Daily Archives

July 16, 2021

ବୋଲବମ ଯାତ୍ରାନେଇ ସୁପ୍ରିମକୋର୍ଟଙ୍କ ଶକ୍ତ ନୀତି । ପୁନଃ ବିଚାର ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ଦେଲେ ପରାମର୍ଶ

କନକ ବ୍ୟୁରୋ: କାଉଡିଆ ଯାତ୍ରା ନେଇ ସୁପ୍ରିମକୋର୍ଟ ଓ ଉତରପ୍ରଦେଶ ସରକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଦ୍ୱନ୍ଦ । ୟୁପି ସରକାର ରାଜ୍ୟରେ ପ୍ରତିକାତ୍ମକ ଭାବେ ବୋଲବମ ଯାତ୍ରା କରିବା ପାଇଁ ପକ୍ଷ ରଖିବା ପରେ, ଏନେଇ ପୁନଃ ବିଚାର କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଶ୍ରାବଣରେ ବୋଲବମ…

ଟୋକିଓ ଅଲିମ୍ପିକ୍ସ ଉପରେ କରୋନା ଆତଙ୍କ । ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଜଣେ ଆଥଲେଟ୍ ସମେତ ୫ କର୍ମଚାରୀ ଆକ୍ରାନ୍ତ 

କନକ ବ୍ୟୁରୋ: ଜାପାନ ରାଜଧାନୀ ଟୋକିଓରେ ଆସନ୍ତା ୨୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ-୨୦୨୦ । କରୋନା କାଳରେ ଅନେକ ପ୍ରତିବନ୍ଧକ ମଧ୍ୟରେ ଅଲିମ୍ପିକ୍ସ-୨୦୨୦ କରିବାକୁ ଯାଉଛି ଜାପାନ । ହେଲେ ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଟୋକିଓ ଉପରେ କୋଭିଡ୍-୧୯ ଆତଙ୍କ ଦେଖିବାକୁ ମିଳିଲାଣି ।…

‘ରାତି ସରି ସରି ଯାଉଛି’ର ଟ୍ରେଲର୍ ରିଲିଜ୍

କନକ ବ୍ୟୁରୋ: ମଞ୍ଜରୀ ମୁଭିଜ୍ ଏବଂ ଅମୀୟ ପଟ୍ଟନାୟକ ପ୍ରଡକସନ୍ସର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ନୂଆ ଓଡ଼ିଆ ସିନେମା ‘ରାତି ସରି ସରି ଯାଉଛି’ର ଟ୍ରେଲର୍ ରିଲିଜ୍ ହୋଇଛି। ଏହାର ଟ୍ରେଲରରେ ନାୟକ-ନାୟିକାଙ୍କ ଜବରଦସ୍ତ ରୋମାନ୍ସ ସାଙ୍ଗକୁ ଖଳନାୟକ ରାଇମୋହନଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ…

ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା । କାନ୍ଦାହାରରେ ତାଲିବାନୀଙ୍କ ଗୁଳିରେ ଟଳି ପଡିଲେ ରୟଟରର୍ସ ଫଟୋ…

କନକ ବ୍ୟୁରୋ: ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା । ଆଫଗାନିସ୍ତାନରେ ଚାଲିଥିବା ହିଂସାତ୍ମକ ପରିସ୍ଥିତିର କଭରେଜ ପାଇଁ ଗତ କିଛି ଦିନ ହେବ କାନ୍ଦାହାରରେ ରହୁଥିଲେ ଦାନିଶ ସିଦ୍ଦିକି । ରୟଟରର୍ସଙ୍କ ପାଇଁ କାମ କରୁଥିଲେ ଦାନିଶ । ଆଫଗାନ ଓ ତାଲିବାନ ସଂର୍ଘଷ ଭିତରେ ଯୁବ…

ଟି-ସିରିଜ୍ ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ଧର୍ଷଣ ଅଭିଯୋଗ । ଅଭିନୟ ପାଇଁ ସୁଯୋଗ ଦେବାକୁ କହି ଶାରିରୀକ ଶୋଷଣର…

କନକ ବ୍ୟୁରୋ: ଟି-ସିରିଜ୍ ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ଲାଗିଲା ଧର୍ଷଣ ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ୩୦ ବର୍ଷୀୟ ମଡେଲ । ସିନେମାର ଅଭିନୟ ପାଇଁ ସୁଯୋଗ ଦେବାର ମିଥ୍ୟା ପ୍ରତିଶୃତି ଦେଇ ଯୁବତୀଙ୍କୁ ଭୂଷଣ କୁମାର ନିର୍ଯାତନା ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସର…

ପଞ୍ଜାବ ରାଜନୀତିରେ ଖୋଲୁଛି ସାମାଧାନର ବାଟ । କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ବରିଷ୍ଠ ନେତା ନବଜ୍ୟୋତ…

କନକ ବ୍ୟୁରୋ: ପଦାରେ ପଡିଛି ପଞ୍ଜାବ ପ୍ରଦେଶ କଂଗ୍ରେସର ଭିତିରି କନ୍ଦଳ । ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂ ଓ ଦଳର ନେତା ନବଜ୍ୟୋତ ସିଦ୍ଧୁଙ୍କ ଭିତରେ ଚାଲିଥିବା ମତଭେଦର ସମାଧାନ ପାଇଁ ଆଗେଇ ଆସିଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଜି ଦିଲ୍ଲୀରେ ସୋନିଆଙ୍କୁ ଭେଟିଛନ୍ତି…