Daily Archives

October 25, 2021

ରୋହିତଙ୍କ ସ୍ଥାନରେ ଇଷାନ କିଶନ ଖେଳିଥିଲେ ଦେଇଥାନ୍ତେ କି ଭଲ ପ୍ରଦର୍ଶନ ? ବିରାଟ କହିଲେ, ବିବାଦ କରିବାକୁ ଚାହୁଁଥିଲେ…

କନକ ବ୍ୟୁରୋ : ଭାରତ ପାକିସ୍ତାନ ମ୍ୟାଚ ଏକ ଖେଳ ନୁହେଁ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଦିଏ । କିନ୍ତୁ ଦୁବାଇରେ ଗତକାଲିର ମ୍ୟାଚ ପରେ ଯେଉଁ କିଛି ଫଟୋ ଏବଂ ଭିଜୁଆଲ ସାମ୍ନାକୁ ଆସିଛି ତାହା ଏବେ ଦୁଇ ଦେଶର ଖେଳୁଆଡ ମନୋଭାବକୁ ଦର୍ଶାଇଛି । ସବୁଠୁ ବଡ କଥା ହେଲା ଏହି ମ୍ୟାଚରେ ଦୁଇ ଦେଶର…

ମମିତା ମୃତ୍ୟୁ ମାମଲାରେ ସନ୍ଦେହରେ ପୋଲିସ । ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ କାହିଁକି ହେଉନି ଖୋଳତାଡ ?

କନକ ବ୍ୟୁରୋ : ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ନୂଆ ଠିକଣା ପାଲଟିଛି କଣ୍ଟାବାଞ୍ଜି ଜେଲ୍ । ୫ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଗୋବିନ୍ଦଙ୍କୁ କଣ୍ଟାବାଞ୍ଜି ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇଥିଲା ପୋଲିସ ।…

୬୭ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ବିତରଣ ଉତ୍ସବ । ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ହାତେଇଲେ କଙ୍ଗନା ରଣାୱତ ।…

କନକ ବ୍ୟୁରୋ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇ ଯାଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ । ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅନୁରାଗ ଠାକୁର ମନୋନୀତ କଳାକାରଙ୍କୁ ଜାତୀୟ ସମ୍ମାନରେ ସମ୍ମାନିତ କରିଛନ୍ତି । ମଣିକର୍ଣ୍ଣିକା…

ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ବାସୀଙ୍କ ପାଇଁ ମୋଦୀଙ୍କ ବଡ ଉପହାର । ସିର୍ଦ୍ଧାଥ ନଗରରେ ୯ଟି ମେଡିକାଲ କଲେଜର କଲେ…

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ । ବାରଣାସୀ ପହଞ୍ଚି ଏକାଧିକ ଜନ ମଙ୍ଗଳକାରୀ ଯୋଜନା ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହପରି ସିର୍ଦ୍ଧାଥ ନଗରରେ ପହଞ୍ଚି ୯ ଟି ମେଡିକାଲ କଲେଜର ଉଦଘାଟନ କରିବା ସହ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ…

ମମିତା ମେହେର ମୃତ୍ୟୁ ମାମଲାରେ ନୂଆ ତଥ୍ୟ । ମନ୍ତ୍ରୀଙ୍କ ରାୟପୁର ସ୍ଥିତ ଘରେ ହୋଇଥିଲା କି ଗୋବିନ୍ଦ ସାହୁ ଓ ମମିତାଙ୍କ…

କନକ ବ୍ୟୁରୋ : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀଙ୍କ ପ୍ରତିବାଦ ବଢୁଥିବା ବେଳେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ ମଧ୍ୟରେ ବୁଝାମଣା ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତାଙ୍କ ରାୟପୁର ସ୍ଥିତ ଘରକୁ ଉଭୟଙ୍କୁ ଡାକିଥିବା…

ଜମ୍ମୁ-କାଶ୍ମୀରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେନାର ଶିବିରରେ ପହଁଛି ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା ।

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଗୃହମନ୍ତ୍ରୀ ଅମିତ ଶାହା । ତିନି ଦିନିଆ ଗସ୍ତର ଶେଷ ଦିନରେ ପାରମ୍ପାରିକ କାଶ୍ମିରୀ ପୋଷାକରେ ନଜର ଆସିଛନ୍ତି ଗୃହମନ୍ତ୍ରୀ । ସୋମବାର ସକାଳୁ ଶ୍ରୀନଗର ଐତିହାସିକ ପୀଠ ମାତା ଖୀର ଭବାନି ମନ୍ଦିରରେ ପହଁଚି ଦର୍ଶନ କରଛନ୍ତି । କାଶ୍ମୀର ପଣ୍ଡିତଙ୍କ ଏହି…