Daily Archives

October 10, 2021

ଚିତରଞ୍ଜନଙ୍କ ଅଣ୍ଡାଦିଆ କୁକୁଡ଼ା ପାଳନକୁ ନେଇ ଚର୍ଚ୍ଚା: ଫାର୍ମରେ ରଖିଛନ୍ତି ଏକ ହଜାରରୁ ଅଧିକ କୁକୁଡ଼ା

କନକ ବ୍ୟୁରୋ: ଯୁବ ଉଦ୍ୟୋଗି ଙ୍କ ନିଆରା ପ୍ରୟାସ । ସ୍ୱାବଲମ୍ବୀ ହେବା ପାଇଁ ପିଞ୍ଜରା ରେ ଅଣ୍ଡା ଦିଆ କୁକୁଡ଼ା ପାଳନ । ଅଣ୍ଡା ପାଇଁ ଆନ୍ଧ୍ର ଉପରୁ ନିର୍ଭରଶୀଳତା କମ କରିବା ଓ ଲୋକଙ୍କୁ ସ୍ୱରଜଗାର କରିବା ଲକ୍ଷ ନେଇ ରାଜ୍ୟ ସରକାର ପ୍ରାଣୀ ସମ୍ପଦ ଯୋଜନା ଭିତରୁ ଏହି ପିଞ୍ଜରା ରେ ଅଣ୍ଡା ଦିଆ…

ଧୋନୀଙ୍କ ଦମଦାର ଫିନିସ୍: ୪ ୱିକେଟରେ ଦିଲ୍ଲୀକୁ ହରାଇ ଫାଇନାଲ ଟିକେଟ ହାତେଇଲା ଚେନ୍ନାଇ 

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଚେନ୍ନାଇ । ଏହି ମ୍ୟାଚରେ ଧୋନୀ ନିଜ ଷ୍ଟାଇଲରେ ଫିନିସ କରି ଦଳକୁ ବିଜୟୀ କରାଇଛନ୍ତି । ଫଳରେ ଚେନ୍ନାଇ ଏହି ମ୍ୟାଚରେ ୪ ୱିକେଟରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଆଜିର ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ…

ଛତୁ ଚାଷ ମହିଳାଙ୍କୁ କରିଛି ସ୍ୱାବଲମ୍ବୀ: ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ହୋଇଛନ୍ତି ପୁରସ୍କୃତ

କନକ ବ୍ୟୁରୋ: ମହିଳାଙ୍କୁ ସ୍ୱାବଲମ୍ବୀ କରାଇଛି ଛତୁ ଚାଷ । ଏହି ଛତୁ ଚାଷ ଯୋଗୁଁ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଶଙ୍ଖଚିଲା ଅଞ୍ଚଳର ମହିଳା ଆଜି ତାଙ୍କ ଆର୍ôଥକ ସ୍ଥିତିକୁ ସୁଦୃଢ କରିପାରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଏମାନେ ରୋଜଗାରକ୍ଷମ ହେବା ସହ ସଫଳତାର ଶୀର୍ଷରେ ପହଂଚି…

ବହୁଦିନ ଦିନ ଧରି ଲାଗି ରହୁଛି ଥଣ୍ଡା, କରୋନା ରିପୋର୍ଟ ଆସୁଛି ନେଗେଟିଭ୍: କାରଣ ଖୋଜିବ ଆଇଏଲଏସ୍

କନକ ବ୍ୟୁରୋ: ବହୁଦିନ ଦିନ ଧରି ଲାଗି ରହୁଛି ଥଣ୍ଡା ସର୍ଦି । ବେଶ୍ କିଛି ଦିନ ଜ୍ୱର ବି ଲାଗି ରହୁଛି । ତେବେ ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି, ଜ୍ୱର , ଥଣ୍ଡା ଥିଲେ ବି ଆରଟିପିସିଆର ଟେଷ୍ଟରେ କରୋନା ରିପୋର୍ଟ ନେଗେଟିଭ୍ ଆସୁଛି । ଏହାକୁ ନେଇ ସାଧାରଣ ଲୋକ ନୁହଁନ୍ତି, ବିଶେଷଜ୍ଞମାନଙ୍କ…

ହଠାତ ଲାଗିଲା ନିଆଁ । ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍ ।

କନକ ବ୍ୟୁରୋ : ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର୍‌ । ଉପରେ ଥିଲା ବିଦ୍ୟୁତ ତାର । ଲୋକଙ୍କ ଉପସ୍ଥିତି ବୁଦ୍ଧି ଲାଗି ବଡ଼ଧରଣର ଅଘଟଣରୁ ବର୍ତ୍ତିଗଲେ ସ୍ଥାନୀୟ ଲୋକେ । ବାରିପଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି । ମୟୁରଭଞ୍ଜ…

ଗୁଣ୍ଡୁରୀ ଚଢ଼େଇ ଚାଷ ଯୋଗାଉଛି ରୋଜଗାର: ବିଭିନ୍ନ ସହରକୁ ଅଣ୍ଡା ଓ ମାଂସ ପଠାଇ କରଛନ୍ତି ରୋଜଗାର

କନକ ବ୍ୟୁରୋ: ଗୁଣ୍ଡୁରୀ ଚଢ଼େଇ ଚାଷ କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବେଶ୍ ଲାଭବାନ ହୋଇପାରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଆରିକମା ଗ୍ରାମର ପ୍ରଫୁଲ୍ଲ ମହାପାତ୍ର । ୟୁଟ୍ୟୁବରୁ ଗୁଣ୍ଡୁରୀ ଚଢ଼େଇ ଚାଷ ବିଷୟରେ ଜାଣି ସେ ଏଥିପ୍ରତି ମନ ବଳାଇଥିଲେ । ନିଜ ଗାଁରେ…