Daily Archives

October 12, 2021

ରାଜାର କାହାଣୀ: ମାଛ ବିକି ପରିବାର ଚଳାଉଛି, ପାଠ ବି ପଢୁଛି

କନକ ବ୍ୟୁରୋ: ଯେଉଁ ବୟସରେ ପିଲାମାନେ ଖେଳକୁଦ କରି ପାଠ ପଢିବା କଥା, ସେହି ବୟସରେ କିନ୍ତୁ ରାଜା କାନ୍ଧରେ ପରିବାରର ବୋଝ । ନିଜ ପରିବାର ମୁହଁରେ ଦି ଓଳି ଦି ମୁଠା ଦାନା ଦେବା ପାଇଁ ମାଛ ବିକୁଛି ଏହି କୁନି ପୁଅ । ଏ ଗାଁରୁ ସେ ଗାଁ, ସାଇକେଲରେ ମାଛ ବିକି ନିଜ ଭବିଷ୍ୟତ ଗଢିବାକୁ କସରତ…

ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । କହିଲେ, କିଛି ପ୍ରସଙ୍ଗରେ କରାଯାଉଛି ମାନବଧିକାର ଉଲ୍ଲଘଂନ 

କନକ ବ୍ୟୁରୋ: ଏନଏଚଆରସିର ୨୮ତମ ପ୍ରତିଷ୍ଠା ଦିବସରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାହାର ନାମ ନ ନେଇ ମୋଦି କହିଛନ୍ତି,  କିଛି ପ୍ରସଙ୍ଗରେ  ବିରୋଧୀଙ୍କ ମାନବ ଅଧିକାରର ଉଲ୍ଲଙ୍ଘନ ହେଉଥିବା  ଦେଖାଯାଉଛି । କିନ୍ତୁ ଅନ୍ୟ କିଛି ପ୍ରସଙ୍ଗରେ ଏଭଳି କିଛି…

ରିଲିଜ୍ ହେଲା ହିନ୍ଦୀ କମେଡି ଫିଲ୍ମ ‘ହମ୍ ଦୋ ହମାରେ ଦୋ’ର ଟ୍ରେଲର: ଦେଖିବାକୁ ମିଳିଲା ରତ୍ନା ପାଠକ ଓ ପରେଶ ରାୱଲଙ୍କ…

କନକ ବ୍ୟୁରୋ: ଚର୍ଚ୍ଚା ସାଉଁଟୁଛି ଅପକମିଂ ବଲିଉଡ ଫିଲ୍ମ ହମ ଦୋ ହମାରେ ଦୋ । ଫିଲ୍ମର ପ୍ରଥମ ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ କ୍ରିତି ସାନନ ଓ ରାଜ କୁମାର ରାଓଙ୍କ ଅଭିନୟ ଦେଖିବାକୁ ମିଳିବ । ମଜାଳିଆ କାହାଣୀରେ ଫ୍ୟାମିଲି ଡ୍ରାମାକୁ ନେଇ ପ୍ରସ୍ତୁତ…

ସାରାଦେଶରେ ଦୁର୍ଗାପୂଜା ଆସର: ଦେବୀ ଦୁର୍ଗାଙ୍କ ସପ୍ତମୀ ତିଥିରେ ପୂଜା ପେଣ୍ଡାଲରେ ଦେଖିବାକୁ ମିଳିଲା ଶ୍ରଦ୍ଧାଳୁଙ୍କ…

କନକ ବ୍ୟୁରୋ: ଆସିଛନ୍ତି ମାଆ ଦୁର୍ଗା । ମାଆ ଦୁର୍ଗାଙ୍କର ଆଗମନରେ ଗାଁ ଠୁ ସହର ହୋଇ ଉଠିଛି ଉତ୍ସବମୁଖର । ସାରା ଦେଶରେ ଶାରଦୀୟ ଦୁର୍ଗା ପୂଜାକୁ ନେଇ ଦେଖିବାକୁ ମିଳିଛି ଭକ୍ତମୟ ମାହୋଲ । ଖାସ କରି ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ ସ୍ୱତନ୍ତ୍ର ସାଜସଜ୍ଜା ଦେଖିବାକୁ ମିଳିଛି । କଲିକତା ଓ…

ବ୍ରାଉନସୁଗାର କବଳରେ ଟ୍ୱିନ ସିଟିର ଯୁବପିଢ଼ି । ଦିନକୁ ଦିନ ବଢୁଛି ନିଶାଗ୍ରସ୍ତ ଯୁବକଙ୍କ ସଂଖ୍ୟା ।

କନକ ବ୍ୟୁରୋ : କଟକ ସହରରେ ବେଧଡକ ଚାଲିଛି ନିଶା କାରବାର । କନକ ନ୍ୟୁଜ ହାତରେ ଲାଗିଥିବା ଏକ ହ୍ୱାଟ୍ସଆପ ଚାଟରେ, ୨ଟି ବଡର ମୂଲ୍ୟ ୭୦୦ ଟଙ୍କା ବୋଲି ଲେଖା ଯାଇଛି । ବଡ ଅର୍ଥାତ ଗଞ୍ଜେଇରୁ ପ୍ରସ୍ତୁତ ଏକପ୍ରକାର ନିଶା, ଯାହାକୁ ଚିଲମ ସାହାଯ୍ୟରେ ଟଣା ଯାଇଥାଏ । ଜଣେ ଡ୍ରଗ୍ସ ପେଡଲର…

ମହାରାଷ୍ଟ୍ର ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଏନସିବି ଅଧିକାରୀ: କହିଲେ, ଏମିତି କଥା

କନକ ବ୍ୟୁରୋ: ମହାରାଷ୍ଟ୍ର ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଏନସିବି ଅଧିକାରୀ ସମୀର ୱାଂଖଡେ । ଏନସିବି ଜୋନାଲ ନିର୍ଦ୍ଦେଶକ ୨ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ପିଛା କରୁଥିବା ଅଭିଯୋଗ ଆଣିଛନ୍ତି । ଏନେଇ ମହାରାଷ୍ଟ୍ର ଡିଜିପିଙ୍କ ନିକଟରେ ସମୀର ୱାଂଖଡେ ଅଭିଯୋଗ ମଧ୍ୟ କରିଛନ୍ତି ।…