Daily Archives

October 5, 2021

ମୁମ୍ବାଇର ବଡ଼ ବିଜୟ । ରାଜସ୍ଥାନକୁ ୮ ୱିକେଟରେ ମାତ୍ ଦେଲା ମୁମ୍ବାଇ ଇଣ୍ଡିଆନ୍ସ ।

କନକ ବ୍ୟୁରୋ : ରାଜସ୍ଥାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ୮ ୱିକେଟରେ ରାଜସ୍ଥାନକୁ ହରାଇ ପ୍ଲେ-ଅଫ୍ ଆଡକୁ ଆଉ ଗୋଟିଏ ପାଦ ବଢାଇଛି ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ମୁମ୍ବାଇ । ୯୧ ରନର ବିଜୟଲକ୍ଷ୍ୟକୁ ପିଛା କରି ମାତ୍ର ୮ ଓଭର ୨ଟି ବଲରେ ବିଜୟ ହାସଲ କରିଛି ।…

ମାରାଥନ୍ ଜେରା ପରେ ଇଡି ଅଫିସରୁ ବାହାରିଲେ ଅଭୟ ପାଠକ । ୧୧ ଘଣ୍ଟା ଧରି ହେଲା ଜେରା ।

କନକ ବ୍ୟୁରୋ : ଇଡି ଅଫିସରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକାରୀମାନେ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଜେରା କରିଛନ୍ତି । ତାଙ୍କୁ ମାରାଥନ ଜେରା କରାଯାଇଥିଲା । ପ୍ରାୟ ୧୧ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଧରି ଜେରା କରାଯାଇଥିବା ଜଣାଯାଇଛି । ଇଡି ୮ କୋଟି ଟଙ୍କା କାରବାର ନେଇ ଖୋଳତାଡ଼…

ମୁମ୍ବାଇ ଡ୍ରଗ୍ସ ମାମଲାର ଓଡିଶା ଲିଙ୍କ୍ । କ୍ରୁଜ ଭିତରେ ଡ୍ରଗ୍ସ ପାର୍ଟିରେ ସାମିଲ ଥିବା ରାଉରକେଲାର ୨ ଗିରଫ ।

କନକ ବ୍ୟୁରୋ: ମୁମ୍ବାଇ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଛି ଓଡିଶା ଲିଙ୍କ୍ । ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ ଗିରଫ ହୋଇ ଏନସିବି ରିମାଣ୍ଡରେ ଥିବାବେଳେ ଦୁଇଜଣ ଓଡିଆ ବି ଗିରଫ ହୋଇଛନ୍ତି । ଏମାନେ ହେଲେ ଅଭିନ୍ନ ସାହୁ ଓ ମନୀଷ ରାଜଗରିଆ । ଏମାନଙ୍କ ଘର ରାଉରକେଲାରେ ବୋଲି ଜଣାପଡିଛି ।…

ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ବଦଳିଲା ବିଏମସିର ଗାଇଡଲାଇନ୍ । ଯେକୌଣସି ସମୟରେ ସର୍ବାଧିକ ୫୦ ଜଣ ଲୋକଙ୍କୁ…

କନକ ବ୍ୟୁରୋ: ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ଜାରି ହୋଇଥିବା ଗାଇଡଲାଇନରେ ପରିବର୍ତ୍ତନ କରିଛି ବିଏମସି । ନୂଆ ଗାଇଡଲାଇନ୍ ଅନୁସାରେ ଏହି ସବୁ କାର୍ଯ୍ୟକ୍ରମରେ ଯେକୌଣସି ସମୟରେ ୫୦ ଜଣ ଯୋଗ ଲୋକ ଦେଇପାରିବେ । ତା ସହିତ ଏହି ଗାଇଡଲାଇନ୍ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର…

ମୁମ୍ବାଇର ଦମଦାର ବୋଲିଂ । ଧରାଶାୟୀ ହେଲା ରାଜସ୍ଥାନ, ମୁମ୍ବାଇକୁ ଦେଲା ମାତ୍ର ୯୧ ରନର ବିଜୟଲକ୍ଷ୍ୟ ।

କନକ ବ୍ୟୁରୋ : ଶାରଜାହା କ୍ରିକେଟ୍ ଷ୍ଟାଡିୟମରେ ଆଜି ଦମ ଦେଖାଇଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଦମଦାର ବୋଲିଂ ଆଗରେ ଧରାଶାୟୀ ହୋଇପଡିଛି ରାଜସ୍ଥାନ ରୟାଲ୍ସ । ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୯ଟି ୱିକେଟ୍ ହରାଇ ମାତ୍ର ୯୦ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ମୁମ୍ବାଇ ଆଗରେ ଏବେ…

ଏକା ଏକା ଅପରାଜିତା । ସାଂସଦଙ୍କ ରାଲିରେ ନାହାନ୍ତି ଅନ୍ୟ ନେତା ! ଉଠିଲା ପ୍ରଶ୍ନ ରାଜ୍ୟ ବିଜେପିରେ ଚାଲିଛି କଣ ।

କନକ ବ୍ୟୁରୋ : ଅପରାଜିତା ଷଡଙ୍ଗୀ ଅବିଭକ୍ତ କୋରାପୁଟରେ ରାଲି ଓ ସଭା କରିବା ପରେ ରାଜ୍ୟ ବିଜେପି ରାଜନୀତିରେ ଏହାକୁ ନେଇ ଚର୍ଚ୍ଚା ଜୋର । ଦଳୀୟ ସଙ୍ଗଠନର ବଡ ନେତାଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର ସାଂସଦ କରିଥିବା ଏହି କାର୍ଯ୍ୟକ୍ରମ ଦଳୀୟ ରାଜନୀତିର ଭିନ୍ନ ଏକ ଦିଗକୁ ସାମ୍ନାକୁ ଆଣିଛି ।…