାର୍ଡ ଖେଳିଲା କଂଗ୍ରେସ । ମହିଳାଙ୍କ ପାଇଁ ୪୦ ପ୍ରତିଶତ ସିଟ୍ ସଂରକ୍ଷଣ ଘୋଷଣା କଲେ ପ୍ରିୟଙ୍କା…

କନକ ବ୍ୟୁରୋ : ଆସନ୍ତା ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନରେ ମହିଳାଙ୍କ ପାଇଁ ୪୦ ପ୍ରତିଶତ ସିଟ୍ ସଂରକ୍ଷଣ ଘୋଷଣା କଲା କଂଗ୍ରେସ । ଏନେଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଘୋଷଣା କରିଛନ୍ତି । ଅର୍ଥାତ ୟୁପିରେ ଥିବା ୪୦୩ ବିଧାନସଭା ଆସନ ମଧ୍ୟରୁ ୧୬୦ଟି ଆସନ ମହିଳାଙ୍କ…

ଜାମ୍ମୁକାଶ୍ମୀରରେ କାହିଁକି ସାଧାରଣ ଲୋକଙ୍କୁ ମାରୁଛନ୍ତି ଆତଙ୍କୀ ? ଯାଞ୍ଚ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ।

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଜାରି ରହିଛି ଆତଙ୍କରାଜ । ଆତଙ୍କବାଦୀମାନେ ଏବେ ସେନାଙ୍କୁ ନୁହେଁ ବରଂ ସାଧାରଣ ଲୋକଙ୍କୁ କରୁଛନ୍ତି ହତ୍ୟା । ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ୍ । ଗତ କିଛି ଦିନ ଭିତରେ ୧୧ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରି ସାରିଲେଣି ଆତଙ୍କୀ । ଘାଟିରେ ଆତଙ୍କରାଜର…

ଆର୍କଟିକ ବରଫ ପରସ୍ତରେ ଲମ୍ବା ଛିଦ୍ର । ଦୁନିଆ ପାଇଁ ବଢୁଛି ବିପଦ…

କନକ ବ୍ୟୁରୋ: ଆର୍କଟିକର ସବୁଠୁ ପୁରୁଣା ଓ ସବୁଠୁ ମୋଟ ବରଫ ପରସ୍ତରେ ଗତବର୍ଷ ମେ ମାସରେ ଏକ କଣା ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକି ଏବେ ବିଶ୍ୱ ପାଇଁ ବିପଦ ସାବ୍ୟସ୍ତ ହେବାରେ ଲାଗିଛି । ବୈଜ୍ଞାନିକମାନଙ୍କର କହିବା କଥା ହେଲା,  ଏହି କଣା ଯୋଗୁ ବରଫ ଭିତରେ ଫାଟ ସୃଷ୍ଟି ହେଉଛି ।…

କେରଳ ପରେ ଉତ୍ତରାଖଣ୍ଡରେ ଜଳପ୍ରଳୟ । ବାଦଲ ଫାଟିଲା, ମାଟି ଖସିଲା, ଧୋଇଗଲା ରେଳଧାରଣା ।

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଜଳ ପ୍ରଳୟ । ବାଦଲ ଫଟା ବର୍ଷା ସାଙ୍ଗକୁ, ଭୂସ୍ଖଳନ ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ହୋଇଛି । ଲଗାଣ ବର୍ଷା ରାଜ୍ୟବାସୀଙ୍କ ସମେତ ପର୍ଯ୍ୟଟକଙ୍କୁ ଅସୁବିଧାରେ ପକାଇ ଦେଇଛି । ସ୍ଥିତି ଏମିତି ହୋଇଛି ଯେ, ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା…

ଟୁଇଟରରେ କାହିଁକି ଟ୍ରେଣ୍ଡ କରୁଛି #Reject Zomato । ଜାଣନ୍ତୁ, ଏହା ପଛର ଅସଲ କାରଣ…

କନକ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ । ଏଥର ହିନ୍ଦୀ ଭାଷାକୁ ନେଇ ଏହି ଫୁଡ୍ ଡେଲିଭରୀ କମ୍ପାନୀ ଓ ଜଣେ ଗ୍ରାହକଙ୍କ ଭିତରେ ବିବାଦ ଦେଖିବାକୁ ମିଳିଛି । ସ୍ଥିତି ଏମିତି ହୋଇଛି ଯେ, ଜୋମାଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି କ୍ଷମା ପ୍ରାର୍ଥନା…