Daily Archives

October 8, 2021

ଆଇପିଏଲ ଲଢ଼େଇ: ଶେଷ ଲିଗ୍ ମ୍ୟାଚରେ ବ୍ଲୁ-ଆର୍ମିର ଶାନଦାର ବିଜୟ, ହାଇଦ୍ରାବାଦକୁ ହରାଇ ହୃଦୟ ଜିଣିଲା ମୁମ୍ବାଇ…

କନକ ବ୍ୟୁରୋ: ଆଇପିଏଲର ଚଳିତ ସିଜନର ଶେଷ ଲିଗ୍ ମ୍ୟାଚରେ ମୁମ୍ବାଇର ଦମଦାର ବିଜୟ । ହାଇଦ୍ରାବାଦକୁ ୪୨ ରନରେ ପରାସ୍ତ କରି ବିଜୟ ହାସଲ କରିଛି ରୋହିତ୍ ବାହିନୀ । ତେବେ ଶେଷ ଲିଗ୍ ମ୍ୟାଚ ଖେଳି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଏଥର ପ୍ଲେ ଅଫ୍ସରୁ ବାଦ୍ ପଡ଼ିଛି ସତ କିନ୍ତୁ ସନରାଇଜର୍ସ…

ପ୍ଲେ-ଅଫ୍ ରେସରୁ ମୁମ୍ବାଇ ଆଉଟ୍ । ରୋହିତ ବାହିନୀର ହାଟ୍ରିକ୍ ଚାମ୍ପିୟନ୍ ସ୍ୱପ୍ନ ଧୂଳିସାତ୍

କନକ ବ୍ୟୁରୋ: ପାଞ୍ଚ ଥରର ଆଇପିଏଲ୍ ଚାମ୍ପିୟନ ତଥା ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲର ପ୍ଲେ-ଅଫ୍ ରେସରୁ ଆଉଟ୍ ହୋଇଯାଇଛି । ଏଥିସହିତ ମୁମ୍ବାଇର ହାଟ୍ରିକ୍ ଚାମ୍ପିୟନ ହେବାର ସ୍ୱପ୍ନ ମଧ୍ୟ ଧୂଳିସାତ୍ ହୋଇଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରୋହିତ ଶର୍ମାଙ୍କ…

ସନରାଇଜର୍ସକୁ ଅଲବିଦା କହିଲେ କି ୱାର୍ଣ୍ଣର? ଇନଷ୍ଟାଗ୍ରାମରେ ଲେଖିଲେ ଏମିତି କଥା…

କନକ ବ୍ୟୁରୋ: ଅଷ୍ଟ୍ରେଲିଆର ଆଗଧାଡିର ଓପନର ଡେଭିଡ୍ ୱାର୍ଣ୍ଣରଙ୍କ ପାଇଁ ଚଳିତ ଆଇପିଏଲ୍ ସେତେଟା ଭଲ ହୋଇନି । ଖରାପ ଫର୍ମ କାରଣରୁ ତାଙ୍କୁ ହାଇଦ୍ରାବାଦ ଦଳର ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନଥିବାବେଳେ, ଅଧିକାଂଶ ମ୍ୟାଚରେ ତାଙ୍କୁ ବେଞ୍ଚରେ ବସିବାକୁ ପଡିଛି । ଆଉ ଏହାପରେ ଶୁକ୍ରବାର…

ଏୟାର ଇଣ୍ଡିଆର କାହିଁକି ନିଲାମ କଲେ କେନ୍ଦ୍ର ସରକାର? ପଢନ୍ତୁ, ପୂରା ଘଟଣା…

କନକ ବ୍ୟୁରୋ: ୮୬ ବର୍ଷ ପରେ ପୁଣି ଟାଟା ଗ୍ରୁପ ହାତକୁ ଆସିଛି ଏୟାର ଇଣ୍ଡିଆ । ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆ ନିଲାମୀକୁ ଜିତି ନେଇଛି ଟାଟା ସନ୍ସ । ତେବେ ଏହି ନିଲାମ ପରେ ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ – କାହିଁକି ଏୟାର ଇଣ୍ଡିଆର ନିଲାମ କଲେ ସରକାର? ତେବେ ଏହା ପ୍ରଥମ ଥର…

ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୫୩ ଜଣ କୃତକାର୍ଯ୍ୟ, ଅଶ୍ୱିନୀ ପଣ୍ଡା ଟପ୍ପର ।

କନକ ବ୍ୟୁରୋ: ପ୍ରକାଶ ପାଇଛି ଓଏଏସ୍ ରେଜଲ୍ଟ । ଅନେକ ଦିନର ପ୍ରତୀକ୍ଷା ପରେ ଓଡ଼ିଶା ପବ୍ଲିକ ସର୍ଭିସ କମିସନ୍ ପକ୍ଷରୁ ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା-୨୦୧୯ର ପରୀକ୍ଷା ଫଳ । ଗ୍ରୁପ ଏ ଓ ଗ୍ରୁପ ବି କାଟାଗୋରୀ ପାଇଁ ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ୧୦ ଜଣଙ୍କ…

ଡ୍ରଗ୍ସ ମାମଲାରେ ଆରୟନ ଖାନଙ୍କୁ ମିଳିଲାନି ବେଲ । ସେସନ କୋର୍ଟରେ ପୁଣି କରିବେ ଆବେଦନ

କନକ ବ୍ୟୁରୋ: ମନ୍ନତରେ ବିଳାସ ବ୍ୟସନରେ ଯାହାର ଦିନ କଟୁଥିଲା, ସେ ଏବେ ଜେଲର କୋଠରୀରେ ଦିନ କାଟିବେ । ବହୁ ମୂଲ୍ୟ ଶଯ୍ୟାରେ ଯିଏ ଆରାମରେ ଶୋଉଥିଲେ, ସେ ଏବେ ଚଟାଣରେ ଶୋଇବେ । ଯାହାକୁ ମନପସନ୍ଦର ଖାଦ୍ୟ ପରସା ଯାଉଥିଲା, ସେ ଏବେ ଜେଲର ଖାଦ୍ୟ ଖାଇବେ । ବଲିଉଡ ବାଦଶାହା ଶାହରୁଖଙ୍କ ପୁଅ…