Daily Archives

July 27, 2021

ସୀମା ବିବାଦକୁ ନେଇ ଆସାମ ଓ ମିଜୋରାମ ପୋଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ । ୬ ଆସାମ ପୋଲିସ କର୍ମୀ ମୃତ, ଉଭୟ ପଟୁ ୮୦ରୁ…

କନକ ବ୍ୟୁରୋ : ଉତ୍ତର-ପୂର୍ବ ରାଜ୍ୟ ଆସାମ ଓ ମିଜୋରାମରେ ସୀମାକୁ ନେଇ ସଂଘର୍ଷ । ସୀମା ବିବାଦକୁ ନେଇ ଦୁଇ ରାଜ୍ୟର ପୁଲିସ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଏଥିରେ ଆସାମର ୬ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ରାଜ୍ୟର ଅନେକ ସୁରକ୍ଷାକର୍ମୀ…

ଧାନ ଚାଷ ସମୟରେ ମିଳୁନି ସାର । ଅଭାବ ଯୋଗୁ ଚଢ଼ା ଦାମରେ ବିକ୍ରି ହେଉଥିବା ଅଭିଯୋଗ । 

କନକ ବ୍ୟୁରୋ: ଚାଷୀମାନେ ଯେମିତି ସୁବିଧାରେ ସାର ପାଇବେ ସେଥିପାଇଁ ସୁଲଭ ମୂଲ୍ୟରେ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ହେଲେ, ସାରର ଚାହିଦାକୁ ଦେଖି ଦଲାଲ ମାନେ ସକ୍ରିୟ ହେବା ସହ ଚଢ଼ା ଦାମରେ ବିକ୍ରି କରୁଥିବା ଅଭିଯୋଗ ଆଣି ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଏପରିକି…

ଅକ୍ସିଜେନ ଅଭାବଜନିତ ମୃତ୍ୟୁ ନେଇ ସବୁ ରାଜ୍ୟକୁ ରିପୋର୍ଟ ମାଗିଲା କେନ୍ଦ୍ର । ତଥ୍ୟ ପ୍ରସ୍ତୁତ କରି ରିପୋର୍ଟ ଦେବାକୁ…

କନକ ବ୍ୟୁରୋ: ଅକ୍ସିଜେନ ଅଭାବରୁ କେତେଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କୁ ତଥ୍ୟ ମାଗିଛନ୍ତି କେନ୍ଦ୍ର ସରକାର । ତଥ୍ୟ ମିଳିବା ପରେ, ଚଳିତ ଅଧିବେଶନ ଶେଷ ହେବା ପୂର୍ବରୁ ସେହି ତଥ୍ୟକୁ ସଂସଦରେ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ଚଳିତ…

ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଉପରେ ବର୍ଷିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । କ୍ରାଇମବ୍ରାଞ୍ଚ ଜେରା ବେଳେ କାନ୍ଦି କାନ୍ଦି…

କନକ ବ୍ୟୁରୋ : ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ ରାଜ କୁନ୍ଦ୍ରାଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କ ହ୍ୱାଟ୍ସଆପ୍ ଚାଟ୍, ଫୋନ୍ ଏବଂ ଅନ୍ୟ ପ୍ରମାଣଗୁଡିକ ଧିରେ ଧିରେ ରାଜ କୁନ୍ଦ୍ରାଙ୍କ ଏହି ରହସ୍ୟ ଖୋଲିବାରେ ଲାଗିଛି । ସେପଟେ ପତ୍ନୀ ଶିଳ୍ପା ସେଟ୍ଟୀ ସ୍ୱାମୀଙ୍କ ଏହି କଳା…

ଦୁର୍ଦ୍ଦାନ୍ତ ହାଇଦରର ଅପରାଧ ଦୁନିଆର କାହାଣୀ । ବଡ ବଡ ଅଫିସରଙ୍କ ପରିବାରକୁ କରୁଥିଲା ଟାର୍ଗେଟ

କନକ ବ୍ୟୁରୋ: ଦୁର୍ଦ୍ଦାନ୍ତ ହାଇଦରର ଅପରାଧ ଦୁନିଆର ଏମିତି କାହାଣୀ ଆମ ହାତରେ ଲାଗିଛି ଯାହା ଆପଣ କେବେ ଜାଣିନଥିବେ ନା ଶୁଣିନଥିବେ । ପୋଲିସ ମହଲରେ ଥିବା କିଛି ସିନିୟର ଆଇପିଏସ ଅଫିସରଙ୍କୁ କେବଳ ଏହି କାହାଣୀ ଜଣା । ବଲାଙ୍ଗୀର ଜେଲରେ ଥାଏ ହାଇଦର  । ଜେଲ ଭିତରେ ବାହାରେ ଗୋଟିଏ ପରେ…

ଝିଅର ଦାମ ୩୦ ହଜାର, ପୁଅର ଦାମ ୪ ଲକ୍ଷ । ରାଉରକେଲାରେ ବଡ଼ଧରଣର ପିଲା ବିକ୍ରି ରାକେଟର ପର୍ଦ୍ଦାଫାସ

କନକ ବ୍ୟୁରୋ: ପିଲା ବିକ୍ରି ପାଇଁ ଫୋନ ମାଧ୍ୟମରେ ଚାଲିଛି ମୂଲଚାଲ । କୌଣସି ବାହାଘର ପାଇଁ ଯେମିତି ପୁଅ, ଝିଅର ଫଟୋ ପଠାଇ ପସନ୍ଦ କରିବାକୁ ମଧ୍ୟସ୍ଥି କହିଥାଏ, ଠିକ୍ ସେହିପରି ଜଣେ ଦଲାଲ ଛୋଟ ପିଲାର ଫଟୋ ପଠାଇ ଜଣେ ସାମାଜିକ କର୍ମୀଙ୍କ ସହ ମୂଲଚାଲ କରିଥିଲା । ଆଉ ପସନ୍ଦ ହେବା ପରେ ପିଲାର…