Daily Archives

October 23, 2021

ବ୍ରିଟେନରେ ବ୍ୟାପୁଛି ଡେଲ୍ଟା ପ୍ଲସ୍ ଭାରିଆଣ୍ଟ । ପ୍ରତ୍ୟେକ ଦିନ ୪୦ ହଜାର ଉପରେ ରହୁଛି ସଂକ୍ରମଣ ।

କନକ ବ୍ୟୁରୋ : ଡେଲ୍ଟା ଭାରିଆଣ୍ଟର ନୂଆ ପ୍ରଜାତିକୁ ନେଇ ଚିନ୍ତରେ ବ୍ରିଟେନ୍ ସରକାର । ଡେଲ୍ଟାର ଏହି ନୂଆ ଭାରିଆଣ୍ଟର ନାଁ ରହିଛି, ଡେଲ୍ଟା ପ୍ଲସ୍-ଭିୟୁଆଇ- ଟ୍ୱେଷ୍ଟିଫାଷ୍ଟ ଅକ୍ଟୋବର-ଜିରୋ ୱାନ୍ । ଆଉ ଏହାକୁ ନେଇ ବ୍ରିଟେନ୍ ସରକାର ଚଳାଇଛି ଅନୁସନ୍ଧାନ । କାରଣ ଏହି ନୂଆ ଭାରିଆଣ୍ଟ ପାଇଁ…

ପୁଲିସ୍-ଗାଁ ଲୋକ ଧସ୍ତାଧସ୍ତି: ପୁଲିସ୍ ହାତରୁ ଡ୍ରଗ୍ସ ବେପାରୀଙ୍କୁ ଛଡ଼ାଇନେଲେ ପରିବାର

କନକ ବ୍ୟୁରୋ: ଡ୍ରଗ୍ସ ବେପାର ବିଷୟରେ ଖବର ପାଇ ପୁଲିସ୍ ଓ ଅବକାରୀ ଟିମ୍ ଚଢ଼ାଉ କରିବା ପରେ ସାମ୍ନା କରିଥିଲା ଘୋର ବିରୋଧ । ହାତାହାତି ହୋଇଥିଲେ ପୁଲିସ୍ ଓ ଗାଁ ଲୋକ । ଏପରିକି ଜଣେ ଡ୍ରଗ୍ସ ବେପାରୀଙ୍କୁ ପୁଲିସ୍ ଠାରୁ ଛଡ଼ାଇ ନେଲେ ପରିବାର ଲୋକ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା…

ଉତ୍ତରପ୍ରଦେଶରେ ବଳ କସୁଛି କଂଗ୍ରେସ । ମହିଳା ଚାଷୀଙ୍କ ସହ ସମୟ କାଟିଲେ ପ୍ରିୟଙ୍କା ଗାନ୍ଧୀ, କ୍ଷେତରେ ବସି ମହିଳାଙ୍କ…

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ତେଜୁଛି ରାଜନୀତି । ବଳ କସୁଛି କଂଗ୍ରେସ । ଦଳର ମଙ୍ଗ ଧରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ବିଲକୁ ଯାଇ ମହିଳା ଚାଷୀଙ୍କ ସହ ତଳେ ବସିକି ସେମାନଙ୍କ ହାତ ରନ୍ଧା ଖାଦ୍ୟ ଖାଇଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ଅବସରରେ ପ୍ରିୟଙ୍କା ଗାନ୍ଧୀ…

ଆରୟନଙ୍କ ସହ ଡ୍ରଗ୍ସ ଲିଙ୍କ୍ ନେଇ ଅଡୁଆରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଜେରା ବେଳେ ଗୁଡାଇ ତୁଡାଇ ପ୍ରଶ୍ନ କଲା…

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଏନସିବି ଫାସରେ ପଡୁଛନ୍ତି ବଲିଉଡର ଷ୍ଟାର । ଆରୟନ୍ ଖାନଙ୍କ ଫୋନରେ ଥିବା ଚାଟ୍ସ ଡିଟେଲ୍ସକୁ ଆଧାର କରି ଏନସିବି ଏବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଟାର୍ଗେଟ କରିଛି । ଲଗାତାର ଦୁଇ ଦିନ ଧରି ଅନନ୍ୟାଙ୍କୁ ଜେରା କରିଛି ଏନସିବି । ତେବେ ଜେରା ପୂର୍ବରୁ…

ଡିଫେଣ୍ଡିଂ ଚାମ୍ପିୟନକୁ ଧୂଳି ଚଟାଇଲା ଇଂଲଣ୍ଡ: ୫୫ ରନରେ ଅଲଆଉଟ ହେଲା ୱେଷ୍ଟଇଣ୍ଡିଜ ଦଳ 

କନକ ବ୍ୟୁରୋ: ଆଜିର ଟି-୨୦ ବିଶ୍ୱକପ ଦ୍ୱିତୀୟ ସୁପର ୧୨ ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳର ବ୍ୟାଟିଂ ବିପର୍ଯ୍ୟ ଘଟିଛି । ଫଳରେ ଡିପେଣ୍ଡିଂ ଚାମ୍ପିୟନ ଇଣ୍ଡିଜ ଦଳକୁ ମାତ୍ର ୫୫ ରନରେ ରୋକି ପାରିଛି ଇଂଲଣ୍ଡ ଦଳ । ଏବେ ଇଂଲଣ୍ଡ ଆଗରେ ୫୬ ରନର ସହଜ ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚରେ ପ୍ରଥମେ ଟସ…

ସୈନିକ ହେବାର ସ୍ୱପ୍ନକୁ ସତ କରୁଛନ୍ତି ଅବିନାଶ । ଶହଶହ ପିଲାଙ୍କୁ ମାଗଣାରେ ଦେଉଛନ୍ତି ପ୍ରଶିକ୍ଷଣ…

କନକ ବ୍ୟୁରୋ: ଜୀବନରେ ଯବାନ ହେବାକୁ ଭାରି ଇଚ୍ଛା ଥିଲା । ସେନାରେ ଯିବେ ସୀମାରେ ଶତ୍ରୁ ସହ ଲଢିବେ । ଦେଶ ପାଇଁ ଯୁଦ୍ଧ କରି ମାଟି ମାଆକୁ ସୁରକ୍ଷା ଦେବେ । ସୈନିକର ସ୍ୱପ୍ନ ନେଇ ବଞ୍ଚିବା ଥିବା ଅବିନାଶ କିନ୍ତୁ ସେନାରେ ସାମିଲ ହୋଇପାରିଲେନି । ତାଙ୍କୁ ଆର୍ମିରେ ଚାକିରି ମିଳିଲାନି । ବାସ୍…