Daily Archives

October 31, 2021

ଆଜି ବି ହାରିଲା ଭାରତ: ୮ ୱିକେଟରେ ଜିତିଲା ନ୍ୟୁଜିଲାଣ୍ଡ, କମିଲା ଟିିମ ଇଣ୍ଡିଆର ସେମିଫାଇନାଲ ଆଶା 

କନକ ବ୍ୟୁରୋ: ଲଗାତାର ଦ୍ୱିତୀୟ ମ୍ୟାଚରେ ହାରିଲା ଭାରତ । ନ୍ୟୁଜିଲାଣ୍ଡଠୁ ଭାରତ ଶୋଚନୀୟ ପରାଜୟ ସ୍ୱିକାର କରିଛି । ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ଭାରତକୁ ୮ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପରେ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ସେହିପରି ଭାରତ…

ସିମେଂଟ ୱାର୍କସପ ଯୋଗାଉଛି ରୋଜଗାର: ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ଗାଁର ଗୋଲକ ଚନ୍ଦ୍ରଙ୍କୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ: ବିଭିନ୍ନ ବ୍ୟବସାୟରେ ଫେଲ ମାରିବା ପରେ ତିନିବର୍ଷ ଧରି ଚଳାଉଛନ୍ତି ନିଜର ଏକ ସିମେଂଟ ୱାର୍କସପ । ଯାହାକି ତାଙ୍କୁ ରୋଜଗାର ଦେବା ସହ କରିଛି ସ୍ୱାବଲମ୍ବୀ । ନିଜେ ରୋଜଗାର କରି ଚଳିବା ସହ ପାଖାପାଖି ୧୫ଜଣଙ୍କୁ ତିନିବର୍ଷହେବ ଦେଇଆସୁଛନ୍ତି ରୋଜଗାର । ଆମେ କହୁଛୁ ଯାଜପୁର ଜିଲ୍ଳା…

ମନ୍ତ୍ରୀ ପଢାଇଲେ ମହଙ୍ଗା ପାଠ: କହିଲେ, ଆୟ ବଢିଛି ମାନେ ଖର୍ଚ୍ଚ ବି ବଢିବ

କନକ ବ୍ୟୁରୋ: ମହଙ୍ଗା ମାଡ଼ରେ ଚେପା ହେଉଥିବା ସାଧାରଣ ଜନତାଙ୍କ କ୍ଷତକୁ ଆହୁରି ଖଣ୍ଡିଆ କରିଛନ୍ତି ମନ୍ତ୍ରୀ । ନିଜର ବୟାନ ମାଡ଼ରେ ସେ ଜନତାଙ୍କ ଅସୁବିଧା ବୁଝିବା ଦୂରରେ ଥାଉ ବରଂ କଟାକ୍ଷ କରିଛନ୍ତି । ଆମେ ଆଜି ମଧ୍ୟପ୍ରଦେଶର ଶିବରାଜ ସିଂ ସରକାରରେ ମନ୍ତ୍ରୀ ଥିବା ମହେନ୍ଦ୍ର ସିଂ…

ମମିତା ମାମଲାରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଦିଲ୍ଲୀ ପଟେଲ ଚୌକରେ ପ୍ରତିବାଦ ସଭାକରି…

କନକ ବ୍ୟୁରୋ : ମମିତା ମୃତ୍ୟୁ ମାମଲାର ପ୍ରତିବାଦ ରାଜଧାନୀଠୁ ଦେଶର ରାଜଧାନୀ ଯାଏଁ ଦେଖିବାକୁ ମିଳିଛି । ଦିଲ୍ଲୀ ପଟେଲ ଚୌକରେ ବିଜେପି କର୍ମୀ ପ୍ରତିବାଦ କରି ମନ୍ତ୍ରୀଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଛନ୍ତି । ଏପଟେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗିରଫ ଦାବିରେ କ୍ୟାପିଟାଲ ଥାନା…

କୁକୁଡ଼ା ପାଳନ କରିଛି ଆତ୍ମନିର୍ଭର: ମାଲକାନଗିରି ଜିଲ୍ଲାର ପୌଲଟ୍ରୀ ମ୍ୟାନ ମଣି ମୋହନ ମଲ୍ଲିକ

କନକ ବ୍ୟୁରୋ: ରାଜ୍ୟ ରୁ ଅନେକ ଚାଷୀ ଙ୍କ ସଫଳତା ର କାହାଣୀ ଆମେ ଆପଣକୁ ଦେଖେଇଛୁ । ଆଜି ଏମିତି ଏକ କୁକୁଡା ଚାଷୀଙ୍କ କାହାଣୀ ଆପଣଙ୍କୁ ଦେଖେଇବୁ, ଯିଏ କେବଳ ସଫଳ ନୁହଁ ବରଂ ଅନ୍ୟ ମାନଙ୍କ ପେଇଁ ସେ ଏବେ ପ୍ରେରଣା ର ଉତ୍ସ । ନିଜେ ବ୍ରିଡିଙ୍ଗ କରି ନୁଆ ପ୍ରଜାତି ର କୁକୁଡା ତିଆରି କରୁ ଥିବା…

ଅଂଟା ସଳଖୁଛନ୍ତି କୁମ୍ଭକାର ପରିବାର: କରୋନା କଟକଣା କୋହଳ ହେବା ସହ ଧୀରେ ଧୀରେ ସୁଧୁରୁଛି ବ୍ୟବସାୟ

କନକ ବ୍ୟୁରୋ: ଅଂଟା ସଳଖୁଛନ୍ତି କୁମ୍ଭକାର ପରିବାର । ଲକଡାଉନରେ ବୁଡିଥିଲା ବେଉସା । ସ୍ୱାଭାବିକ ସ୍ଥିତି ପରେ ପୁଣି ପାରମ୍ପରିକ ବେଉସା ରେ ଲେଉଟି ଆର୍ଥିକ ସ୍ତରରେ ସୁଦୃଢ ହୋଇଛନ୍ତି ଏମାନେ । ପର୍ବପର୍ବାଣୀ ଓ ଯାନିଯାତ୍ରାରେ କୁମ୍ଭାରଶାଳରେ ଜମୁଛି ଭିଡ । ପୂଜାପାଠ ଲାଗି ମାଟିରେ ତିଆରି…