Daily Archives

October 27, 2021

ଡ୍ରଗ୍ସ ମାମଲାରେ ବଢିଲା ଆରୟନଙ୍କ ସମସ୍ୟା । ଘୁଞ୍ଚି ଘୁଞ୍ଚି ଚାଲିଛି ହାଇକୋର୍ଟଙ୍କ ଶୁଣାଣୀ । କେବେ ମିଳିବ ଜାମିନ୍?

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟ ମାମଲାରେ ଗିରଫ ଆରୟନ ଖାନ୍ଙ୍କ ସମସ୍ୟା ଶେଷ ହେବାର ନାଁ ନେଉନାହିଁ । ବମ୍ବେ ହାଇକୋର୍ଟରେ ଆରୟନଙ୍କ ଜାମିନ ନେଇ ଶୁଣାଣୀ ଚାଲିଥିବାବେଳେ, ବୁଧବାର ପୁଣିଥରେ ଶୁଣାଣୀ ଘୁଞ୍ଚାଇ ଦେଇଛନ୍ତି କୋର୍ଟ । ଗୁରୁବାର ହେବ ଆରୟନଙ୍କ ଜାମିନ୍ ନେଇ…

ପେଗାସସ୍ ମାମଲାରେ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ, ବ୍ୟକ୍ତିଗତ ଗୋପନୀୟତାରେ ହସ୍ତକ୍ଷେପ…

କନକ ବ୍ୟୁରୋ: ପେଗାସସ୍ ଗୁପ୍ତଚରୀ ମାମଲାର ତଦନ୍ତ କରିବ ଏକ୍ସପର୍ଟ ଟିମ୍ । ବୁଧବାର ମାମଲାର ଶୁଣାଣି କରି ଏପରି କହିଛନ୍ତି ସୁପ୍ରିମକୋର୍ଟ । ପେଗାସସ ଗୁପ୍ତଚରୀ ମାମଲାର ତଦନ୍ତ ନେଇ ୬ ଜଣିଆ ଏକ୍ସପର୍ଟ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଟିକିନିକି ଯାଂଚ କରି ୮ ସପ୍ତାହ…

ଥରିବ ଶତ୍ରୁ, ଡରିବ ପଡୋଶୀ । ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେଲା ଭାରତ । ଅଗ୍ନି-୫ର ସଫଳ ପରୀକ୍ଷଣ ।

କନକ ବ୍ୟୁରୋ: ସାବଧାନ ଚୀନ । ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଏପରି ଏକ ମାଇଲଖୁଣ୍ଟ ହାସଲ କରିଛି, ଯାହା ଶତ୍ରୁ ରାଷ୍ଟ୍ର ମନରେ ଛନକା ଭରିଦେଇଛି । ଭାରତର ବ୍ରହ୍ମାସ୍ତ୍ର କୁହାଯାଉଥିବା ଅଗ୍ନି-୫ ମିଜାଇଲର ସଫଳ ପରୀକ୍ଷା କରିଛି ଭାରତ । ଆଜି ସଂଧ୍ୟା ୭ଟା ୫୦ରେ ଓଡ଼ିଶାର ଅବଦୁଲ କଲାମ ଦ୍ୱୀପରୁ…

ଧନ ତେରାସରେ କେମିତି କିଣିବେ ସୁନା? ବିଶେଷଜ୍ଞଙ୍କ ପରାମର୍ଶ, ସୁନା ବଣ୍ଡରେ ନିବେଶ ଅଧିକ ଲାଭଦାୟକ

କନକ ବ୍ୟୁରୋ: ଧନ ତେରାସ ଯେତିକି ପାଖେଇ ଆସୁଛି, ଗହଣା ଦୋକାନରେ ସେତିକି ଭିଡ଼ ବଢ଼ିବାରେ ଲାଗିଛି । ଧନ ତେରାସ ଓ ଦୀପାବଳି ଅବସରରେ ସୁନା କିଣିଲେ, ଧନ ବଢ଼ିବ ବୋଲି ବିଶ୍ୱାସ କରାଯାଏ । ଏହାଛଡ଼ା ପୂର୍ବ ଅପେକ୍ଷା ସୁନା ଦର କମ ଥିବାରୁ ସୁନା କିଣିବାକୁ ଚାହୁଁଛନ୍ତି ଲୋକ । ଭୁବନେଶ୍ୱରରେ ୧୦…

ଫୁଟିବ ବାଣ, ଉଠିବ ଗଛ… ଏଥର ଦୀପାବଳିରେ ଫୁଟାନ୍ତୁ ମଞ୍ଜି ବାଣ । ପରିବେଶକୁ ସୁରକ୍ଷିତ ରଖିବ ସିଡ୍…

କନକ ବ୍ୟୁରୋ: ବାଣ ଫୁଟିବ, ଗଛ ଉଠିବ । ସବୁଜ ହେବ ସାରା ବିଶ୍ୱ । ବାଣ କିଣନ୍ତୁ ଆଉ ପରିବେଶ ସୁରକ୍ଷିିତ ରଖନ୍ତୁ । କଥାଟା ଟିକେ ଅଡୁଆ ଅଡୁଆ ଲାଗୁଛି ନା ।  ହଁ ଅଡୁଆ ଲାଗିବା ବି ସ୍ୱଭାବିକ । କାରଣ ଆମେ ସଭିଏଁ ଜାଣିଛୁ ବାଣ ଫୁଟାଇଲେ ପରିବେଶ ପ୍ରଦୁଷିତ ହୋଇଥାଏ । ପ୍ରକୃତି ବିପଦରେ ପଡିଥାଏ…

ସମ୍ପତ୍ତିି ଭାଗବଣ୍ଟା ଯୋଗୁଁ ୨୫ ଘଣ୍ଟା ପଡି ରହିଲା ବାପାଙ୍କ ମୃତଦେହ । ପୁଲିସର ହସ୍ତକ୍ଷେପ ପରେ ଜଳିଲା ବାପାଙ୍କ ଜୁଇ…

କନକ ବ୍ୟୁରୋ: ଏବେ ବି ଅନେକ ପରିବାରରେ ଝିଅ ଅପେକ୍ଷା ପୁଅର ଆଦର କାହିଁ କେତେଗୁଣ ଅଧିକ । କେହି କେହି ଝିଅ ହେଲେ ମୁହଁ ମୋଡୁଥିବାବେଳେ ଏକରୁ ଅଧିକ ପୁଅ ହେଲେ ବି ଖୁସିରେ ବିଭୋର ହୋଇଥାନ୍ତି । କିନ୍ତୁ ସେହିଭଳି ପୁଅଙ୍କ ଭିତରେ ସମ୍ପତିକୁ ନେଇ ଯେତେବେଳେ ବିବାଦ ହୁଏ, ଆଉ ସେହି ବିବାଦ ଯୋଗୁଁ…