Daily Archives

July 26, 2021

ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା କେନ୍ଦ୍ର ବିଜେପି । ୟେଦିୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କିଏ ହେବ…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦେଇଛି କେନ୍ଦ୍ର ବିଜେପି । ୟେଦିୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଏନେଇ ଧର୍ମେନ୍ଦ୍ରଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । କର୍ଣ୍ଣାଟକରେ ବିଜେପିର ବିଭିନ୍ନ ପକ୍ଷ ଓ…

ସରକାରଙ୍କୁ ରାକେଶ ଟିକାୟତଙ୍କ ଚେତାବନୀ, ଦାବି ନମାନିଲେ ଦିଲ୍ଲୀ ଭଳି ଲକ୍ଷ୍ନୌର ସବୁ ରାସ୍ତା ବନ୍ଦ କରାଯିବ

କନକ ବ୍ୟୁରୋ : କୃଷକ ନେତା ରାକେଶ ଟିକାୟତ ଆଜି ସରକାରଙ୍କୁ ଏକ ବଡ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କି ସରକାର ଯଦି କୃଷକମାନଙ୍କର ଦାବି ନମାନନ୍ତି ତେବେ ଲକ୍ଷ୍ନୌରେ ଦିଲ୍ଲୀଭଳି ପରିସ୍ଥିତି ଦେଖାଦେବ ଓ ଉତ୍ତରପ୍ରଦେଶକୁ ଆନ୍ଦୋଳନ ପ୍ରଦେଶ କରିଦେବେ । ରାକେଶ ଟିକାୟତ କହିଛନ୍ତି କି…

ଘରକୁ ଫେରିଲେ ଅଲିମ୍ପିକ୍ସ ପଦକ ବିଜୟୀନି ମୀରାବାଇ ଚାନୁ । ଦିଲ୍ଲୀ ଏୟାରପୋର୍ଟରେ ଦିଆଗଲା ଭବ୍ୟ ସ୍ୱାଗତ

କନକ ବ୍ୟୁରୋ: ଅଲିମ୍ପିକ୍ସରେ ଚମତ୍କାର ଦେଖାଇ ସ୍ୱଦେଶ ଫେରିଲେ ଚାନୁ । ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ଆଜି ଆସି ଦିଲ୍ଲୀ ବିମାନବନ୍ଦରରେ ପହଂଚିଛନ୍ତି । ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବିଭିନ୍ନ ସ୍ଲୋଗାନ ଦେଇ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ…

ଲୋକସଭାରେ ନୂଆ ଶିକ୍ଷାନୀତି ସମ୍ପର୍କରେ ଉତ୍ତର ରଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । କହିଲେ , ନୂଆ ଶିକ୍ଷାନୀତିରେ…

କନକ ବ୍ୟୁରୋ: ଭାରତ ସରକାର ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ନୂଆ ଜାତୀୟ ଶିକ୍ଷା ନୀତି ଘୋଷଣା କରିଛନ୍ତି । ଏହା ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ (ଏନଆରଏଫ) ଗଠନ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ବୌଦ୍ଧ ଓ ନୟାଗଡ଼ ଆଦି ରହିଛି…

ସହିଦକୁ ଝୁରୁଛି ପରିବାର…ଆଜି ସାରା ଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସ, ବୀର ଯବାନଙ୍କୁ ମନେ ପକାଉଛନ୍ତି…

କନକ ବ୍ୟୁରୋ : କାର୍ଗିଲ ଯୁଦ୍ଧକୁ ପୁରିଲା ୨୨ ବର୍ଷ । ଦେଶବାସୀ ଆଜି ବିଜୟ ଦିବସ ପାଳିଛନ୍ତି । ଯୁଦ୍ଧରେ ଶତ୍ରୁକୁ ପରାସ୍ତ କରିଥିଲେ ଭାରତୀୟ ସେନା । କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଚୌଦ୍ୱାରର ବୀର ଯବାନ ରାଜକିଶୋରଙ୍କୁ ମନେ ପକାଉଛନ୍ତି ପରିବାର । ଦେଶ ସୁରକ୍ଷାରେ ନିଜକୁ ଉତ୍ସର୍ଗ…