Daily Archives

July 3, 2021

ଡ୍ରୋନ୍ ଆକ୍ରମଣ ପାଇଁ ପାକିସ୍ତାନକୁ ମିଳିବ ମୁହଁତୋଡ ଜବାବ । ସିଡିଏସ ବିପିନ ରାୱତଙ୍କ କଡ୍ଡା ଚେତାବନୀ । କହିଲେ…

କନକ ବ୍ୟୁରୋ: ପାକିସ୍ତାନର ଡ୍ରୋନ ଆକ୍ରମଣ ଉଦ୍ୟମକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ । କହିଛନ୍ତି ଡ୍ରୋନ ଜରିଆରେ ଇସଲାମାବାଦ ଭାରତୀୟ ନାଗରିକ କିମ୍ବା ସେନା ଶିବିର ଉପରେ ଆକ୍ରମଣ କଲେ ଭୟଙ୍କର ଜବାବ ଦିଆଯିବ । ଆଉ ପ୍ରତିଜବାବ କେତେ…

କଡ ବଦଳାଇଲା ଉତ୍ତରାଖଣ୍ଡ ରାଜନୀତି । ୪ ମାସରେ ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପୁଷ୍କର ସିଂହ ଧାମି ।

କନକ ବ୍ୟୁରୋ: ତିନି ଦିନର ରାଜନୈତିକ ସଂକଟ ପରେ ଉତ୍ତରାଖଣ୍ଡକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ମାତ୍ର ୪ ମାସ ଧରି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ଥିବା ତୀରଥ ସିଂହ ରାୱତ ଗତକାଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ନୂଆ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂହ ଧାମିଙ୍କୁ ଚୟନ କରାଯାଇଛି ।…

ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ଅଲଗା ହେଲେ ଅଭିନେତା ଆମିର ଖାନ । ଦୀର୍ଘ ୧୫ ବର୍ଷର ସମ୍ପର୍କକୁ ଆପୋଷ ବୁଝାମଣାରେ…

କନକ ବ୍ୟୁରୋ: ଶେଷ ହେଲା ଦୀର୍ଘ ୧୫ ବର୍ଷର ସମ୍ପର୍କ । ବିଚ୍ଛେଦ ହେଲେ ବଲିଉଡ ଦମ୍ପତି ଆମିର ଖାନ୍ ଓ କିରଣ ରାଓ । ଏନେଇ ଉଭୟ ଆମିର ଓ କିରଣ ସୋସିଆଲ ମିଡିଆ ଜରିଆରେ ନିଜ ନିଜ ଷ୍ଟେଟମେଣ୍ଟ୍ ଜାରି କରିଛନ୍ତି । ଯେଉଁଥିରେ ଉଭୟ ଲେଖିଛନ୍ତି - “ ଏହି ୧୫ ବର୍ଷର ସମ୍ପର୍କ ଆମର ବେଶ ସୁନ୍ଦର…

ସାଇବର ଠକାମିର ଶିକାର ପରେ… । ଅଜୟଙ୍କୁ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ଯୋଗାଇବ ଚେନ୍ନାଇ କମ୍ପାନୀ ।

କନକ ବ୍ୟୁରୋ: ବ୍ଲାକ ଫଙ୍ଗସ ରୋଗରେ ପୀଡିତ ଅଜୟ ଭୁୟାଁଙ୍କୁ ଜୀବନ ରକ୍ଷାକାରୀ ଲିପୋସମାଲ ଇଂଜେକ୍ସନ ଯୋଗାଇ ଦେବ ଚେନ୍ନାଇ କମ୍ପାନୀ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଏହି ଇଂଜେକ୍ସନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ନେକ୍ସଜେନମେଡ…

କରୋନା ବଦଳାଇ ଦେଲା ପେଷା । ଯାତ୍ରା ଜଗତର ମହାବଳ ସଂଜୟ ଭୋଳଙ୍କ ଜୀବନ-ଜୀବିକାର ମାଧ୍ୟମ ପାଲଟିଛି ଏବେ ହୋଟେଲ ବ୍ୟବସାୟ…

କନକ ବ୍ୟୁରୋ: କରୋନା ଯୋଗୁଁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଯାତ୍ରା କଳାକାର । କେବଳ ଛୋଟ ଛୋଟ କଳାକାର ନୁହଁନ୍ତି ଯାତ୍ରା ଜଗତର ନାଁ କରା କଳାକାରଙ୍କ ରୋଜଗାର ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି । ଦୀର୍ଘ ଦିନ ହେବ ଯାତ୍ରା ବନ୍ଦ ରହିବାରୁ କେହି କେହି ରୋଜଗାର ପାଇଁ ବିକଳ୍ପ ବାଟ…

ଗୋଟିଏ ପଟେ ମହାମାରୀ, ଅନ୍ୟପଟେ ମହଙ୍ଗା ମାଡ଼ । ଏହାରି ଭିତରେ ସନ୍ତୁଳି ହେଉଛି ମଧ୍ୟବିତ୍ତ ।

କନକ ବ୍ୟୁରୋ: ନାଗଫାଶରେ ଫସି ଯାଇଛନ୍ତି ମଧ୍ୟବିତ୍ତ । ମହଙ୍ଗା ମାଡରେ ଭାଙ୍ଗି ଯାଇଛି ମଧ୍ୟବିତ୍ତ ମେରୁଦଣ୍ଡ । କରୋନା କଟକଣା ଓ ଭୂତାଣୁର ଭିଡ ଭିତରେ ଭୁଷୁଡି ଯାଇଛି ସେମାନଙ୍କ ଆର୍ଥିକ ସ୍ଥିତି । ରୋଜାଗର ସିନା ଠପ୍ ହୋଇଯାଇଛି, କିନ୍ତୁ ଖର୍ଚ୍ଚ ବଢିଛି । ରୋଷେଇ ଗ୍ୟାସ ଠାରୁ ଆରମ୍ଭ କରି…