Daily Archives

October 9, 2021

ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡ ଘଟଣା । କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କଲା କ୍ରାଇମବ୍ରାଞ୍ଚ

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ଲଖୀମପୁର ଖେରୀ ହିଂସାକାଣ୍ଡ ଘଟଣାରେ ଗିରଫ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପୁଅ । ଶନିବାର ପ୍ରାୟ ୧୨ ଘଣ୍ଟା ଧରି ଜେରା କରିବା ପରେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତେବେ ଜେରା ସମୟରେ ସଠିକ୍ ଜବାବ୍ ନମିଳିବା…

ନୟାଗଡ ମାଓ ଆକ୍ରମଣ ମାମଲାରେ ପ୍ରମାଣ ଦେଇ ପାରୁନି କ୍ରାଇମବ୍ରାଞ୍ଚ । ଗୋଟିଏ ପରେ ଗୋଟିଏ ମାମଲାରେ ଦୋଷମୁକ୍ତ ହେଉଛନ୍ତି…

କନକ ବ୍ୟୁରୋ: ବହୁଚର୍ଚ୍ଚିତ ନୟାଗଡ଼ ନକ୍ସଲ ଆକ୍ରମଣର ଅଭିଯୁକ୍ତ ସବ୍ୟସାଚୀ ପଣ୍ଡା ଓ ଡି କେଶବ ରାଓ ଓରଫ ଆଜାଦ, ଗୋଟିଏ ପରେ ଗୋଟିଏ ମାମଲାରେ ଦୋଷମୁକ୍ତ ହେଉଛନ୍ତି । ୯ଟି ମାମଲା ମଧ୍ୟରୁ ୮ଟି ମାମଲାରେ ଆଜାଦ ଦୋଷମୁକ୍ତ ହୋଇଥିବା ବେଳେ ୩ଟି ମାମଲାରେ ଦୋଷମୁକ୍ତ କରିଛନ୍ତି କୋର୍ଟ । ଘଟଣାକୁ ୧୩…

ଅଶାନ୍ତ କାଶ୍ମୀର ଘାଟି । ବାରମ୍ବାର ଆତଙ୍କବାଦୀ ଆକ୍ରମଣ ପରେ ଘାଟିରେ ଜୋର ଧରିଲା ପ୍ରତିବାଦା

କନକ ବ୍ୟୁରୋ: କାଶ୍ମୀର ଘାଟିରେ ବାରମ୍ବାର ଘଟୁଥିବା ଆତଙ୍କୀ ହମଲାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଗୋଟିଏ ସପ୍ତାହରେ ଆତଙ୍କବାଦୀ ଆକ୍ରମଣରେ ୭ଜଣ ନୀରିହ ଲୋକ ପ୍ରାଣ ହରାଇଥିବାବେଳେ ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି । ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଶୁକ୍ରବାର…

ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କୁ ଜାଣିଶୁଣି ଟାର୍ଗେଟ୍ କରୁଛି ଏନସିବି । ମହାରାଷ୍ଟ୍ର ମନ୍ତ୍ରୀଙ୍କ ଅଭିଯୋଗ ପରେ…

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ରାଜନୈତିକ ମୋଡ । ବିଜେପି କଥାରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ୍ ଖାନଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲ୍ଲିକ । ସେ କହିଛନ୍ତି ଗତ ଏକ ମାସ ହେବ ମୁମ୍ବାଇର ସବୁ କ୍ରାଇମ୍…

ରାଜଧାନୀରେ ଉପୁଜିପାରେ ବିଦ୍ୟୁତ ସମସ୍ୟା । କୋଇଲା ସଙ୍କଟ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ କେଜ୍ରିୱାଲ ।

କନକ ବ୍ୟୁରୋ : ରାଜଧାନୀରେ ଉପୁଜିପାରେ ବିଦ୍ୟୁତ ସମସ୍ୟା । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ରାଜଧାନୀରେ କୋଇଲା ଅଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କୋଇଲା ଅଭାବ ଯୋଗୁଁ ଆଗାମୀ ଦିନରେ…

ଶାହରୁଖ ଖାନଙ୍କ ଡ୍ରାଇଭରକୁ ସମନ କଲା ଏନସିବି । ଡ୍ରଗ୍ସ ମାମଲାରେ ପ୍ରଯୋଜକ ଇମତିଆଜଙ୍କୁ ନେଇ ମଧ୍ୟ ଜୋର ଧରିଲା…

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପଟେ ଏହି ମାମଲାରେ ଖୋଲତାଡ ଜାରି ରଖିଛି ଏନସିବି । ମାମଲାରେ ଆଜି ଆରୟନଙ୍କ ଡ୍ରାଇଭରଙ୍କୁ ଏନସିବି ଜେରା କରିଛି । ବର୍ତ୍ତମାନ ଆରୟନଙ୍କ ସମେତ ୬ଜଣ ଅଭିଯୁକ୍ତଙ୍କୁ ଆର୍ଥର ରୋଡ ଜେଲ ଓ…