Daily Archives

October 26, 2021

ସେନା ଶିବିରରେ ରାତ୍ରିଯାପନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଯବାନଙ୍କ ସହ କଲେ ରାତ୍ରିଭୋଜନ ।

କନକ ବ୍ୟୁରୋ : ତିନି ଦିନିଆ ଜାମ୍ମୁକାଶ୍ମୀର ଗସ୍ତ ଶେଷ କରି ଦିଲ୍ଲୀ ଫେରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଉ ଶେଷ ରାତି ଯବାନଙ୍କ ଶିବିରରେ କାଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । କେବଳ ସେତିକି ନୁହେଁ ଗୋଟିଏ ଟେବୁଲରେ ବସି ଯବାନଙ୍କ ସହ ରାତ୍ରିଭୋଜନ ବି କରିଛନ୍ତି । ଆମ ଦେଶକୁ…

ମରିଗଲା ମାନବିକତା । ସମ୍ପତ୍ତି ପାଇଁ ବାପାର ଶବ ସଂସ୍କାର କଲେନି ଦୁଇ ପୁଅ । ୨୪ ଘଣ୍ଟା ହେବ ପଡ଼ିରହିଛି ଶବ ।

କନକ ବ୍ୟୁରୋ: ମରିଗଲା ମାନବିକତା । ସମ୍ପତ୍ତି ପାଇଁ ବାପାର ସଂସ୍କାର କଲେନି ପୁଅ । ଜମିବାଡି ବିବାଦ ପାଇଁ ବାପାର ଶବକୁ ୨୪ ଘଣ୍ଟା ପକାଇ ରଖିଲେ ଦୁଇ ଭାଇ । ଏଭଳି ଏକ ମାନବିକତାବିହୀନ ଖବର ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ । ତେବେ କେନ୍ଦ୍ରାପଡା ଜିଲ୍ଲା ବରୁଆ ଗାଁ ର କଣ୍ଡୁରୀ ଓଝା । ୯୭…

ସୋସିଆଲ ମିଡିଆରେ କ୍ରିକେଟର ମହମ୍ମଦ ସାମିଙ୍କୁ ସମାଲୋଚନା । ସପକ୍ଷରେ ବାହାରିଲେ କ୍ରିକେଟର ଓ ରାଜନେତା ।

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଭାରତୀୟ ପେସ୍ ବୋଲର ମହମ୍ମଦ ସାମିଙ୍କୁ ଜୋରଦାର ଟ୍ରୋଲ କରାଯାଉଛି । ପାକିସ୍ତାନ ବିପକ୍ଷରେ ଭାରତ ପରାଜୟ ପରେ ସାମିଙ୍କୁ ବିରୋଧର ସାମ୍ନା କରିବାକୁ ପଡିଛି । ହଜାର ହଜାର ୟୁଜର୍ସ ସାମିଙ୍କ ଧର୍ମକୁ ନେଇ ଟାର୍ଗେଟ କରିଥିବାବେଳେ ଅନେକ ଜଣ ସାମିଙ୍କୁ ପାକିସ୍ତାନ…

ଲଖିମପୁର ଖେରି ଚାଷୀ ହତ୍ୟା ଓ ହିଂସାକାଣ୍ଡ ମାମଲାରେ ବର୍ଷିଲେ ସୁପ୍ରିମକୋର୍ଟ । ତଦନ୍ତ ରିପୋର୍ଟ ଦାଖଲ ପାଇଁ…

କନକ ବ୍ୟୁରୋ : ପୁଣି ବର୍ଷିଲେ ସୁପ୍ରିମକୋର୍ଟ । ଲଖିମପୁର ହିଂସା ଘଟଣାକୁ ନେଇ ସବୋର୍ଚ୍ଚ ନ୍ୟାୟାଳୟ ପୁଣିଥରେ ୟୁପି ସରକାର ଉପରେ ବର୍ଷିଛନ୍ତି । ଘଟଣା ସ୍ଥଳରେ ଯେତେବେଳେ ଶତାଧିକ ଲୋକେ ଉପସ୍ଥିତ ଥିଲେ ତେବେ କେବଳ ୨୩ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କୁ ରେକର୍ଡରେ ଅଣାଯିବା ଆର୍ଶ୍ଚଯ୍ୟ ଜନକ ବୋଲି…

ଉପ-ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ, ଲାଲୁ ଯାଦବ ମୋତେ ଗୁଳି ମାରିଦେଇପାରନ୍ତି । 

କନକ ବ୍ୟୁରୋ: ଲାଲୁ ଯାଦବଙ୍କୁ ଟାର୍ଗେଟ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୋମବାର ଆରଜେଡି ସୁପ୍ରିମୋଙ୍କୁ ଟାର୍ଗେଟ କରିଛନ୍ତି ତାଙ୍କ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଉ କହିଛନ୍ତି, ଲାଲୁ ଯାଦବ ତାଙ୍କର କିଛି ବି କରିପାରିବେନି । ହେଲେ…