Daily Archives

July 26, 2021

ସାରା ବିଶ୍ୱରେ କେବଳ ୧୧୨ ଜଣ କରନ୍ତି ଏହି ଚାକିରୀ , ଜାଣନ୍ତୁ କ’ଣ କରିବାକୁ ପଡେ କାମ

କନକ ବ୍ୟୁରୋ : ଏମିତି ଏକ ସମୟ ଥିଲା କେବଳ କିଛି କ୍ଷେତ୍ରରେ ଲୋକଙ୍କୁ ଚାକିରୀ ମିଳୁଥିଲା । ତେଣୁ ଛାତ୍ର ଛାତ୍ରୀମାନେ ବାଛି ବାଛି ନିଜୟ ଭବିଷ୍ୟତ ପାଇଁ ପାଠ ପଢୁଥିଲେ । ଏବେ ସମୟରେ ବିଶ୍ୱରେ ଉଦାରିକରଣ ଯୋଗୁଁ ଚାକିରୀ ପାଇଁ ଅନେକ କ୍ଷେତ୍ର ପ୍ରସ୍ତୁତ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ଶରୀରର ବହୁ ଅଂଶ ପୋଡିଯାଇଥିବା…

କନକ ବ୍ୟୁରୋ: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ମୃତ ସୌମ୍ୟରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଜି ସାମ୍ନାକୁ ଆସିଛି । ତେବେ ଏହି ରିପୋର୍ଟରେ ତାଙ୍କ ମୃତ୍ୟୁକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ସୂଚନା…

ବୀର ସହିଦଙ୍କୁ ଦେଶ ଜଣାଉଛି ସମ୍ମାନ । ୨୨ ବର୍ଷ ତଳେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ, ପାକ୍ ଅନୁପ୍ରବେଶକାରୀଙ୍କୁ…

ବନ୍ଦେ ମାତରମ୍, ବନ୍ଦେ ମାତରମ୍... ଭାରତ ମାତା କି ଜୟ, ଭାରତ ମାତା କି ଜୟ.. କନକ ବ୍ୟୁରୋ : ଭାରତ ମାଆର ଜୟଗାନରେ ସେଦିନ ଫାଟିପଡୁଥିଲା ପୂରା ଦେଶ । ସାରା ବିଶ୍ୱ ଦେଖିଥିଲା ହିନ୍ଦୁସ୍ତାନର ଦମ୍ । ସୈତାନ ଶତ୍ରୁର ସବୁ ଷଡଯନ୍ତ୍ରକୁ ମାତ୍ ଦେଇଥିଲେ ଭାରତର ବୀର ଯବାନ । ଆଉ ପାକିସ୍ତାନ…

କରୋନା କାଳରେ ଦୁର୍ବିସହ ହୋଇପଡିଛି ବୋଟ ଚାଳକଙ୍କ ଜୀବନ । ଭିତରକନିକାରେ ରୋଜଗାରର ପନ୍ଥା ହରାଇଛନ୍ତି ବୋଟ ଚାଳକ ଓ…

କନକ ବ୍ୟୁରୋ: ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ ଭିତରକନିକା ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ । ଭିତରକନିକା ଆସୁଥିବା ପର୍ଯ୍ୟଟକମାନେ ଜଳପଥରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି । ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭରଶୀଳ ଲୋକେ ପର୍ଯ୍ୟଟକଙ୍କୁ…

ସେଦିନ ମୃତ୍ୟୁର ଟ୍ରାକରେ ମାଡି ଆସୁଥିଲା ଲୌହଦାନବ । ଟ୍ରାକରେ ଫସିଯାଇଥିବା ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ ଓଡିଆ…

କନକ ବ୍ୟୁରୋ: ଜୀବନ ବଞ୍ଚାଇଲେ, ସାବାସୀ ପାଇଲେ । ଓଡିଆ ଲୋକ ପାଇଲଟଙ୍କ ସାହସକୁ ସଲାମ । ଜୁଲାଇ ୧୮, ୨୦୨୧ । ସେଦିନ ମୃତ୍ୟୁର ଟ୍ରାକରେ ମାଡି ଆସୁଥିଲା ଲୌହ ଦାନବ । ଜୀବନ ନେଇ ଯାଉଥିବା ବୃଦ୍ଧଙ୍କ ଉପରେ ପଡିଥିଲା ଯମର ନଜର । ଟ୍ରାକ ପାରି ହେଉଥିଲେ ୭୦ ବର୍ଷୀୟ ବୃଦ୍ଧ । ଆଉ ହଠାତ ଦୂରରୁ…

କରୋନା ଯୋଦ୍ଧାଙ୍କ ରୋଲ ମଡେଲ ଷ୍ଟ୍ରିଟ୍ ଭେଣ୍ଡର : କୋଭିଡ ଟିକା ନେଇଥିବା ଗ୍ରାହକଙ୍କୁ ମାଗଣାରେ ଦେଉଛନ୍ତି ଖାଦ୍ୟ ,…

କନକ ବ୍ୟୁରୋ: କଥାରେ ଅଛି ଉଦ୍ଦେଶ୍ୟ ମହତ ଥିଲେ ସବୁ ପ୍ରତିବନ୍ଧକ ହାର ମାନେ । କାମ ଛୋଟ କି ବଡ ନୁହେଁ ବରଂ ଗୁରୁତ୍ୱପୂର୍ଣ୍ଣ ହେଉଛି କାର୍ଯ୍ୟର ଉଦ୍ଦେଶ୍ୟ । ଏହାକୁ ପ୍ରମାଣିତ କରିଛନ୍ତି ହରିୟାଣାର ଜଣେ ଉଠା ବ୍ୟବସାୟୀ । ଆଜିକା ଦିନରେ କେମିତି ଭଲ ଦି ପଇସା ରୋଜଗାର କରି ନିଜେ କେମିତି…