Daily Archives

October 14, 2021

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଚିହିଁକି ଉଠିଲା ଚୀନ: ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କଲା ବେଜିଂ

କନକ ବ୍ୟୁରୋ: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ପରେ ଏହାକୁ ନେଇ ଆପତି ଉଠାଇଛି ଚୀନ । ଅରୁଣାଚଳ ପ୍ରଦେଶକୁ ନିଜର ଅଂଚଳ ବୋଲି ଦାବି କରଛି ଚୀନ । ଏହା ଚୀନର ଜାଙ୍ଗନାନ ବୋଲି କହିଛି । ଏହା ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି ବେଜିଂ କହିଛି । ଉପରାଷ୍ଟ୍ରପତି ଅକ୍ଟୋବର…

ମାଓ ନେତା ଆର.କେ ମୃତ ସୂଚନା: ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ମାଓନେତା 

କନକ ବ୍ୟୁରୋ: ମାଓନେତା ଆର.କେ.ଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି । ଦକ୍ଷିଣ ବସ୍ତର ଜଙ୍ଗଲରେ ଆଖି ବୁଜିଛନ୍ତି ରାମକୃଷ୍ଣ ଓରଫ ଅତିରାଜକୁ ହରଗୋପାଳ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟିର ସଂପାଦକ ଥିଲେ ଆରକେ…

କରୋନା କଟକଣା ଭିତରେ ନବମୀ ପୂଜା: ପୂଜା ମଣ୍ଡପରେ ଭକ୍ତିମୟ ପରିବେଶ

କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ଚାକଚକ୍ୟ କମିଛି, ହେଲେ ଶ୍ରଦ୍ଧାଳୁଙ୍କ ମଧ୍ୟରେ କମିନି ଭକ୍ତି ଓ ଉତ୍ସାହ  । ମହାନବମୀରେ ମହାମାୟାଙ୍କ ଆରାଧନାରେ ପୂଜା ମଣ୍ଡପରେ ଭକ୍ତିମୟ ପରିବେଶ  ।  ଟ୍ୱିନ ସିଟିର ସମସ୍ତ ପୂଜା ମଣ୍ଡପରେ ନିରାଡମ୍ବରରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା  । ଭକ୍ତଙ୍କ…

ଲଖିମପୁର ହିଂସାର ତଦନ୍ତ: ଅଭିଯୁକ୍ତ ଆଶିଷ ମିଶ୍ର ଓ ଅଙ୍କିତ ଦାସକୁ ନେଇ ଘଟଣା ସ୍ଥଳରେ ସିନ୍ ରିକ୍ରିଏସନ୍ କରିଛି…

କନକ ବ୍ୟୁରୋ: ଲଖିମପୁର ଖେରି ଚାଷୀ ହତ୍ୟାକୁ ନେଇ ଏସଆଇଟି ରିମାଣ୍ଡରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର । ଘଟଣାର ତଦନ୍ତ ନେଇ ଗୁରୁବାର ଘଟଣା ସ୍ଥଳରେ ପହଁଚି ଯାଂଚ କରୁଛି ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ । ଆଶିଷଙ୍କୁ ସାଙ୍ଗରେ ନେଇ ଘଟଣାର ପୁନଃ ଚିତ୍ରଣ…

ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ: ଦଶହରା ପରେ ଅଫଲାଇନରେ ହେବ ପାଠପଢ଼ା 

କନକ ବ୍ୟୁରୋ: ଦଶହରା ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ । ଅର୍ଥାତ ପୂଜା ଛୁଟି ପରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ ଆସି ପାଠ ପଢିବେ । ସେହପିରି ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରଛାତ୍ରୀ ମଧ୍ୟ ଶ୍ରେଣୀଗୃହ ପାଠପଢାରେ ଭାଗନେବେ । ଏବେ କେବଳ…

ବିଏସଏଫକୁ ମିଳିଲା ଅଧିକ କ୍ଷମତା: ପଂଜାବ ଓ ପଶ୍ଚିମବଙ୍ଗରେ ଉତ୍ତେଜନା!

କନକ ବ୍ୟୁରୋ: କେନ୍ଦ୍ର ସରକାର ବିଏସଏଫ୍ର କ୍ଷେତ୍ରଅଧିକାର ଅଂଚଳ ପରିସୀମାକୁ ବୃଦ୍ଧି କରିଛନ୍ତି । ଭାରତ- ପାକିସ୍ତାନ ଓ ଭାରତ- ବାଙ୍ଗଲାଦେଶ ସୀମାକୁ ଲାଗି ରହିଥିବା ପଂଜାବ, ଆସାମ ଓ ପଶ୍ଚିମବଙ୍ଗରେ ବିଏସଏଫକୁ ପୂର୍ବ ତୁଳନାରେ ଏବେ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ଏହି ୩ ରାଜ୍ୟରେ…