Daily Archives

October 17, 2021

ଯୁବରାଜ ଗିରଫ ହେଲେ, ଜାମିନରେ ଆସିଲେ । କ’ଣ ରହିଛି ପୂରା ମାମଲା ପଢ଼ନ୍ତୁ…

କନକ ବ୍ୟୁରୋ: ଗିରଫ ହେଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂ । ରବିବାର ହରିଆଣା ପୁଲିସ ତାଙ୍କୁ ଗିରଫ କରିଥିଲା । ହେଲେ କିଛି ସମୟରେ ଏହି ପୂର୍ବତନ କ୍ରିକେଟର ଜାମିନ ପାଇ ଯାଇଥିଲେ । ଗତବର୍ଷ ଲକଡାଉନ ସମୟରେ ଯୁବରାଜ ସିଂହ ରୋହିତ ଶର୍ମାଙ୍କ ସହ…

କୁମାର ପୂର୍ଣ୍ଣିମାରେ ତାସ ଖେଳ ପୂରୁଣା ପରମ୍ପରା । ପରମ୍ପରା ନାଁରେ ବେଧଡକ ଚାଲେ ଜୁଆ ଖେଳ ।

କନକ ବ୍ୟୁରୋ : ଆଇନ ଦୃଷ୍ଟିରେ ଜୁଆ ଅପରାଧ ଓ ସମାଜ ଦୃଷ୍ଟିରେ ଜୁଆ ଖେଳ ଓ ଜୁଆଡି ହେଉଛନ୍ତି ଖରାପ । କିନ୍ତୁ ବର୍ଷକରେ ଥରେ ସମସ୍ତଙ୍କୁ ବିନା ବାଧାରେ ଜୁଆ ଖେଳିବାକୁ ଅନୁମତି ଦିଏ ସମାଜ । କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ସତ । ଦକ୍ଷିଣ ଓଡିଶାରେ କୁମାର ପୂର୍ଣ୍ଣିମା ଉତ୍ସବରେ ଜୁଆ…

ଜିଲ୍ଲା ପରିଷଦ ସଂରକ୍ଷଣ ଚିଠା ତାଲିକାକୁ ନେଇ ଦ୍ୱନ୍ଦ । ବିରୋଧୀ କହିଲେ ନିର୍ବାଚନ ରୋକିବାକୁ ଜାଣିଶୁଣି କରାଯାଇଛି…

କନକ ବ୍ୟୁରୋ : ଜିଲ୍ଲାପରିଷଦ ନିର୍ବାଚନ ପାଇଁ ସଂରକ୍ଷଣ ଚିଠା ତାଲିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଲିକାରେ ତ୍ରୁଟି ଥିବା ନେଇ ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଅଭିଯୋଗ । କେଉଁଠି ୯୦ ପ୍ରତିଶତ ଅନୁସୂଚିତ ଜନଜାତିର ଲୋକ ରହୁଥିଲେ ବି ସେମାନଙ୍କ ପାଇଁ ସଂରକ୍ଷଣ କରାଯାଇନଥିବାବେଳେ…

ଚାକିରିରୁ ଅବସର ପରେ ସୃଷ୍ଟି କରିଛନ୍ତି ନର୍ସରୀ: ଲାଗିଛି ଭଳି କି ଭଳି ଗଛର ଚାରା 

କନକ ବ୍ୟୁରୋ: ଭଳି କି ଭଳି ଗଛର ଚାରା ଲାଗିଛି  । ଫୁଲ ହେଉ କି ଫଳ, ଚାରା ନେବାକୁ ଏଠାକୁ ପାଖ ଓ ଦୂରରୁ ଛୁଟିଆସନ୍ତି ଲୋକ  । ଏହେଉଛି ସାମନ୍ତ ସିଂହାର ସ୍ୱାଇଁଙ୍କ ବନଦୁର୍ଗା ନର୍ସରୀ  । ଏଠାରେ ଦେଶବିଦେଶର ଫୁଲ ଓ ଫଳର ଚାରା ମିଳୁଛି  । ରାଜ୍ୟ ଉଦ୍ୟାନ ବିଭାଗରେ ଆର୍ଗୋନୋମିଷ୍ଟ ଭାବେ ଅବସର…

ଅଦିନିଆ କୋବି ଚାଷ କରି ଲାଭବାନ ହୋଇଛନ୍ତି ଜଗବନ୍ଧୁ: ବାର୍ଷିକ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରୁଛନ୍ତି ରୋଜଗାର

କନକ ବ୍ୟୁରୋ: କୃଷି ପ୍ରଧାନ ଦେବଗଡ ଜିଲ୍ଲା ର ଦୁର୍ଗମ ଅଂଚଳ ଭାବେ ଜଣାଶୁଣା ତିଲେଇବଣୀ ବ୍ଲକ ପାରପୋଷି ପଂଚାୟତ ଅନ୍ତର୍ଗତ ରାଇତାଲ ଗ୍ରାମର ଜଗବନ୍ଧୁ ବେହେରାଙ୍କ ନିଷ୍ଠାପର ଉଦ୍ୟମରୁ ଆରମ୍ଭ ହୋଇଥିବା ଅଦିନିଆ କୋବି ଚାଷ କରି ପରିବାର ଆର୍ଥିକ ସ୍ଥିତିତକୁ ସୁଦୃଢ କରିବା ସହିତ ଅନେକଙ୍କ ରୋଜଗାର…