Daily Archives

October 15, 2021

ଆଇପିଏଲ୍ ଟ୍ରଫି ଜିତିଲା ଚେନ୍ନାଇ ସୁପର କିଙ୍ଗସ୍ । କେକେଆରକୁ ହରାଇ ଚତୁର୍ଥ ଥର ପାଇଁ ଟ୍ରଫି ହାତେଇଲେ ଧୋନୀ ।

କନକ ବ୍ୟୁରୋ: ଚେନ୍ନାଇ ହେଲା ଆଇପିଏଲ୍ ଚାମ୍ପିୟନ । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ ପୁଣି ହୋଇଛି ଆଇପିଏଲ୍ ଚାମ୍ପିୟନ । ଆଜି ଫାଇନାଲ ମ୍ୟାଚରେ କୋଲକାତାକୁ ହରାଇ ଦଳ ଚତୁର୍ଥ ଥର ପାଇଁ ଦଳ ଆଇପିଏଲ୍ ଟାଇଟଲ ଜିତିଛି । ଶୁକ୍ରବାର କେକେଆର-ସିଏସକେ ଭିତରେ…

ବିଶ୍ୱ କ୍ଷୁଧା ସୂଚକାଙ୍କକୁ ନେଇ ଚିନ୍ତା କଲା ଭଳି ରିପୋର୍ଟ: ୯୪ରୁ ୧୦୧କୁ ଖସିଆସିଲା ଭାରତ

କନକ ବ୍ୟୁରୋ: ଆମ ଦେଶରେ କେତେ ଲୋକ ଭୋକିଲା ଅଛନ୍ତି ଏବଂ ଏ କ୍ଷେତ୍ରରେ ଆମ ଦେଶର ସ୍ଥିତି କଣ, ସେନେଇ ବିଶ୍ୱ କ୍ଷୁଧା ସୂଚକାଙ୍କ ଆମକୁ ଆଇନା ଦେଖାଇଛି । ଏହି ରିପୋର୍ଟ ଯାହା କହୁଛି, ତାହା ଆପଣ ବିଶ୍ୱାସ କରିପାରିବେ ନାହିଁ । ରିପୋର୍ଟରେ କୁହାଯାଇଛି, ଏହି କ୍ଷୁଧା ସୂଚକାଙ୍କରେ ଆମ ଦେଶ…

ଚେନ୍ନାଇର ଦମଦାର ବ୍ୟାଟିଂ: ୧୯୨ ରନ କଲା ସିଏସକେ, କୋଲକାତା ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ 

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚେନ୍ନାଇର ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଡୁପ୍ଲେସିସ ଓ ମୋଇନ ଅଲ୍ଲୀଙ୍କ ପାର୍ଟନରସିପ ଦଳକୁ ବଡ ସ୍କୋର କରିବାରେ ସହାୟତା କରିଛି । ଫଳରେ ଚେନ୍ନାଇ ୧୯୨ ରନର ବିଶାଳ ସ୍କୋର କରିଛି । ଏବେ କୋଲକାତା ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ…

ଦୁର୍ଗା ବିସର୍ଜନ ପାଇଁ ଯାଉଥିବା ଶୋଭାଯାତ୍ରା ଉପରେ କାର ଚଢ଼ାଇବା ଘଟଣା । ଦୁଇ ଅଭିଯୁକ୍ତ କରୁଥିଲେ ଗଞ୍ଜେଇ ବେପାର ।…

କନକ ବ୍ୟୁରୋ: ଛତିଶଗଡ ଜଶପୁରରେ ଶୁକ୍ରବାର ଦେବୀ ଦୁର୍ଗାଙ୍କ ବିସର୍ଜନ ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି । ଯେଉଁଥିରେ ଗୋଟିଏ କାର ଲୋକମାନଙ୍କ ଉପରେ ଚଢାଇ ଚାଲିଯାଉଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ଏବେ ସୁଦ୍ଧା ୧୬ ଜଣ ଲୋକ ଆହତ ହୋଇଥିବାବେଳେ ଜଣକର ମୃତ୍ୟୁ…

କଟକଣା ଭିତରେ ସରିଗଲା ଦଶହରା: ବିଜୟା ଦଶମୀରେ ବି ମଣ୍ଡପକୁ ଯାଇପାରିଲେନି ଭକ୍ତ

କନକ ବ୍ୟୁରୋ: ଆଜି ଦଶହରାର ଅନ୍ତିମ ଦିନ ବିଜୟା ଦଶମୀ । ଉଭୟ ଶକ୍ତିପୀଠ ଓ ମଣ୍ଡପରେ ମୃଣ୍ମୟୀ ମୂର୍ତିଙ୍କ ପାଖରେ ଦଶହରା ପୂଜା କରାଯାଇଛି । କରୋନା ଯୋଗୁଁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ତଥାପି ନିରାଡମ୍ବର ଭାବେ ରାଜ୍ୟର ବିଭିନ୍ନ ଭାଗରେ ଦଶମୀ ପୂଜା କରାଯାଇଛି ।…

ବିଜୟା ଦଶମୀରେ ଦେଶକୁ ମୋଦୀଙ୍କ ବଡ ଉପହାର । ୪୧ଟି ଗୋଳାବାରୁଦ କାରଖାନାକୁ ମିଶାଇ ୭ଟି କମ୍ପାନି କଲେ ସରକାର

କନକ ବ୍ୟୁରୋ: ପବିତ୍ର ବିଜୟା ଦଶମୀରେ ଦେଶବାସୀଙ୍କୁ ବଡ ଉପହାର ଦେଇଛନ୍ତି ମୋଦୀ ସରକାର । ପ୍ରତିରକ୍ଷା ଉପକରଣ ପ୍ରସ୍ତୁତି କ୍ଷେତ୍ରରେ ଏଣିକି ଆତ୍ମନିର୍ଭର ହେବ ଭାରତ । ପ୍ରାୟ ୨ଶହ ବର୍ଷ ଧରି ଦେଶରେ ଥିବା ୪୧ଟି ଗୋଳାବାରୁଦ କାରଖାନାକୁ ମିଶାଇ ୭ଟି ବ୍ୟବସାୟିକ କମ୍ପାନି କରି ଦିଆଯାଇଛି ।…