Daily Archives

October 29, 2021

ୱାଙ୍ଖଡେଙ୍କ ସମସ୍ୟା ବଢାଇଲେ ନୱାବ: ଆଉ ଏକ ଅଭିଯୋଗ ଆଣିଲେ ମହାରାଷ୍ଟ୍ର ମନ୍ତ୍ରୀ

କନକ ବ୍ୟୁରୋ: ପୁଣିଥେରେ ଅନସିବି ଅଧିକାରୀ ସମିର ୱାନଖଡେଙ୍କୁ ଟାର୍ଗେଟ କରିଛନ୍ତି ନବାବ ମଲିକ । ମୁମ୍ବ୍ଧାଇ ଡ୍ରଗ କେସ ମାମଲାରେ ଆରର୍ୟନ ଖାନ କୁ ବେଲ ମିଳିବା ପରେ ପିକଚର ଅଭି ବାକି ହେ ମେରେ ଦୋସ୍ତ ବୋଲି ଟୁଇଟ କରିଛନ୍ତି ନବାବ ମଲିକ । ଅନ୍ୟପଟେ ନବାବଙ୍କ ସମସ୍ତ ଅଭିଯୋଗ ଭିତିହିନ ଓ…

ଜିମରେ ବ୍ୟାୟାମ କରୁ କରୁ ହଠାତ ହେଲା ହୃଦଘାତ: ୪୬ବର୍ଷ ବୟସରେ ଆରପାରିକୁ ଚାଲିଗଲେ କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାର

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ । ସକାଳେ କରିଥିଲେ ଟ୍ୱିଟ୍, ଆଉ ଅପରାହ୍ନରେ ଛାଡିଦେଲେ ଦୁନିଆ । ସାଉଥ ସୁପରଷ୍ଟାର ତଥା କନ୍ନଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କଳାକାର ପୁନୀତ ରାଜକୁମାର ଆଉ ଆମ ଗହଣରେ ନାହାଁନ୍ତି । ୪୬ ବର୍ଷ ବୟସରରେ ହୃଦଘାତ ଜନୀତ ଅକାଳ ବିୟୋଗ ଘଟିଛି ପୁନୀତ ରାଜକୁମାରଙ୍କର…

ଗୋଆରେ ଟିଏମସି ପାଇଁ ପ୍ରାର୍ଥୀ ଗୋଟାଉଛନ୍ତି ମମତା ବାନାର୍ଜୀ: ବିଜେପିକୁ ମାତ ଦେବା ପାଇଁ ପ୍ରସିଦ୍ଧ ଲୋକଙ୍କୁ ଦଳରେ…

କନକ ବ୍ୟୁରୋ: ତୃଣମୂଳ କଂଗ୍ରେସରେ ଯୋଗଦେଲେ ଲୋକପ୍ରିୟ ଟେନିସ ତାରକା ଲିଆଣ୍ଡର ପେସ ଏବଂ ପୂର୍ବତନ ମିସ୍ ଇଣ୍ଡିଆ ତଥା ବଲିଉଡ୍ ଅଭିନେତ୍ରୀ ନଫିସା ଅଲ୍ଲୀ । ୩ ଦିନିଆ ଗୋଆ ଗ୍ରସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଉତରୀୟ ଦେଇ ଲିଆଣ୍ଡର ପେସ୍ ଓ ନଫିସା…

ଶୋଚନୀୟ ହୋଇ ପଡିଲାଣି ପାକିସ୍ତାନର ଆର୍ଥିକ ସ୍ଥିତି: ପାକିସ୍ତାନର ଘରୋଇ ଉତ୍ପାଦ ଠାରୁ ଟେସଲା ମାଲିକ ଏଲନ ମସ୍କଙ୍କ…

କନକ ବ୍ୟୁରୋ: ପୁଣି ଥରେ ଚର୍ଚାରେ ଏଲନ ମସ୍କ । ନିଜର ମୋଟ ସମ୍ପତିକୁ ନେଇ ଏବେ ସେ ଚର୍ଚାରେ । ବିଶ୍ୱର ସବୁଠାରୁ ଧନିର ଆଖ୍ୟା ହାସଲ କରିଛନ୍ତି ମସ୍କ । ପାକିସ୍ତାନର ଘରୋଇ ଉତ୍ପାଦ ଠାରୁ ଟେସଲା ମାଲିକ ଏଲନ ମସ୍କଙ୍କ ସମ୍ପତି ଅଧିକ । ନିକଟରେ ମସ୍କଙ୍କ କମ୍ପାନୀ ଟେସଲା ର ସେୟାରରେ ବୃଦ୍ଧି…

ଜାମିନ୍ ପରେ ବି ଆଉ ଗୋଟିଏ ରାତି ଜେଲରେ କାଟିବେ ଆରୟନ ଖାନ୍: ଜାଣନ୍ତୁ କାହିଁକି?

କନକ ବ୍ୟୁରୋ: ବେଲ୍ ମିଳିବା ପରେ ବି ଆଜି ଜେଲ୍ରୁ ବାହାରି ପାରିଲେନି ଆରୟନ ଖାନ୍ । ବମ୍ବେ ହାଇକୋର୍ଟରୁ ଏନଡିପିଏସ୍ କୋର୍ଟ ପର୍ଯ୍ୟନ୍ତ ଜାମିନ୍ ପାଇଁ ପ୍ରକ୍ରିୟାରେ ବିଳମ୍ବ ହେତୁ ସମୟ ଭିତରେ ଜେଲରେ ପହଁଚି ପାରିଲାନି କୋର୍ଟଙ୍କ ଜାମିନ ଅର୍ଡର ଫଳରେ ଶାହରୁଖ ଖାନ୍ଙ୍କ ପୁଅଙ୍କୁ ଆଜି ରାତି…

ବଦଳିଲେ ଡିଏମଇଟି: ସିବିକେ ମହାନ୍ତିଙ୍କ ସ୍ଥାନରେ ରମାରମଣ ମହାନ୍ତିଙ୍କୁ ଦାୟିତ୍ୱ

କନକ ବ୍ୟୁରୋ: ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସ୍ଥାନ ନେବେ ପ୍ରଫେସର ଡାକ୍ତର ରମାରମଣ ମହାନ୍ତି । ଆସନ୍ତା ୩୧ ତାରିଖରେ ଡାଇରେକ୍ଟର ଅଫ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂର ନିର୍ଦ୍ଦେଶକ ଭାବେ ଡାକ୍ତର ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ଦାୟିତ୍ୱ ନେବେ ନୂଆ…