Daily Archives

October 21, 2021

ରିଲିଜ୍ ହେଲା ବଲିଉଡ୍ ଫିଲ୍ମ ‘ହମ ଦୋ ହମାରେ ଦୋ’ର ରୋମାଂଟିକ୍ ଗୀତ କମଲି: ମନଜିଣିଲା ଜୁବିନ ନୌତିଆଲଙ୍କ ସ୍ୱର

କନକ ବ୍ୟୁରୋ: ରିଲିଜ୍ ହେଲା ଆଗାମୀ ରୋମାଂଟିକ୍ କମେଡି ଫିଲ୍ମ ହମ୍ ଦୋ ହମାରେ ଦୋର ରୋମାଂଟିକ୍ ଗୀତ କମଲି । ଗୀତରେ ଫିଲ୍ମର ଲିଡ୍ ଷ୍ଟାର ରାଜକୁମାର ରାଓ ଓ କ୍ରିତି ସାନୋନଙ୍କ ରୋମାନ୍ସ ଦେଖିବାକୁ ମିଳିଛି । ଦ୍ୱିତୀୟ ଥର ପାଇଁ ପରଦାରେ ରୋମାନ୍ସ କରିବାରେ ନଜର ଆସୁଛନ୍ତି କ୍ରିତି ଓ ରାଜକୁମାର…

ସୀମାରେ ଶତ୍ରୁକୁ ମୁହଁତୋଡ ଜବାବ ଦେବ ଭାରତ: ଚୀନ ସହ ବିବାଦ ଭିତରେ ଅରୁଣାଚଳ ପ୍ରଦେଶରେ ଭାରତୀୟ ଯବାନଙ୍କ ଯୁଦ୍ଧାଭାସ

କନକ ବ୍ୟୁରୋ: ଭାରତ ସହ ଯୁଦ୍ଧାଭ୍ୟାସ କରିବ ବ୍ରିଟେନ । ଭାରତ ସହ ଯୁଦ୍ଧାଭ୍ୟାସ କରିବା ପାଇଁ ଏଫ ୩୫-ବି ର ଫିଫଥ ଜେନେରେଶନ ଫାଇଟର ଏୟାରକ୍ରାଫଟ ଉଡାଣ ଭରିଛି । ପଶ୍ଚିମ ଭାରତ ମହାସାଗରରେ ବ୍ରିଟେନ ଓ ଭାରତ ସର୍ବବୃହତ ସାମରିକ ଅଭ୍ୟାସ ଆରମ୍ଭ କରିବେ । ତେବେ ଭାରତ ସହିତ ଏହି ଯୁଦ୍ଧାଭ୍ୟାସ…

ବନ୍ୟା ଛାଡିଲା ହେଲେ ବଢିଲା ଦୁର୍ଦ୍ଦଶା: ଉତରାଖଣ୍ଡରେ ପ୍ରକୃତିର ତାଣ୍ଡବ ପରେ ଧିରେ ଧିରେ ସୁଧୁରୁଛି ସ୍ଥିତି

କନକ ବ୍ୟୁରୋ: ବର୍ଷା, ବନ୍ୟା ଓ ଭୂସ୍ଖଳନ ପରେ ଏବେ ବିଗିଡି ଯାଇଛି ଉତରାଖଣ୍ଡର ସ୍ଥିତି । ବନ୍ୟାପାଣି ଛାଡିଛି, ହେଲେ ବଢି ଯାଇଛି ଲୋକଙ୍କ ଦୁର୍ଦ୍ଦଶା । ରାଜ୍ୟର ଏଭଳି ସ୍ଥିତି ଭିତରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଉତରାଖଣ୍ଡ ଗସ୍ତ କରି ଆକାଶମାର୍ଗରୁ ସ୍ଥିତି ପରଖିଛନ୍ତି । ରାଜ୍ୟରେ…

କ୍ରୁଜ୍ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସୁଛି ନୂଆ ଦିଗ: ନୋଟିସ ପରେ ଏନସିବିରେ ହାଜର ହେଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ 

କନକ ବ୍ୟୁରୋ: ମୁମ୍ୱାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ସମୟ ବଢିବା ସହିତ ନୂଆ ନୂଆ ଚେର ଖୋଜିଲାଣି ଏନସିବି । ଗୁରୁବାର ଏନସିବି ଟିମ୍ ଶାହାରୁଖଙ୍କ ଘର ମନ୍ନତ ଏବଂ ଅନନ୍ୟା ପାଣ୍ଡେଙ୍କ ଘରେ ନୋଟିସ ଲଗେଇଥିଲା । ନୋଟିସ ପରେ ଏନସିବି ନିକଟରେ ହାଜର ହୋଇଛନ୍ତି ଅନନ୍ୟା ପାଣ୍ଡେ । ସେପଟେ ଆରଥର…

ଜେଲରେ ଆରୟନ ଭେଟିବା ପରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ବାସଭବନ ‘ମନ୍ନତ’ରେ ରେଡ୍ ।

କନକ ବ୍ୟୁରୋ : ଶାହାରୁଖଙ୍କ ଘରେ ଏନସିବି ଟିମ୍ । ମନ୍ନତରେ ଲାଗିଲା ନୋଟିସ । ମୁମ୍ୱାଇରେ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଦିନ ଗଡିବା ସହ ସାମ୍ନାକୁ ଆସୁଛି ନୂଆ ନୂଆ ଖୁଲାସା । ମାମଲାରେ ଶାହାରୁଖଙ୍କ ପୁଅ ଆରୟନ ଖାନ ଏବେ ଆର୍ଥର ରୋଡ୍ ଜେଲ ହାଜତରେ । ସେପଟେ ଏହି ମାମଲାରେ ଶାହାରୁଖଙ୍କ ପାଇଁ…

ମମିତା ମେହେର ହତ୍ୟା ମାମଲାରେ ତେଜିଲା ରାଜନୀତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଉଠୁଛିପଡୁଛି ଓଡ଼ିଶା ।

କନକ ବ୍ୟୁରୋ : ମମିତା ମେହେର ମୃତ୍ୟୁ ମାମଲାରେ ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ଦେଖିବାକୁ ମିଳିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜୋରଦାର ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ମନ୍ତ୍ରୀ କେଉଁଠି ଅଛନ୍ତି, ତାହା…