Monthly Archives

October 2021

ବିଜେପି ସହ ଲଢିବାକୁ ହେଲେ ସମସ୍ତଙ୍କୁ ଏକାଠି ହେବାକୁ ପଡିବ । କାହିଁକି ଏମିତି କହିଲେ କଂଗ୍ରେସ ନେତା ।

କନକ ବ୍ୟୁରୋ : ବିଜେପିକୁ ନେଇ ବଡ ବୟାନ ଦେଇଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନେ ଖଡଗେ । ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି ଖଡଗେ । ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ମମତାଙ୍କ ବୟାନକୁ ବିଜେପିକୁ ଆହୁରି ଶକ୍ତିଶାଳୀ କରୁଛି ବୋଲି…

ପୁରୀ ଶଂକରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଦାବି , ସାଢେ ୩ ବର୍ଷ ମଧ୍ୟରେ ହିନ୍ଦୁ ରାଷ୍ଟ୍ର ହୋଇଯିବ ଭାରତ

କନକ ବ୍ୟୁରୋ : ଗୋବର୍ଦ୍ଧନ ପୀଠ ପୁରୀର ଶଂକରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି କି, ଦେଶ ବିଭାଜନ ବେଳେ ମାନବାଧିକାର ଓ ସୀମା ଦୃଷ୍ଟିରୁ ସେତେବେଳେ ଭାରତକୁ ହିନ୍ଦୁ ରାଷ୍ଟ୍ରଭାବେ ଘୋଷଣା କରିଦେବାର ଆବଶ୍ୟକତା ଥିଲା । ଯାହା ଫଳରେ ଦେଶବାସୀ ଏବେ ଏଭଳି ଅସୁବିଧାରେ ସମ୍ମୁଖୀନ…

ଯଦି ମୁଁ ଦସ୍ତଖତ କରିଥାନ୍ତି ତେବେ ମନ୍ଦିର ବଦଳରେ ମସଜିଦ ନିର୍ମାଣ ହୋଇଯାଇଥାନ୍ତା, କିନ୍ତୁ ମୁଁ ଏମିତି ହେବାକୁ…

କନକ ବ୍ୟୁରୋ : ଗୋବର୍ଦ୍ଧନ ପୀଠ ପୁରୀର ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଦାବି କରିଛନ୍ତି ଯେ ଯଦି ମୁଁ ରାମାଳୟ ଟ୍ରଷ୍ଟରେ ଦସ୍ତଖତ କରିଥା’ନ୍ତି, ତେବେ ଅଯୋଧ୍ୟାରେ ଏକ ମସଜିଦ ନିର୍ମାଣ ହୋଇଥାନ୍ତା। ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ନରସିମା ରାଓ ଜୀବିତ ଥାନ୍ତେ, ସେ ଏ…

ଖତ ଖାଉଛି ବିଜୁ ଗାଁ ଗାଡି: ପ୍ରଶାସନିକ ଉଦାସୀନତାରୁ ଫେଲ ମାରିଲା ଯୋଜନା

କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଗାଁକୁ ଗାଁ ଗମନାଗମନର ସୁବିଧା ଲକ୍ଷ୍ୟରେ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ବିଜୁ ଗାଁ ଗାଡି ଯୋଜନା । ଏହି ଯୋଜନାରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ବିଜୁ ଗାଁ ଗାଡି ଗୁଡିକୁ ଲିଜ ସୂତ୍ରରେ ନେଇ ସ୍ୱାବଲମ୍ବି ହେବା ସହ…

ନକଲି କମ୍ପାନୀ ଖୋଲି ଟଙ୍କା ଲୁଟିନେଲେ ଦଲାଲ: ଲୋନ ଆକାରରେ ଠକିନେଲେ ୧୦ ଲକ୍ଷ ଟଙ୍କା 

କନକ ବ୍ୟୁରୋ: ନକଲି କମ୍ପାନି, ଜାଲ କାଗଜ ପତ୍ର ଦେଖାଇ ଟଙ୍କା ଠକିନେଲେ ଦୁର୍ବୃତ । ରାଜଧାନୀରେ ନକଲି କମ୍ପାନୀ ଖୋଲି ଜଣେ ବ୍ୟକ୍ତିଙ୍କ ଜାଲ ଡକ୍ୟୁମେଂଟସ ପ୍ରସ୍ତୁତ କରି ଋଣ ଭାବେ ବଜାଜ ଫାଇନାନର୍ସକୁ ୧୦ଲକ୍ଷ ଟଙ୍କାର ଚୁନା ଲଗେଇଥିଲେ । ଏନେଇ ଅଭିଯୋଗ ହେବା ପରେ ତଦନ୍ତ କରି ଦଲାଲ ସମେତ ୪…

ଜେଲରୁ ବାହାରିବା ପରେ ଆରୟନଙ୍କୁ ଦେଖିବାକୁ ଯାଇଥିଲେ ଲୋକେ । ଗହଳି ଭିତରେ ଚୋରି ହୋଇଗଲା ୧୦ଟି ମୋବାଇଲ୍ ।

କନକ ବ୍ୟୁରୋ : ‘ଡ୍ରଗ୍‌ସ୍‌-ଅନ୍‌-କ୍ରୁଜ୍‌’ ମାମଲାରେ ପ୍ରାୟ ୩ ସପ୍ତାହ ଜେଲ୍‌ରେ ରହିବା ପରେ ଆରୟନଙ୍କୁ ମୁକ୍ତ କରାଯାଇଥିଲା । ଆର୍ଥର୍‌ ରୋଡ୍‌ ଜେଲ୍‌ କର୍ମଚାରୀମାନେ ‘ବେଲ୍‌ ବକ୍ସ୍‍’ରୁ ଜାମିନ କାଗଜପତ୍ର ନେଇ ଆରୟନଙ୍କୁ ମୁକୁଳାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ । ଗତ ଗୁରୁବାର…