Daily Archives

October 3, 2021

ଶୁଭମନ ଗିଲଙ୍କ ଅର୍ଦ୍ଧଶତକ: ୬ ୱିକେଟରେ ହାଇଦ୍ରାବାଦକୁ ହରାଇଲା କୋଲକାତା

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ସହଜ ବିଜୟ ହାସଲ କରିଛି କୋଲକାତା । ଏହି ମ୍ୟାଚରେ କୋଲକାତା ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କରିଛି । ଫଳରେ ଏହି ବିଜୟ ସହ କୋଲକାତା ପଏଣ୍ଟ ଟେବୁଲରେ ୨ ପଏଣ୍ଟ ଲାଭ କରିଛି । ଏହାସହ ପ୍ଲେ ଅଫରେ ପ୍ରବେଶ କରିବାର ଆଶା ମଧ୍ୟ କୋଲକାତାର ବଢି ଯାଇଛି ।…

ଶିକ୍ଷକଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ବିଧାୟକ କରିବେ ସୁପାରିଶ । ଗଣଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି ।

କନକ ବ୍ୟୁରୋ : ଶିକ୍ଷକଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିପାରିବେ ବିଧାୟକ । ଜଣେ ବିଧାୟକ ସର୍ବମୋଟ ଜରୁରୀ ଆବଶ୍ୟକ ଥିବା ୧୦ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ । ତେବେ ଗଣଶିକ୍ଷା ବିଭାଗର ଏହି ନିଷ୍ପତି ଆରମ୍ଭରୁ ବିବାଦୀୟ ହୋଇପଡିଛି । ବିରୋଧୀ କହିଛନ୍ତି ପଂଚାୟତ…

କିଏ ମୁମ୍ବାଇର ଏହି ରିଏଲ ସିଘଂମ? ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ କରିଛନ୍ତି ଗିରଫ? ଅନେକଥର ସେଲିବ୍ରିଟିଙ୍କୁ…

କନକ ବ୍ୟୁରୋ: ଏନସିବି ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଉପରେ ରେଡ କରିଥିଲେ । ଆଉ ବିପୁଳ ପରିମାଣରେ ଡ୍ରଗ୍ସ ଜବତ କରିଥିଲେ । ଆଉ ଏଥିରେ ବଲିଉଡ ଅଭିନେତାଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରିଛି ଏନିସିବି । ଏହି ଘଟଣାରେ ଆର୍ୟନଙ୍କୁ ବାରମ୍ବାର ପଚରାଉଚରା କରୁଛ ପୋଲିସ । ତେବେ ଏହି…

ଉତରପ୍ରଦେଶରେ ବଡ ହିଂସାକାଣ୍ଡ: ଚାଷୀଙ୍କ ଉପରେ ଚଢିଗଲା କାର୍, ୮ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ: ଉତରପ୍ରଦେଶରେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢ଼ାଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଯେଉଁଥିରେ ୪ ଆନ୍ଦୋଳନକାରୀଙ୍କର ମୃତ୍ୟୁ ଘଟିଥିବା ବେଳେ କାର ଭିତରେ ଥିବା ଚାରି ଜଣଙ୍କର ମୃତ୍ୟୁ ଘଟିଛି । ୟପି ପୁଲିସ ଏହି ସୂଚନା ଦେଇଛି । ସୂଚନା ଅନୁସାରେ ଉତର ପ୍ରଦେଶର ଖେରୀ…

ଜୀବନ ନେଉଛି ଅଜଣା ରୋଗ । କଳାହାଣ୍ଡିରେ ୪ ଜଣଙ୍କ ମୃତ୍ୟୁ, ରକ୍ତ ନମୂନା ସଂଗ୍ରହ କଲେ ଡାକ୍ତରୀ ଦଳ । 

କନକ ବ୍ୟୁରୋ : ମୁଣ୍ଡ ନେଉଛି ଅଜଣା ରୋଗ । ୨୧ ଦିନ ଭିତରେ ଅଜଣା ରୋଗରେ ପଡି ୪ ଜଣଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳର ନେହେଲା ଗାଁରେ ଏବେ ଖେଳି ଯାଇଛି ଅଜଣା ରୋଗର କୋକୁଆ ଭୟ । ଜ୍ୱର ଓ ଥଣ୍ଡାରେ ପୀଡିତ ହୋଇ ନେହେଲା ଗାଁର ୪ଜଣଙ୍କ ଜୀବନ…

ଝାଡ଼ଖଣ୍ଡରେ ପିଲାଙ୍କ ପାଇଁ ନାହିଁ ଓଡ଼ିଆ ବହି । ପୁରୁଣା ବହିକୁ ଜେରକ୍ସ କରି ପାଠ ପଢୁଛନ୍ତି ଓଡ଼ିଆ ପିଲା ।

କନକ ବ୍ୟୁରୋ : ଝାଡଖଣ୍ଡରେ ଓଡିଆ ଭାଷାଭାଷି ଅଞ୍ଚଳରେ ଓଡିଆ ପାଠପଢ଼ା ବନ୍ଦ ହୋଇଯିବାକୁ ନେଇ ଆଶଙ୍କା ଭିତରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା କନକ ନ୍ୟୁଜ୍ ଟିମ୍ । ଝାଡଖଣ୍ଡରେ ଥିବା ଓଡିଆ ସ୍କୁଲରେ କେମିତି ପାଠପଢ଼ା ଚାଲିଛି ଓ କଣ ରହିଛି ସମସ୍ୟା ସ୍ଥିତି ପରଖିଛି ଆମ ଟିମ୍ । ସ୍କୁଲରେ ଶୋଭା…