Daily Archives

October 18, 2021

ଡିଜେଲ ଦାମ ଯୋଗୁଁ ଚିନ୍ତାରେ ଚାଷୀ, ସହିପାରିଲେନି ପମ୍ପ ମାଲିକ: କମ ଦାମରେ ଚାଷୀଙ୍କୁ ଦେଲେ ଡିଜେଲ

କନକ ବ୍ୟୁରୋ: ଲଗାତାର ବଢିବାରେ ଲାଗିଛି ଡିଜେଲ ଦର । ତେବେ ଡିଜେଲ ଦର ବୃଦ୍ଧିର ପ୍ରଭାବ ବେଶୀ ଚାଷୀ, ଟ୍ରକ ଓ ବସ ଅପରେଟରଙ୍କ ଉପରେ ପଡିଛି । ଫସଲ କାଟିବା ସମୟରେ ଡିଜେଲ ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ରହିଛନ୍ତି ଚାଷୀ । ଏହାକୁ ନଜରରେ ରଖି ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାର ଜଣେ ପେଟ୍ରୋଲ ପମ୍ପ…

ଗିରଫ ପରେ ଜେଲରେ ନୁହେଁ ହସ୍ପିଟାଲରେ ଅଛନ୍ତି ଚିଲିକା ବିଧାୟକ: ପ୍ରକୃତ କଥା ବୁଝିବାକୁ କ୍ୟାପିଟାଲ ହସ୍ପିଟାଲ ଗଲା…

କନକ ବ୍ୟୁରୋ: ଗିରଫ ପରେ ଜେଲରେ ନୁହେଁ ହସ୍ପିଟାଲରେ ଅଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ଏଡିଜେ କୋର୍ଟରେ ଜାମିନ୍ ଖାରଜ ପରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଅଛନ୍ତି ବିଧାୟକ । ପ୍ରକୃତ କଥା ବୁଝିବାକୁ କ୍ୟାପିଟାଲ ହସ୍ପିଟାଲରେ ପହଂଚିଯାଇଥିଲା ବିଜେପି ଟିମ୍ । ଏବଂ…

ସିବିଏସଇ ଦଶମ ଓ ଦ୍ୱାଦଶ ଟର୍ମ-୧ ସୂଚୀ ପ୍ରକାଶିତ । ଜାଣନ୍ତୁ, କେବେ ରହିଛି କେଉଁ ପରୀକ୍ଷା…

କନକ ବ୍ୟୁରୋ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ସୂଚୀ ପ୍ରକାଶିତ । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ ତାରିଖରୁ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ହେବ । ଏଥିପାଇଁ ଆଜି ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ତେବେ ଦଶମ ଶ୍ରେଣୀର ଅନ୍ୟ ସାଧାରଣ ବିଷୟର ପରୀକ୍ଷା ପାଇଁ ସ୍କୁଲ…

ଜଗନ୍ନାଥଙ୍କ ଜମିକୁ ନେଇ ଚଂଚକତା କରୁଛନ୍ତି ମାଫିଆ: ସୁପ୍ରିମକୋର୍ଟ ଓ ମନ୍ଦିର ପ୍ରଶାସନର କାଗଜକୁ କରୁଛନ୍ତି ଜାଲିଆତି 

କନକ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କ ଜମିକୁ ଜାଲିଆତି କରି ନିଜ ନାଁରେ କରନେବାକୁ କେମିତି ଉଦ୍ୟମ ଚାଲିଛି ସେ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ସବୁଠୁ ବଡ କଥା ହେଲା ଜମି ହାତେଇବା ପାଇଁ ଏହି ଦଲାଲ ମାନେ ଶ୍ରୀମନ୍ଦିର ପ୍ରଶାସନର ନକଲି ଦସ୍ତାବିଜ ଏବଂ ସୁପ୍ରିମକୋର୍ଟର ରାୟକୁ…

ଜାମ୍ମୁ କାଶ୍ମୀରରେ ଆତଙ୍କୀଙ୍କୁ ଦିଆଯିବ ଜବାବ: ଏହି ଅଧିକାରୀଙ୍କୁ ପଠାଇଲା ଗୃହ ମନ୍ତ୍ରାଳୟ

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣକୁ ନେଇ ତତ୍ପର ହୋଇ ଉଠିଛି ଗୃହ ମନ୍ତ୍ରାଳୟ । ଆତଙ୍କୀଙ୍କୁ ଜବାବ ଦେବାକୁ ଏବେ ସୁଯୋଗ ଖୋଜୁଛନ୍ତି ସରକାର । ଏବେ ଗୃହ ମନ୍ତ୍ରାଳୟ ନଜରରେ ରହିଛି କାଶ୍ମୀର । ଏନେଇ ଆଜି ସିଆରପିଏଫ ଡିଜି କୁଲଦୀପ ସିଂଙ୍କୁ କାଶ୍ମୀର ପଠାଇଛି ଗୃହ ମନ୍ତ୍ରାଳୟ ।…

ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ । ଲଖିମପୁର ହିଂସା ମାମଲାରେ କେନ୍ଦ୍ର ଗୃହ…

କନକ ବ୍ୟୁରୋ: ଲଖିମପୁର ହିଂସା କାଣ୍ଡକୁ ନେଇ ସାରା ଦେଶରେ ଆନ୍ଦାଳନ । କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବି ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ସୋମବାର ରେଳ ବନ୍ଦ ଡାକରା ଦେଇଥିଲା । ଫଳରେ ସାରା ଦେଶରେ ଟ୍ରେନ ଚଳାଚଳ ବନ୍ଦ…