Daily Archives

October 6, 2021

ଡିଭିଲିୟର୍ସଙ୍କ ଉପରେ ଭାରି ପଡିଲେ ଭୁବନେଶ୍ୱର: ବାଙ୍ଗାଲୋରକୁ ୪ ୱିକେଟରେ ପରାସ୍ତ କଲା ହାଇଦ୍ରାବାଦ 

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚ ବେଶ ରୋମାଞ୍ଚକର ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଶେଷ ଓଭର ଯାଏଁ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା । ଶେଷରେ ଭୁବନେଶ୍ୱର କୁମାରଙ୍କ ଦମଦାର ବୋଲିଂ ବଳରେ ହାଇଦ୍ରାବାଦ ଏହି ମ୍ୟାଚକୁ ୪ ୱିକେଟରେ ଜିତି ନେଇଛି । ଏହି ମ୍ୟାଚରେ ଟସ ଜିତି ବୋଲିଂ…

ପୁଣି ଅଶାନ୍ତ କାଶ୍ମୀର ଘାଟି: ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ଆତଙ୍କୀଙ୍କ ଗୁଳିରେ ଟଳି ପଡିଲେ କାଶ୍ମୀର ପଣ୍ଡିତ

କନକ ବ୍ୟୁରୋ: ଜମ୍ମୁ-କାଶ୍ମିରରେ ଆତଙ୍କରାଜ । ଶ୍ରୀନଗରର ଲାଲଚୌକ, ବାନ୍ଦିପରା ସହ ଏକାଧିକ ଅଂଚଳରେ ଆକ୍ରମଣ କରି ୩ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ । ମୃତକଙ୍କ ମଧ୍ୟରେ ଦୁଇଜଣ ସ୍ଥାନୀୟ ବାସିନ୍ଧା ରହିଥିବା ବେଳେ ଅନ୍ୟଜଣେ ବିହାର ବାସିନ୍ଦା ଥିବା ପୋଲିସ ସ୍ପଷ୍ଟ କରିଛି । ତେବେ…

ସାମ୍ନାକୁ ଆସିଲା ଫେସବୁକର ଭିତିରି କଥା: ଛୋଟ ପିଲାଙ୍କ ମସ୍ତିଷ୍କକୁ ପ୍ରଭାବିତ କରିବା ପାଇଁ ଫେସବୁକ ଆଣୁଛି ନୂଆ ଫିଚର

କନକ ବ୍ୟୁରୋ: ଆମେରିକା କଂଗ୍ରେସର ନିର୍ବାଚିତ ପ୍ରତିନିଧିଙ୍କ ଆଗରେ, ଫେସବୁକରେ ପ୍ରଡକ୍ଟ ମ୍ୟାନେଜର ଭାବରେ କାମ କରିଥିବା ଏହି ମହିଳା ଯେଉଁ ତଥ୍ୟ ଦେଇଛନ୍ତି, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେବ । ଆମେରିକୀୟ ପ୍ରତିନିଧିଙ୍କୁ ଫ୍ରାନସେସ ହଜେନ କହୁଛନ୍ତି- ଛୋଟ ପିଲା ଯେପରି ଫେସବୁକରେ…

ଏନସିବି ହେପାଜତରେ ଆରୟନ୍ ଖାନ୍: ମିଳୁନି ରାଜକୀୟ ଚର୍ଚ୍ଚା, ପୁଅକୁ ଭେଟିବାକୁ ଶାହରୁଖଙ୍କୁ ମିଳୁନି ଅନୁମତି

କନକ ବ୍ୟୁରୋ: ଗୁରୁବାର ଶେଷ ହେଉଛି ଆରୟନ ଖାନଙ୍କ ରିମାଣ୍ଡ ଅବଧି । ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ରିମାଣ୍ଡରେ ନେଇ ତଦନ୍ତ ଚଳାଇଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଆଉ ଏନସିବି ହେପାଜତରେ ଥିବା ଆରୟନଙ୍କୁ ମିଳିନି କୌଣସି ରାଜକୀୟ…

ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର: କେନ୍ଦ୍ର କ୍ୟାବିନେଟରେ ବଡ ଘୋଷଣା, ଦଶହରାରେ ମିଳିବ ୭୮ ଦିନର ଅଧିକ ଦରମା

କନକ ବ୍ୟୁରୋ: ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏବର୍ଷ ଦଶହରା ଉପଲକ୍ଷେ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଏକ ବଡ ଘୋଷଣା ହୋଇଛି । ୨୦୨୦-୨୧ ଆର୍ଥିକବର୍ଷରେ ପାଖାପାଖି ୧୨ ଲକ୍ଷ ଅଣ ଗେଜେଟେଡ ରେଳ କର୍ମଚାରୀଙ୍କୁ ବୋନସ ଦେବାକୁ ଘୋଷଣା ହୋଇଛି । ୭୮ ଦିନର ବେତନ ଫ୍ରିରେ ପାଇବେ ରେଳ କର୍ମଚାରୀ…

ଲଖୀମପୁରରେ ତେଜୁଛି ଚାଷୀ ରାଜନୀତି: ଘଟଣାସ୍ଥଳକୁ ଯିବାକୁ ରାହୁଲ, ପ୍ରିୟଙ୍କାଙ୍କୁ ଅନୁମତି: ରାହୁଲ କହିଲେ, ମୁଁ ମୋ…

କନକ ବ୍ୟୁରୋ: ୟୁପି ସରକାର ତରଫରୁ ରାହୁଲି ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ୫ଜଣଙ୍କୁ ଲଖୀମପୁର ଖେରୀ ଯାତ୍ରା କରିବାକୁ ମିଳିଛି ଅନୁମତି । ଆଉ ଅନୁମତି ମିଳିବା ପରେ ଲଖ୍ନୌରେ ପହଁଚି ପ୍ରଥମେ ସୀତାପୁର ଅଭିମୁଖେ ବାହାରି ଥିଲେ ରାହୁଲ । ଆଉ ସେଠାରୁ ଭଉଣୀ ପ୍ରିୟଙ୍କାଙ୍କୁ ନିଜ…