Daily Archives

October 4, 2021

ସୋସିଆଲ୍ ମିଡିଆ ସର୍ଭର ଡାଉନ୍ । କିଛି ସମୟ ପାଇଁ ବନ୍ଦ ହୋଇଗଲା ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ।

କନକ ବ୍ୟୁରୋ: କିଛି ସମୟ ପାଇଁ ବନ୍ଦ ହୋଇଗଲା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ । ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ଦେଶର ବିଭିନ୍ନ ଅଞ୍ଚଳରେ ଏହି ସବୁ ସୋସିଆଲ୍ ମିଡିଆ ସର୍ଭର ଡାଉନ୍ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ୟୁଜର୍ସମାନେ…

ରାଇଡୁଙ୍କ ରୋମାଞ୍ଚକର ଅର୍ଦ୍ଧଶତକ । ଦିଲ୍ଲୀକୁ ୧୩୭ ରନର ବିଜୟଲକ୍ଷ୍ୟ ଦେଲା ଚେନ୍ନାଇ । 

କନକ ବ୍ୟୁରୋ : ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ହାଇଭୋଲଟେଜ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୩୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଋଷଭ…

ସାମନ୍ଥା ଓ ନାଗାଚୈତନ୍ୟ ବିବାହ ବିଚ୍ଛେଦ ମାମଲା: ଭରଣପୋଷଣ ପାଇଁ କ୍ଷତିପୂରଣ ନେବାକୁ ମନାକଲେ ଅଭିନେତ୍ରୀ ସାମନ୍ଥା

କନକ ବ୍ୟୁରୋ: ଅଲଗା ହେଲେ ଲୋକପ୍ରିୟ ସାଉଥ ଯୋଡି ସାମନ୍ଥା ଓ ନାଗାଚୈତନ୍ୟ । ବିବାହର ୪ ବର୍ଷ ପରେ ପରସ୍ପରଠାରୁ ଅଲଗା ହୋଇଛନ୍ତି ଏମାନେ । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜ ବିବାହ ବିଚ୍ଛେଦ ବିଷୟରେ ପ୍ରଶଂସକଙ୍କୁ ଜଣାଇଛନ୍ତି ସାମନ୍ଥା ଓ ଚୈତନ୍ୟ । ଆଉ ନାଗାଚୈତନ୍ୟଙ୍କ ଠାରୁ…

ଧୋନୀଙ୍କଠାରୁ ବହୁତ କିଛି ଶିଖିଛି, ହେଲେ ଏବେ ସେ ବିରୋଧୀ । ପଢନ୍ତୁ, ଟସ୍ ସମୟରେ ଏପରି କାହିଁକି କହିଲେ ପନ୍ଥ…

କନକ ବ୍ୟୁରୋ: ଆଇପିଏଲର ୫୦ ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ-ଦିଲ୍ଲୀ । ଆଉ ସାମ୍ନାସାମ୍ନି ହେଉଛନ୍ତି ଦୁଇ ୱିକେଟ୍ କିପର ଅଧିନାୟକ । ଜଣେ ରିଷଭ ପନ୍ଥ ଆଉ ଅନ୍ୟ ଜଣେ ମହେନ୍ଦ୍ର ସିଂହ ଧୋନୀ । ହେଲେ ଆଜି ଟସ୍ ପଡିବା ସମୟରେ ଦୁଇ ପ୍ରତିପକ୍ଷ ଅଧିନାୟକଙ୍କ ଭିତରେ ଥିବା…

ଚତୁର୍ଥ ସ୍ଥାନ ପାଇଁ ୪ଟି ଟିମ୍ । ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର ପରେ କିଏ ପାଇବ ପ୍ଲେ-ଅଫ୍ ଟିକେଟ୍ ।

କନକ ବ୍ୟୁରୋ : ଆଇପିଏଲ୍ ୨୦୨୧ରେ ବର୍ତ୍ତମାନ ସୁଦ୍ଧା ୪୯ଟି ଲିଗ୍ ମୁକାବିଲା ଖେଳାଯାଇସାରିଲାଣି । ଆଉ ୭ଟି ମ୍ୟାଚ୍ ଖେଳାଯିବାକୁ ବାକି ଅଛି । ଆଉ ଏହାରି ଭିତରେ ୩ଟି ଟିମ୍ ପ୍ଲେ-ଅଫରେ ନିଜ ସ୍ଥାନ ପକ୍କା କରିସାରିଛନ୍ତି । ଏହି ୩ଟି ଟିମ୍ ହେଉଛି, ଚେନ୍ନାଇ ସୁପରକିଙ୍ଗସ, ଦିଲ୍ଲୀ…