Daily Archives

October 7, 2021

ଶିଭମ ମାଭିଙ୍କ ଚମତ୍କାର ବୋଲିଂ: ୮୬ ରନରେ ରାଜସ୍ଥାନକୁ ହରାଇଲା କୋଲକାତା, ବଢିଲା କେକେଆରର ପ୍ଲେଅଫ ଆଶା

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ଖେଳ ଦେଖିବାକୁ ମିଳିଛି । ଏହି ମ୍ୟାଚରେ କୋଲକାତା ନାଇଟ ରାଇଡରର ବୋଲର ମାନେ ଚମତ୍କାର ବୋଲିଂ କରିଛନ୍ତି । ଫଳରେ ରାଜସ୍ଥାନ ୧୬ ଓଭର ଖେଳି ୮୫ ରନରେ ଅଲଆଉଟ ହୋଇଯାଇଛି । ଏହାସହ ଏହି ମ୍ୟାଚରେ ୮୬ ରନରେ ବିଜୟୀ ହୋଇଛି କୋଲକାତା । ଏହି ବିଜୟ ସହ…

ଭାରତୀୟ କ୍ରିକେଟ ବୋର୍ଡର ପ୍ରଶଂସା କଲେ ରମିଜ ରାଜା: କହିଲେ ଏମିତି କଥା

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ, ଇଂଲଣ୍ଡ ପାକିସ୍ତାନ ଗସ୍ତ ବାତିଲ କରିବା ପରେ ପିସିବି ଚିନ୍ତାରେ ପଡିଯାଇଥିଲା । ଏଥିପାଇଁ ଉଭୟ କ୍ରିକେଟ ବୋର୍ଡକୁ ଟାର୍ଗେଟ ମଧ୍ୟ କରିଥିଲା । କେବଳ ଏହି ଦୁଇ ଦେଶ ନୁହେଁ ଏଥିପାଇଁ ଭାରତ ଦାୟୀ ବୋଲି ପାକିସ୍ତାନ କହିଥିଲା । ହେଲେ ଏବେ ପିସିବି ଚିଫଙ୍କ ସ୍ୱର…

ବିଦ୍ୟୁତ ଆଘାତରେ ୫ଜଣଙ୍କ ଅକାଳ ବିୟୋଗ । ଚାହୁଁଚାହୁଁ ଉଜୁଡିଗଲା ପରିବାର ।

କନକ ବ୍ୟୁରୋ : ବିଦ୍ୟୁତ ଝଟକାରୁ କେମିତି ବଞ୍ଚିବେ, ସେନେଇ ସଚେତନତା ଅଭାବରୁ ଚାଲିଗଲା ଜୀବନ । ଜଗତସିଂହପୁରରେ ଏପରି ୩ଟି ଘଟଣା ଘଟିଛି ଯେଉଁଥିରେ ୫ଜଣଙ୍କର ମୃତ୍ୟୁ ହୋଇଛି । କୁଜଙ୍ଗ ବ୍ଲକର ବଣିତୋ ଗାଁରେ ବିଜୁଳି ତାର ସଜାଡିବାକୁ ଯାଇ ବିଜୁଳି ଝଟକା ଖାଇଥିଲେ ପିଂଟୁ ସ୍ୱାଇଁ । ବିଦ୍ୟୁତ୍…

କିଏ ଜୟା ଭରଦ୍ୱାଜ? ଯାହାଙ୍କୁ ଷ୍ଟାଡିୟମ ଭିତରେ ପ୍ରପୋଜ କଲେ ଦୀପକ ଚହର 

କନକ ବ୍ୟୁରୋ: ପଡିଆ ଭିତରେ ପ୍ରେମ ନିବେଦନ । ଷ୍ଟାଡିୟମ ଭିତରେ ପ୍ରେମିକାଙ୍କୁ ପ୍ରପୋଜ କଲେ ଚେନ୍ନାଇର ପେସ ବୋଲର ଦୀପକ ଚହର । ଆଜିର ଚେନ୍ନାଇ ପଞ୍ଜାବ ମ୍ୟାଚରେ ଏମିତି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନିଜର…

ଗିଲଙ୍କ ଦମଦାର ଅର୍ଦ୍ଧଶତକ: ୧୭୧ ରନ କଲା କୋଲକାତା, ରାଜସ୍ଥାନ ଆଗରେ ୧୭୨ ରନ ଟାର୍ଗେଟ

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ କୋଲକାତା ଓପନର ଶୁଭମନ ଗିଲ ଦମଦାର ବ୍ୟାଟିଂ କରିଛନ୍ତି । ଗିଲଙ୍କ ଅର୍ଦ୍ଧଶତକ ବଳରେ କୋଲକାତା ଏହି ମ୍ୟାଚରେ ୧୭୧ ରନ କରିବାରେ ସଫଳ ହୋଇଛି । ଫଳରେ ଏବେ ରାଜସ୍ଥାନ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରହିଛି । ରାଜସ୍ଥାନକୁ ଏହି ମ୍ୟାଚ ଜିତିବାକୁ ହେଲେ ଏବେ…

ପରିବା ବଜାରକୁ ଯିବାକୁ ଲାଗୁଛି ଡର । ଡାଲି ତେଲ ବି ବଢାଇଲା ଚିନ୍ତା, ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଡିଜେଲ ଟପିଲା ଶହେ…

କନକ ବ୍ୟୁରୋ : ମହଙ୍ଗା ମାଡରେ କଲବଲ ହେଲେଣି ମଧ୍ୟବିତ । ତେଲ ଓ ରୋଷେଇ ଗ୍ୟାସ ଦର ପରେ ଏବେ ପରିବା ଦର ହୋଇଛି ଆକାଶଛୁଆଁ । ସେପଟେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଡିଜେଲ ଲିଟର ପିଛା ଦର ଶହେ ଟପିଛି । ଆଗକୁ ଆହୁରି ୨ ଟଙ୍କା ବଢିବା ନେଇ ଆକଳନ କରାଯାଉଛି । କରୋନା କାଳରେ ଲୋକଙ୍କ ଅର୍ଥନୀତି…