Daily Archives

October 20, 2021

୬,୬,୬,୬,୬,୬,୬,୬ ।  ଗୋଟିଏ ଓଭରରେ ବ୍ୟାଟ୍ସମ୍ୟାନ୍ ମାରିଲେ ୮ ଛକା । 

କନକ ବ୍ୟୁରୋ: ଗୋଟିଏ ଓଭରରେ ଜଣେ ବ୍ୟାଟ୍ସମ୍ୟାନ୍ ମାରିଲେ ୮ ଛକା ସହ ୫୦ ରନ୍ । କଥାଟି ଆପଣଙ୍କୁ ଆଶ୍ଚଯ୍ୟ ଲାଗୁ ଥାଇପାରେ । ହେଲେ କଥାଟି କିନ୍ତୁ ପୂରାପୁରି ସତ । ଅଷ୍ଟ୍ରେଲିଆର ଜଣେ ବ୍ୟାଟ୍ସମ୍ୟାନଙ୍କ ଏହି କରାମତି ଏବେ ତାଙ୍କୁ ସାରା ବିଶ୍ୱରେ ଚର୍ଚ୍ଚିତ କରିଛି । ତେବେ ଏହି ଖେଳାଳିଙ୍କ…

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ନେଇ ବଢୁଛି ବିବାଦ । ଇସ୍ତଫା ଦାବି କରୁଛନ୍ତି ବିରୋଧୀ । ଆପଣଙ୍କ ମତ କ’ଣ, ଇସ୍ତଫା ଦେବା…

କନକ ବ୍ୟୁରୋ : କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ନବୀନ ସରକାରଙ୍କ ଏହି ପାୱାରଫୁଲ୍ ମନ୍ତ୍ରୀଙ୍କୁ ନେଇ ବଢୁଛି ବିବାଦ । ମମିତା ମେହେର ମୃତ୍ୟୁ ମାମଲାରେ ବିବାଦର ଅଡୁଆ ସୂତାରେ ଛନ୍ଦି ହୋଇଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ମମିତା ମେହେରଙ୍କୁ ହତ୍ୟା କରିଥିବା…

ଅରୁଣାଚଳ ସୀମାରେ ବୋଫୋର୍ସ ତୋପ ମୂତୟନ କଲା ସେନା । ଚୀନକୁ ଦେବ ମହଁତୋଡ ଜବାବ ।

କନକ ବ୍ୟୁରୋ: ସୀମା ଉପରେ ଏବେ ଚୀନକୁ କଡା ଟକ୍କର ଦେବ ଭାରତୀୟ ସେନା । କାହିଁକି ନା, ଅରୁଣାଚଳ ପ୍ରଦେଶ ନିକଟରେ ଚୀନ ସୀମାକୁ ଲାଗି ଭାରତ ବୋଫୋର୍ସ ତୋପର ମୂତୟନ କରିଛି । ତେବେ ବିବାଦ ଭିତରେ ଭାରତର ଏହି ପଦକ୍ଷେପକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ଅସଲ କଥା ହେଉଛି,…

ଉତ୍ତରପ୍ରଦେଶରେ ତୃତୀୟ ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ । କୁଶିନଗର ଏୟାରପୋର୍ଟକୁ ଉଦଘାଟନ କଲେ ମୋଦି ।

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୟୁପି ନାଗରିକ କୁଶିନଗର ଏୟାରପୋର୍ଟର ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ, ବୃଦ୍ଧ ଧର୍ମ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଦେଲେ ଭେଟି । ଉଡାଣ ଯୋଜନା ଅଧିନରେ ସାମିଲ ହେଲା କୁଶିନଗରର ଇଂଟରନ୍ୟାସନାଲ ଏୟାରପୋର୍ଟ । ଆଗକୁ ୟୁପିରେ ବିଧାନସଭା…

ମମିତା ମେହେର ମୃତ୍ୟୁ ଘଟଣାରେ ଜାତୀୟ ମହିଳା କମିଶନରଙ୍କ ଚିଠି । ପ୍ରଶ୍ନ ଉଠାଇଲେ ବିଜେଡି ମୁଖପାତ୍ର ।

କନକ ବ୍ୟୁରୋ: କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ ଜାତୀୟ ମହିଳା କମିଶନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପରେ ଏହି ଚିଠିକୁ ନେଇ ଆରମ୍ଭ ହୋଇଛି ବିବାଦ । ଜାତୀୟ ମହିଳା କମିଶନର ରେଖା ଶର୍ମା ରାଜ୍ୟର ଦୁଇ ମନ୍ତ୍ରୀ କ୍ୟାପଟେନ୍…