Daily Archives

October 24, 2021

ଗଡିଆ ଭିତରୁ ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ।

କନକ ବ୍ୟୁରୋ: ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅଂଚଳରୁ ଜଣେ ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ, ଯୁବତୀଙ୍କ ଘର ନିକଟସ୍ଥ ଏକ ଗଡିଆରୁ ମିଳିଛି ।  ନିକଟସ୍ଥ ଏକ ଗଛମୂଳରୁ  ଯୁବତୀଙ୍କ  ଲୁଗା ଓ ଚପଲ ବି…

ଟ୍ୱି-୨୦ ବିଶ୍ୱକପ୍: ଭାରତଠୁ ପ୍ରଥମ ଥର ପାଇଁ ଜିତିଲା ପାକିସ୍ତାନ୍।

କନକ ବ୍ୟୁରୋ : ଦୁଇବାରେ ଟ୍ୱି-୨୦ ଦଙ୍ଗଲ । ଭାରତଠୁ ପ୍ରଥମ ଥର ପାଇଁ ଜିତିଲା ପାକିସ୍ତାନ୍, ବିନା କୌଣସି ୱିକେଟ ହରାଇ ହେଲା ବିଜୟ । ପାକିସ୍ତାନ ଦଳର କ୍ୟାପଟେନ୍ ବାବର ଆଜମ ଓ ମହମ୍ମଦ ରିଜୁଆନଙ୍କ ଶତକୀୟ ପାର୍ଟନରସିପ ବଳରେ ଜିତିଲା ପାକ୍ । ତେବେ ପାକିସ୍ତାନ ସାମ୍ନାରେ ୧୫୨ ରନର…

ଆରୟନ ଖାନ୍ ମାମଲାରେ ନୂଆ ମୋଡ । ମିଛ ସାକ୍ଷୀ ଜରିଆରେ ଆରୟନ ଖାନଙ୍କୁ ଫସାଯାଇଛି ?

କନକ ବ୍ୟୁରୋ : ମଙ୍ଗଳବାର ବମ୍ବେ ହାଇକୋର୍ଟରେ ଆରୟନ ଖାନଙ୍କର ଜାମିନ ଆବେଦନର ଶୁଣାଣି ରହିଛି । ଏହା ପୂର୍ବରୁ ଏନସିବି ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ମିଛ ସାକ୍ଷୀ ଜରିଆରେ ଆରୟନଙ୍କୁ ଫସାଇ ଦିଆଯାଇଥିବା ଦାବି ହୋଇଛି । ଯାହାକୁ ନେଇ କାଠଗଡାରେ ଏନସିବି । ଆଉ ଅଭିଯୋଗକୁ ଖାରଜ କରିବା…

ଭାରତରେ ଫେସବୁକ୍ ବୁଣୁଛି ବିଷମଞ୍ଜି ! ଘୃଣା ବାଣ୍ଟୁଛି ଫେସବୁକ୍ !

କନକ ବ୍ୟୁରୋ : ସୋସିଆଲ ମିଡିଆ ଜାଏଂଟ ଫେସବୁକରେ ଉଦ୍ଦେଶ୍ୟମୂଳକ ଭାବେ ପ୍ରସାର କରାଯାଉଥିବା ଭୁଲ ସୂଚନା ଓ ତଥ୍ୟ, ଦେଶରେ କଣ ପ୍ରଭାବ ପକାଇବ, ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଫେସବୁକର ପୂର୍ବତନ ପ୍ରଡକ୍ଟ ମ୍ୟାନେଜର, ସିନେଟର ସବକମିଟିରେ କହିଛନ୍ତି, ଭାରତରେ ଫେସବୁକର…

ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ । ପାକିସ୍ତାନ ସାମ୍ନାରେ ୧୫୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ : ପାକିସ୍ତାନ ସାମ୍ନାରେ ୧୫୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଟିମ୍ ଇଣ୍ଡିଆ । ଅଧିନାୟକ ବିରାଟ କୋହଲି ଏବଂ ରିଷଭ ପନ୍ଥଙ୍କ ରୋମାଞ୍ଚକର ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିଛି । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା…