Daily Archives

October 30, 2021

ଜେଲ୍ ଭିତରେ ଟିଭି ଦେଖି ଦିନ କାଟୁଛି ଜହ୍ଲାଦ ଗୋବିନ୍ଦ । ମମିତା ହତ୍ୟାକାଣ୍ଡ ଖବର ଉପରେ ରଖୁଛି ଟିକିନିଖି ନଜର ।

କନକ ବ୍ୟୁରୋ : ଜେଲର ଚାରି କାନ୍ଥ ଭିତରେ ଜହ୍ଲାଦ ଗୋବିନ୍ଦ ସାହୁ । ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ଗୋବିନ୍ଦ ଏତେ ବଡ଼ ଜଘନ୍ୟ କାଣ୍ଡ ଭିଆଇଥିଲେ ବି, ଏଥିପାଇଁ ମନରେ ଟିକିଏ ବି ଅନୁଶୋଚନା ନାହିଁ । କଣ୍ଟାବାଂଜି ଜେଲର ଏକ ନମ୍ବର ସେଲରେ ଏକୁଟିଆ ରହୁଥିବା ଗୋବିନ୍ଦ କିନ୍ତୁ…

ପଶ୍ଚିମ ଓଡ଼ିଶାରେ ମରୁଡ଼ିର ସାଂଘାତିକ ଦୃଶ୍ୟ: ଅମଳ ବେଳେ ଦେଖିବାକୁ ମିଳିଲା ଦୟନୀୟ ଚିତ୍ର

କନକ ବ୍ୟୁରୋ: ସମ୍ବଲପୁରର ଅଧାରୁ ଅଧିକ ବ୍ଳକରେ ମରୁଡ଼ି ଆଶଙ୍କା ଦେଖାଦେଇଛି । କୁଚିଣ୍ଡା ତଥା ଆଖପାଖ ଅଂଚଳରେ ମରୁଡି ପରିସ୍ଥିତି ସାଂଘାତିକ ହୋଇଛି । ଶହଶହ ହେକ୍ଟର ଜମିର ଧାନ ସବୁ ମରିଯାଇଛି । ଧାନ କ୍ଷେତରେ ଗୋରୁ ଛାଡି ଅମଳ ଆଶା ଛାଡ଼ିଦେଲେଣି ଚାଷୀ । ଏବେ ଯେଉଁଠି ଧାନ କ୍ଷେତରେ…

କାଲି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ: ମ୍ୟାଚ୍ ପୂର୍ବରୁ ଅଧିନାୟକ କୋହଲିଙ୍କ ବୟାନ, ମ୍ୟାଚ୍ ଜିତିବାକୁ ଅଛି ଲକ୍ଷ୍ୟ

କନକ ବ୍ୟୁରୋ: ଆସନ୍ତାକାଲି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଟି-ଟ୍ୱେଂଟି ବିଶ୍ୱକପ୍ର ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ମାତ୍ ଦେବାକୁ ଦଳ ଲକ୍ଷ୍ୟ ରଖିଥିବା କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ଦସ୍ୱବ ଦଳ ମଧ୍ୟରେ ଜୋରଦାର ସଂଘର୍ଷ ଦେଖାଯିବ ବୋଲି ଆଶା କରାଯାଉଛି । ମ୍ୟାଚ…

କେଉଁଠୁ ଆସିଛି କରୋନା ଭୂତାଣୁ, କେବେ ବି ଆସି ନପାରେ ପ୍ରକୃତ ତଥ୍ୟ: ଆମେରିକା ଗୁଇନ୍ଦା ସଂସ୍ଥାର ଚାଂଚଲ୍ୟକର…

କନକ ବ୍ୟୁରୋ: ଶୁକ୍ରବାର ଆମେରିକା ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ପ୍ରକାଶ କରାଯାଇଛି ଯେ, ମାରାତ୍ମକ କରୋନା ଭୂତାଣୁର ଉତ୍ପତି ନେଇ ପ୍ରକୃତ ତଥ୍ୟ କେବେ ବି ସାମ୍ନାକୁ ଆସି ନପାରେ । ଏହି ଭୂତାଣୁ ପ୍ରାଣୀଙ୍କ ଠାରୁ ମନୁଷ୍ୟଙ୍କୁ ବ୍ୟାପିଛି…

ଚର୍ଚ୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ: କହିଲେ କଂଗ୍ରେସ ପାଇଁ ମୋଦିଙ୍କ ବଢୁଛି ଶକ୍ତି

କନକ ବ୍ୟୁରୋ: ରାଜନୀତି କୁ ଗୁରୁତ୍ୱ ସହ ନେଉନାହିଁ କଂଗ୍ରେସ । ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ହୋଇଛନ୍ତି ଶକ୍ତିଶାଳି । ଏଭଳି ବୟାନ ଦେଇ କଂଗ୍ରେସକୁ ଟାର୍ଗେଟ କରଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିଜର ୩ ଦିନିଆ ଗୋଆ ଗସ୍ତରେ କଂଗ୍ରେସ ସହ ରାହୁଲ ଗାନ୍ଧୀଙ୍କୁ…

ଉତ୍ତରପ୍ରଦେଶରେ କାର୍ଯ୍ୟକର୍ତା ବୈଠକରେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ୟୁପିରେ ଇତିହାସ ରଚିବ ବିଜେପି

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଜନହିତକାରୀ ଯୋଜନା ୟୁପିବାସୀଙ୍କ ଜୀବନରେ ଅନେକ ସକରାତ୍ମକ ପରିବର୍ତନ ଆଣିଛି । ୨୦୨୨ରେ ପୁଣି ଥରେ ୟୁପିବାସୀ ବିଜେପିକୁ ଆଶୀର୍ବାଦ କରିବେ ବୋଲି…