Daily Archives

October 28, 2021

ଖସିଲା ସେନସେକ୍ସ, ୪ ଲକ୍ଷ, ୮୦ ହଜାର କୋଟି ହରାଇଲେ ନିବେଶକ । ୬ ମାସ ଭିତରେ ସେୟାର ବଜାରରେ ସବୁଠାରୁ ବଡ ହ୍ରାସ ।

କନକ ବ୍ୟୁରୋ: ପୁଣି ଖସିଲା ସେନସେକ୍ସ । ଗତ ୬ ମାସରେ ସବୁଠାରୁ ବଡ ହ୍ରାସ । ୪ ଲକ୍ଷ ୮୦ ହଜାର କୋଟିର କ୍ଷତି । ଗତ କିଛିଦିନହେଲାଣି ଭାରତୀୟ ବଜାର ଚାପ ଦେଖାଯାଇଥିଲା । ଯାହାଫଳରେ ଆଜି ବଜାରରେ ଭାରି ପ୍ରଭାବ ପକାଇଛି । ଗତ ୬ ମାସରେ ସବୁଠାରୁ ବଡ ହ୍ରାସ ଘଟି ବମ୍ବେ ଷ୍ଟକ ଏକ୍ସଚେଞ୍ଜର…

ବିବାହ ବନ୍ଧନରେ ଆବଦ୍ଧ ହେବେ କି କ୍ୟାଟ୍ରିନା- ଭିକି? ଡିସେମ୍ବରରେ ବିବାହ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ବିବାହ କରିବାକୁ ଯାଉଛନ୍ତି ବଲିଉଡର ବର୍ତ୍ତମାନର ସବୁଠାରୁ ଚର୍ଚ୍ଚିତ ଯୋଡି ଭିକି କୌଶଲ ଓ କ୍ୟାଟ୍ରିନା କୈଫ । ଆଉ ରାଜସ୍ଥାନରେ ହେବ ଏମାନଙ୍କ ଡେଷ୍ଟିନେସନ୍ ୱେଡିଂ । ଏଭଳି ଖବର ଏବେ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ସାଉଁଟିଛି । ଖବର ମିଳିଛି କେବଳ କିଛି ଅନ୍ତରଙ୍ଗ ବନ୍ଧୁ ଓ…

ଦଶନ୍ଧି ଦଶନ୍ଧି ଧରି ଜାତୀୟ ରାଜନୀତିରେ ରହିବ ବିଜେପିର ଦବଦବା । ସହଜ ହେବନି ବିଜେପିକୁ ହରାଇବା ।

କନକ ବ୍ୟୁରୋ: ଭାରତ ରାଜନୀତିର ବଡ଼ ଶକ୍ତି ବିଜେପି । ଆହୁରି ଦଶ ବର୍ଷ ସରକାର ଗଢିବ ଦଳ । ଏଭଳି ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଗୋଆର ଏକ ମ୍ୟୁଜିୟମରେ ଆଲୋଚନା ସମୟରେ ଏଭଳି ସାଂଘାତିକ ବୟାନ ଦେଇଛନ୍ତି ପ୍ରଶାନ୍ତ କିଶୋର । ବିରୋଧିଙ୍କ ଉଦ୍ଦେଶ୍ୟରେ…

ପୁଣି ଥରେ ଅମ୍ରିତଙ୍କ ପାଇଁ ହାତ ବଢ଼ାଉ ଓଡ଼ିଶା । ଫୁସଫୁସ୍ ପ୍ରତିରୋପଣ ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ବାଧକ ସାଜିଛି…

କନକ ବ୍ୟୁରୋ: ପୁଅର ଚିକିତ୍ସା ପାଇଁ ଅଭାବ ପଡିଛି ଟଙ୍କା । ହାତ ଯୋଡି ସାହାଯ୍ୟ ମାଗୁଛି ମା । ଆମେ କହୁଛୁ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅମ୍ରିତ ପ୍ରଧାନଙ୍କ ମାଙ୍କ କଥା । ଅମ୍ରିତଙ୍କର ଫୁସଫୁସ ପ୍ରତିରୋପଣ ସରିଛି । କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଲାଣି । ଆଗାମୀ ଚିକିତ୍ସା ପାଇଁ…

ଦେଶରେ ନଭେମ୍ବର ୩୦ ଯାଏଁ ବଢିଲା କୋଭିଡ କଟକଣା, ଜାଣନ୍ତୁ କଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରଣାଳୟର ସୂଚନା ମୁତାବକ କରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ଚାଲିଥିବା କୋଭିଡ କଟକଣାକୁ ନଭେମ୍ବର ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଦେଶରେ ଗତକାଲିର ତୁଳନାରେ ଆଜି ସଂକ୍ରମିଣ ହାର ୨୦ ପ୍ରତିଶତ ବୃଦ୍ଧି ପାଇବାପରେ ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର…