Daily Archives

October 22, 2021

ନ୍ୟୁଜିଲାଣ୍ଡ ଉପରେ ବର୍ଷିଲେ ସୋଏବ ଅଖତର: କହିଲେ, ଏମିତି କଥା…

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବା ପୂର୍ବରୁ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ସୋଏବ ଅଖତର ଓ ହରଭଜନ ସିଂ । ଏହି ମଞ୍ଚରେ ସୋଏବ ଅଖତର ନ୍ୟୁଜିଲାଣ୍ଡ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି କି, ଭାରତ-ପାକିସ୍ତାନ ମ୍ୟାଚରେ ଅଧିକ ଚାପରେ ରହିବ ଭାରତ ।…

ଆଇପିଏଲରେ କଟକ ଦଳ ସ୍ଥାନ ପାଇବା ନେଇ ଆଶା ବଢିଲା: ବିଡ ପେପର କିଣିଲା ନବୀନ ଜିନ୍ଦଲଙ୍କ ଜେଏସପିଏଲ

କନକ ବ୍ୟୁରୋ: ଏଥର ଆଇପିଏଲ ଟିମରେ କଟକ ଦଳ ସ୍ଥାନ ପାଇବା ଆଶା ଦେଖାଦେଇଛି । କଟକ ପାଇଁ ଆଗ୍ରହ ଦେଖାଇଛନ୍ତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ଅଧ୍ୟକ୍ଷ ନବୀନ ଜିନ୍ଦଲ । ଏ ନେଇ ବିସିସିଆଇ, ଓସିଏ କିମ୍ବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହି ଁ ।…

ଦିବ୍ୟଶଙ୍କରଙ୍କୁ ଦୂରେଇ ଦିଆଗଲା । କାର୍ଯ୍ୟାନୁଷ୍ଠାନର ସଂକେତ ଦେଲେ କି ନବୀନ ?

ଦିବ୍ୟଶଙ୍କର ମିଶ୍ର । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ, ଶିଳ୍ପ, ବିଦ୍ୟୁତ ଏବଂ ଏମଏସଏମଇ ବିଭାଗର ଦାୟିତ୍ୱ ମଧ୍ୟ ତାଙ୍କ ହାତରେ । ଦେଖିବାକୁ ଗଲେ ନବୀନଙ୍କ କ୍ୟାବିନେଟର ପାୱାରଫୁଲ ମନ୍ତ୍ରୀ ମାନଙ୍କ ମଧ୍ୟରୁ ଜଣେ । ହେଲେ ଏବେ ମମିତା ମେହେର ମୃତ୍ୟୁ ମାମଲାରେ ଛନ୍ଦି ହୋଇ ସଂପୁର୍ଣ୍ଣ ବିବାଦୀୟ ।…

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ ମହଲା ବିଲ୍ଡିଂର ୧୯ ମହଲାରେ ଲାଗିଲା ନିଆଁ, ଓହ୍ଲାଇବାବେଳେ ଖସିପଡି ଯୁବକଙ୍କ…

କନକ ବ୍ୟୁରୋ: ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ୬୦ ମହଲା ବିଶିଷ୍ଟ କୋଠାରେ ୧୯ନମ୍ବର ମହଲାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଜୀବନ ବଂଚାଇବାକୁ ଯାଇ ଜଣେ ଯୁବକ ଝରକା ଫାଙ୍କ ଡେଇଁ ଖସିବାକୁ ଉଦ୍ୟମ କରିବାବେଳେ ଭାରସାମ୍ୟ ହରାଇ ଖସିପଡିଛନ୍ତି । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା…

କଂଗ୍ରେସ ଓ ଅମରିନ୍ଦର ସିଂହ ମୁହାଁମୁହିଁ: ଅମରିନ୍ଦର କହିଲେ, ପାକିସ୍ତାନ ଆଇଏସଆଇ ଅଛି ସିଦ୍ଧୁଙ୍କ ସମ୍ପର୍କ

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ପଂଜାବ ରାଜନୀତି । କଂଗ୍ରେସ ଛାଡିବା ପରେ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ ଫେରାଇ ଆଣିବାକୁ ଦଳ ପକ୍ଷରୁ ଅନେକ ଚେଷ୍ଟା କରାଯାଇଛି । ଆଉ ଏଥିରେ ବିଫଳ ହେବା ପରେ ଅମରିନ୍ଦରଙ୍କୁ ବିଭିନ୍ନ ପ୍ରକାର ଲାଂଛନା ଦିଆଯାଇଛି । ବିଜେପି ସହ ମିଶିବା ପାଇଁ ଅମରିନ୍ଦର ଦଳ…

ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ: ଆରୟନଙ୍କୁ ଡ୍ରଗ୍ସ ଯୋଗାଉଥିବା ନେଇ ଅଭିନେତ୍ରୀ ଅନନ୍ୟାଙ୍କ…

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଗୋଟିଏ ପଟେ ଶାହରୁଖ ଖାନଙ୍କ ପୁଅ ଆରୟନଙ୍କ ବେଲ୍ ଖାରଜ ହେବାରୁ ଗତ ୧-ଦିନ ହେବ ସେ ଜେଲରେ ଅଛନ୍ତି । ଏପଟେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାଁ ଡ୍ରଗ୍ସ କେସ୍ରେ ଜଡିତ…