Daily Archives

October 2, 2021

ଦୁବେଙ୍କ ଦମଦାର ବ୍ୟାଟିଂ: ୭ ୱିକେଟରେ ଚେନ୍ନାଇକୁ ହରାଇଲା ରାଜସ୍ଥାନ

କନକ ବ୍ୟୁରୋ: ଆଜିର ମ୍ୟାଚରେ ରାଜସ୍ଥାନ ଦମଦାର ବ୍ୟାଟିଂ କରିଛି । ଏଥିରେ ଶୁଭମ ଦୁବେଙ୍କ ବ୍ୟାଟରୁ ଛକା ଚୌକାର ବର୍ଷା ଦେଖିବାକୁ ମିଳିଛି । ଫଳରେ ରାଜସ୍ଥାନ ଏହି ମ୍ୟାଚରେ ଚେନ୍ନାଇକୁ ୭ ୱିକେଟରେ ପରାସ୍ତ କରିଛି । ବିଜୟ ସହ ରାଜସ୍ଥାନ ୨ ପଏଣ୍ଟ ହାସଲ କରିଛି । ଏହି ମ୍ୟାଚରେ ରାଜସ୍ଥାନ ଟସ…

ହିମସ୍ଖଳନ ନେଲା ନୌସେନାର ୪ ପର୍ବତାରୋହୀଙ୍କ ଜୀବନ: ୪ ମୃତଦେହ ଉଦ୍ଧାର, ଏବେ ବି ଜଣେ ନିଖୋଜ

କନକ ବ୍ୟୁରୋ: ହିମସ୍ଖଳନ ନେଲା ନୌସେନାର ୪ ପର୍ବତାରୋହୀଙ୍କ ଜୀବନ । ଶୁକ୍ରବାର ଉତରାଖଣ୍ଡରେ ହିମସ୍ଖଳନ ପରେ ୫ ଜଣ ପର୍ବାତାରୋହୀ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ଏବେ ବି ନିଖୋଜ ଅଛନ୍ତି । ତ୍ରିଶୂଳ ପର୍ବତକୁ ନୌସେନାର ଏକ ୧୦ ଜଣିଆ…

ପଂଜାବ ପରେ ଛତିଶଗଡ କଂଗ୍ରେସରେ କନ୍ଦଳ: ବଘେଲ କହିଲେ ଦ୍ୱିତୀୟ ପଂଜାବ ହେବନି ଛତିଶଗଡ

କନକ ବ୍ୟୁରୋ: ଛତିଶଗଡ ହେବନି ଦ୍ୱିତୀୟ ପଂଜାବ । ପଂଜାବ ଭଳି ଛତିଶଗଡରେ ବି ନେତୃତ୍ୱ ପରିବର୍ତନ ନେଇ ଲାଗି ରହିଥିବା ବିବାଦକୁ ନେଇ କିଛି ଏପରି ମନ୍ତବ୍ୟ ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଗତ କିଛି ମାସ ଧରି ଛତିଶଗଡରେ ନେତୃତ୍ୱ ପରିବର୍ତନ ନେଇ ବିବାଦ ଲାଗି ରହିଛି ।…

ଗାଏକ୍ୱାର୍ଡଙ୍କ ଧୂଆଁଧାର ଶତକ: ଛକା ଚୌକାର ବର୍ଷା କଲା ଚେନ୍ନାଇ, ରାଜସ୍ଥାନକୁ ଦେଲା ୧୯୦ ରନର ବଡ ବିଜୟ ଲକ୍ଷ୍ୟ

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ବ୍ୟାଟିଂ କରିଛି ଚେନ୍ନାଇ । ଏହି ମ୍ୟାଚରେ ଋତୁରାଜ ଗାଏକ୍ୱାର୍ଡଙ୍କ ଧୂଆଁଧାର ଶତକ ମଧ୍ୟ ଦେଖିବାକୁ ମିଳିଛି । ଫଳରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୧୮୯ ରନ କରିବାରେ ସଫଳ ହୋଇଛି । ବର୍ତ୍ତମାନ ରାଜସ୍ଥାନ ଆଗରେ ୧୯୦ ରନର ବିଜୟ ଲକ୍ଷ୍ୟ ରହିଛି ।…

ଓଡ଼ିଶା ଗରିବ କାହିଁକି ? ଗାନ୍ଧୀ ଜୟନ୍ତୀରେ ମନେ ପଡିଲା ମହାତ୍ମାଙ୍କ ମନ୍ତବ୍ୟ । ଜାଣନ୍ତୁ କ’ଣ କହିଥିଲେ ଗାନ୍ଧିଜୀ ।

କନକ ବ୍ୟୁରୋ : ସମୟ ସହ ରାଜ୍ୟ ଆଗକୁ ବଢୁଛି । ଓଡିଶାର ଜନସଂଖ୍ୟା ମଧ୍ୟ ବେଶ ବଢିଛି । କିନ୍ତୁ ରାଜ୍ୟରେ ଗରିବୀ ଦୂରିକରଣ କ୍ଷେତ୍ରରେ ସେମିତି କିଛି ପରିବର୍ତନ ହୋଇନାହିଁ । ସବୁ ଲୋକେ ଭଲରେ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଖାଇବା କଷ୍ଟକର ହୋଇପଡୁଛି । ତେବେ ଓଡିଶାର ଦାରିଦ୍ରତାକୁ ନେଇ ୮୩ ବର୍ଷ…