Daily Archives

October 11, 2021

ଆରସିବି ବିରୋଧରେ କେକେଆର ବିଜୟୀ । ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ପାଇଁ ଟିକେଟ୍ ପକ୍କା । ବୁଧବାର ଦିଲ୍ଲୀ ସହ ହେବ…

କନକ ବ୍ୟୁରୋ: ଆଇପିଏଲ୍ ପ୍ଲେ-ଅଫର ଦ୍ୱିତୀୟ କ୍ୱାଲିଫାୟାରରେ ପହଞ୍ଚିଲା କେକେଆର୍ । ସୋମବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ ହରାଇ ଦଳ କ୍ୱାଲିଫାୟାରରେ ନିଜ ସ୍ଥାନ ପକ୍କା କରିଛି । ଏଥିସହିତ ଫାଇନାଲ ଯିବା ରାସ୍ତାରେ ଗୋଟିଏ ପାଦ ଆଗକୁ ବଢିଛି କେକେଆର୍ । ଆସନ୍ତା ବୁଧବାର ଦଳ…

ଦେଶରେ ଉପୁଜିପାରେ ବିଦ୍ୟୁତ ସଙ୍କଟ । କୋଇଲା ଅଭାବ ପାଇଁ କେନ୍ଦ୍ର ସରକାରଙ୍କୁ ସମସ୍ୟା ଜଣାଇଲେ ବିଭିନ୍ନ ରାଜ୍ୟର…

କନକ ବ୍ୟୁରୋ : ଖୁବଶୀଘ୍ର ଭାରତରେ ଉପୁଜିପାରେ ବିଦ୍ୟୁତ ସଂକଟ । କାରଣ ଦେଶରେ ସରି ସରି ଆସୁଛି ଗଚ୍ଛିତ କୋଇଲି । କୋଇଲାର ସଂକଟ ପାଇଁ ଆଗକୁ ବିଦ୍ୟୁତ ସମସ୍ୟା ଉତ୍କଟ ହୋଇପାରେ ବୋଲି ଏବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେଣି । କୋଇଲା ସଂକଟ ଯୋଗୁ…

ଲଖିମପୁର ହିଂସାକାଣ୍ଡ ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ କଂଗ୍ରେସର ମୌନ ବ୍ରତ, ଦେଶବ୍ୟାପି ପ୍ରତିବାଦ ।

କନକ ବ୍ୟୁରୋ : ସାରା ଦେଶରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରିଛି କଂଗ୍ରେସ । ଲଖିମପୁର ହିଂସାକାଣ୍ଡକୁ ନେଇ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କରିଛିି କଂଗେସ । ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କାର୍ଯ୍ୟକର୍ତ୍ତା ସାଇଲେଂଟ ପ୍ରୋଟେଷ୍ଟ…

ନାରିନଙ୍କ ବୋଲରେ ଘାଇଲା ହେଲା ବାଙ୍ଗାଲୋର । କୋଲକାତା ଆଗରେ ୧୩୯ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଆରସିବି ।

କନକ ବ୍ୟୁରୋ : ସୁନିଲ ନାରିନଙ୍କ ଦମଦାର ବୋଲିଂରେ ଘାଇଲା ହେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କେକେଆର ଆଗରେ ୧୩୯ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ବାଙ୍ଗାଲୋର । ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୩୮ ରନ୍ କରିବାକୁ ସକ୍ଷମ ହୋଇଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ…

ବିଧାୟକଙ୍କ ଉପରେ ବୋମାମାଡ ପଛରେ ଥିଲା କି ବ୍ୟବସାୟିକ ଶତ୍ରୁତା ? ଖଣି ବିବାଦକୁ ନେଇ ହୋଇଥିଲା କି ଆକ୍ରମଣ ? ହତ୍ୟା…

କନକ ବ୍ୟୁରୋ : କେନ୍ଦୁଝର ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡର ୨୪ ଘଣ୍ଟା ବିତିଛି । ଏହି ଘଟଣା ପଛରେ ଖଣି ବିବାଦ ଥିବା ସନ୍ଦେହ କରାଯାଉଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ରାଜା ଚକ୍ରଙ୍କୁ ଆକ୍ରମଣ ପାଇଁ ଦାୟୀ କରି ଥାନାରେ ଲିଖିତ…