Daily Archives

October 13, 2021

ଆଇପିଏଲ୍ ଫାଇନାଲରେ କେକେଆର୍ । ଦିଲ୍ଲୀ କ୍ୟାପିଟାଲକୁ ହରାଇ ଜିତିଲା ଫାଇନାଲ୍ ଟିକେଟ୍ । ଶୁକ୍ରବାର ଫାଇନାଲରେ…

କନକ ବ୍ୟୁରୋ: ଆଇପିଏଲ ଫାଇନାଲରେ କେକେଆର୍ । ବୁଧବାର ଦିଲ୍ଲୀ କ୍ୟାପିଟାଲକୁ ୩ ୱିକେଟରେ ହରାଇ କୋଲକାତା ନାଇଟ୍ ରାଇଡର୍ସ ଚଳିତ ଆଇପିଏଲର ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଏଥିସହିତ ଆଗାମୀ ଶୁକ୍ରବାର ଆଇପିଏଲ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସକୁ କୋଲାକାତା ନାଇଟ୍ ରାଇଡର୍ସ ଭେଟିବା…

ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଡିଲା ଶହ ଶହ ପଶୁପକ୍ଷୀଙ୍କ ବଳି । ପ୍ରଶାସନର ବାରଣ ସତ୍ୱେ ରକ୍ତରେ ଭିଜିଲା ରାଜ…

କନକ ବ୍ୟୁରୋ : ମାଣିକେଶ୍ୱରୀ ପୀଠରେ ଶହଶହ ପଶୁପକ୍ଷୀଙ୍କ ବଳି ପଡିଛି । ପ୍ରଶାସନର ବାରଣ ସତ୍ୱେ ପରମ୍ପରାର ଦ୍ୱାହି ଦେଇ ଅବାଧରେ ଦିଆଯାଉଛି ବଳି । ଲୋକ ଗହଳି ଓ ପଶୁ ବଳି ରୋକିବାକୁ ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରରେ ୧୪୪ ଧାରା ଜାରି ହୋଇଥିଲା । କିନ୍ତୁ ଜେନାଖାଲରୁ ମାଆଙ୍କ ଛତର ପୀଠ…

କମାଲ କଲା କୋଲକାତା: ଦିଲ୍ଲୀକୁ ୧୩୫ ରନରେ ଅଟକାଇଲା କେକେଆର

କନକ ବ୍ୟୁରୋ: ଆଜିର ଆଇପିଏଲ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ କୋଲକାତା ଦମଦାର ବୋଲିଂ କରିଛି । ଫଳରେ ଦିଲ୍ଲୀକୁ ୧୩୫ ରନରେ ଅଟକାଇଛି କୋଲକାତା । ଏବେ କୋଲକାତା ଆଗରେ ୧୩୬ ରନର ବିଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ କୋଲକାତା ବୋଲରଙ୍କୁ ସାମ୍ନା କରିବାକୁ ହେବ । ଯିଏ…

ସହିଦଙ୍କୁ ଶେଷ ସମ୍ମାନ: ପାର୍ଥିବ ଶରୀରକୁ କାନ୍ଧେଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି

କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀର ସର୍ଚ୍ଚ ଅପରେସନ୍ ବେଳେ ସହିଦ ହୋଇଥିବା ବୀର ଯବାନଙ୍କ ବଳୀଦାନ କୁ ସାରା ଦେଶ ମନେ ରଖିବ । ଅକ୍ଟୋବର ୧୧ ତାରିଖରେ ପୁଂଚ ସେକ୍ଟରରେ ୫ ଜଣ ଯବାନ ଦେଶ ସୁରକ୍ଷା ଦେବା ସମୟରେ ଆତଙ୍କୀଙ୍କ ଗୁଳିର ଶୀକାର ହୋଇଥିବା ସହିଦଙ୍କୁ ଶ୍ରଦ୍ଧାଂଜଳୀ ଦେଉଛି ସାରା ଦେଶ ।…

କୋଟିଆରେ ପୁଣି ମୁହାଁମୁହିଁ ହେଲେ ଆନ୍ଧ୍ର ଅଧିକାରୀ ଓ ପଟ୍ଟାଙ୍ଗୀ ବିଧାୟକ ।

କନକ ବ୍ୟୁରୋ : ପୁଣି କୋଟିଆରେ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ଅଧିକାରୀ ଓ ପଟ୍ଟାଙ୍ଗୀ ବିଧାୟକ । ଓଡିଶାର ତମାମ ପ୍ରୟାସ ସତ୍ୱେ କୋରାପୁଟର ସୀମାନ୍ତ ଗାଁରେ ଆନ୍ଧ୍ର ତାର ଷଡଯନ୍ତ୍ର ଚଳାଇଛି । ଆଜି ଆନ୍ଧ୍ର ପ୍ରଦେଶର କିଛି ସରକାରୀ ଅଧିକାରୀ ଫାଟୁସିନେରୀ ଗାଁରେ ଆଙ୍ଗନୱାଡି କେନ୍ଦ୍ର ପାଇଁ ଏକ…

ଲଖିମପୁର ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ । କହିଲେ ବାପା ମନ୍ତ୍ରୀ ଅଛନ୍ତି, କେମିତି ହେବ…

କନକ ବ୍ୟୁରୋ: ଉତରପ୍ରଦେଶ ଲଖୀମପୁର ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ୫ ଜଣିଆ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦଙ୍କୁ ଭେଟିଛି । ରାଷ୍ଟ୍ରପତିଙ୍କୁ ଭେଟି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ…