Daily Archives

July 13, 2021

ପୃଥିବୀକୁ ମାଡି ଆସୁଛି ସୌରଝଡ । ଧ୍ୱଂସ କରିପାରେ ମହାକାଶର ସାଟେଲାଇଟ୍, ପ୍ରଭାବିତ ହୋଇପାରେ ସାରା ଦୁନିଆର ବିଜୁଳି…

କନକ ବ୍ୟୁରୋ : ପୃଥିବୀ ପୃଷ୍ଠକୁ ଖୁବ ଦ୍ରୁତ ଗତିରେ ମାଡି ଆସୁଛି ଏକ ସୌରଝଡ । ଘଂଟା ପ୍ରତି ଏହା ପ୍ରାୟ ୧୬ ଲକ୍ଷ କିଲୋମିଟର ଗତିରେ ଅଗ୍ରସର ହେଉଛି । ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ସୂଚନା ଅନୁସାରେ ଏହା ଆଜି କିମ୍ବା ଆସନ୍ତାକାଲି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ପ୍ରବେଶ…

ଅଦରକାରୀ କାଗଜପତ୍ର ପୋଡୁ ପୋଡୁ ନିଜେ ପୋଡିଗଲେ । ଆକାଳରେ ଚାଲିଗଲା ସହକାରୀ ବନ ସଂରକ୍ଷକଙ୍କ ଜୀବନ । କିଛି ମାସ ତଳେ…

କନକ ବ୍ୟୁରୋ: କିଛି ମାସ ତଳେ ହୋଇଥିଲା ବିବାହ । ବେଶ ହସଖୁସିରେ ବନ ବିଭାଗର କ୍ୱାର୍ଟର୍ରେ ରହୁଥିଲେ ଦମ୍ପତି । ହେଲେ ଦମ୍ପତିଙ୍କ ଜୀବନରେ ଏମିତି ଏକ ଝଡ଼ ଆସିଲା, ଯାହା ସବୁ କିଛି ଛାରଖାର କରିଦେଇଗଲା । ଜିଅନ୍ତା ଜଳିଗଲେ ସହକାରୀ ବନ ସଂରକ୍ଷକ । ସୂଚନା ଅନୁସାରେ କିଛି ଅଦରକାରୀ କାଗଜପତ୍ର…

ପତଞ୍ଜଳୀ ଆଣିବ ଆଇପିଓ ! ସହଯୋଗୀ କମ୍ପାନୀ ରୂଚୀ ସୋୟା କମ୍ପାନୀର ଏଫପିଓ ଲଂଚ୍ ଅବସରରେ ବାବା ରାମଦେବଙ୍କ ଘୋଷଣା ।

କନକ ବ୍ୟୁରୋ : ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଆୟୁର୍ବେଦ ଲିମିଟେଡର ସହଯୋଗୀ କମ୍ପାନୀ ରୂଚୀ ସୋୟାର ଏଫପିଓ ଘୋଷଣା କରିଛି । ପତଞ୍ଜଳୀ ଏଫଏମସିଜି ସେକ୍ଟରରେ ହିନ୍ଦୁସ୍ଥାନ ଲିଭରକୁ ବି ପଛରେ ପକାଇବାକୁ ପ୍ରୟାସ କରିଛି । କମ୍ପାନୀର ଯୋଜନା ଉପରେ ବାବା ରାମଦେବ କହିଛନ୍ତି କି, ପତଞ୍ଜଳୀ…

ରାଜଧାନୀରେ ମାତିଛନ୍ତି ସୁନ୍ଦରୀ ଲୁଟେରା । ସୋସିଆଲ ମିଡ଼ିଆକୁ ମୋହରା କରି ବନ୍ଧୁତ୍ୱ ନାଁରେ ଲୁଟୁଛନ୍ତି ଲକ୍ଷ ଲକ୍ଷ…

କନକ ବ୍ୟୁରୋ: ରାଜଧାନୀରେ ମାତିଛନ୍ତି ସାଇବର ସୁନ୍ଦରୀ । ଆଉ  ସୋସିଆଲ ମିଡିରେ ବନ୍ଧୁତ୍ୱ କରି  ବୟସ୍କ ଓ ଅନ୍ୟ ଲୋକଙ୍କୁ ଫସାଇଦେଉଛନ୍ତି ।  ଆଉ ଟଙ୍କା ନ ଦେଲେ ଭିଡିଓ ଭାଇରାଲର ଧମକ ଦେଉଛନ୍ତି ।  ଆଉ ଏଭଳି କରି ଲକ୍ଷ ଲକ୍ଷ ଠକୁଛନ୍ତି ସାଇବର ଠକ । ଏଭଳି ଅନେକ  ଅଭିଯୋଗ ଏବେ ସାଇବର ହେଲ୍ପ…

କୋଭିଡ୍ କଟକଣାକୁ ନେଇ ଇଂଲଣ୍ଡର ବଡ଼ ନିଷ୍ପତ୍ତି । ଜୁଲାଇ ୧୯ରୁ ଇଂଲଣ୍ଡରେ ହଟିବ ଲକଡାଉନ କଟକଣା, ସଂକ୍ରମିତ ହେଲେ ନିଜକୁ…

କନକ ବ୍ୟୁରୋ : ବିଶ୍ୱ କରୋନା ସହିତ ଲଢେଇ କରୁଛି । ଆଉ ଏହାରି ଭିତରେ ଇଂଲଣ୍ଡ ଏକ ବହୁତ ବଡ ନିଷ୍ପତ୍ତି ନେବାକୁ ଯାଉଛି । ଆସନ୍ତା ସପ୍ତାହରୁ ଇଂଲଣ୍ଡ ଲକଡାଉନ୍ କଟକଣା ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛି । ଏନେଇ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଘୋଷଣା ପରେ ବିଭିନ୍ନ ଦେଶ ଏବେ…

ଶ୍ରୀକ୍ଷେତ୍ରରେ ଠାକୁର, ସିଙ୍ଗାପୁରରେ ଶ୍ରଦ୍ଧାଳୁ । ଡିଜିଟାଲ ଯୁଗରେ ଅନଲାଇନ ଦର୍ଶନ । ଭିଡିଓ କଲିଂ ଜରିଆରେ…

କନକ ବ୍ୟୁରୋ: ସତରେ, ଇଚ୍ଛା ଥିଲେ ବାଟ ଆପେ ଆସେ । ଭଗବାନଠାରୁ ଭକ୍ତକୁ ଦୂରେଇ ଦେଇଛି ଭୂତାଣୁ । କିନ୍ତୁ ଭଗବାନ ପାଖରେ ପହଂଚିବା ପାଇଁ ନୂଆ ନୂଆ ବାଟ ବାହାର କରିଛନ୍ତି ଭକ୍ତ । କରୋନା କାଳରେ ଶ୍ରୀକ୍ଷେତ୍ରକୁ ଆସି ଠାକୁର ଦର୍ଶନ କରିବା ସିନା ସଂଭବ ହୋଇନି, ହେଲେ ଡିଜିଟାଲ ଯୁଗରେ ଅନଲାଇନରେ…