Daily Archives

July 22, 2021

ଆସନ୍ତାକାଲି ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ । କ୍ରୀଡା ମହାକୁମ୍ଭରେ କରୋନା ଭୟ । ୬୪ ଜଣ ସଂକ୍ରମିତ ସୂଚନା ।

କନକ ବ୍ୟୁରୋ: ଶୁକ୍ରବାରଠାରୁ ଆରମ୍ଭ ହେଉଛି ଟୋକିଓ ଅଲିମ୍ପିକ୍ସ । ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ କ୍ରୀଡ଼ା ମହାକୁମ୍ଭର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଥିବା ବେଳେ ୨୦୨୦ ରେ ଆୟୋଜିତ ହେବାପାଇଁ ଥିବା ବିଶ୍ୱର ସବୁଠାରୁ ବଡ କ୍ରୀଡା…

ଆଷାଢ଼ରେ ଶୁଖିଲା ପଡିଲା ନଈ । ଧାରେ ଧାରେ ବୋହୁଥିବା ପାଣିକୁ ବାଲିବନ୍ଧ ଦ୍ୱାରା ଅଟକାଇ ଶୋଷ ମେଣ୍ଟାଇବାକୁ ଜନସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ଅସରାଏ ବର୍ଷାରେ ଭୁବନେଶ୍ୱର ଉବୁଟୁବ ହେଉଛି । ରାଜଧାନୀର ରାସ୍ତା ଉପରେ କାର ଭାସି ଯାଉଛି । କିନ୍ତୁ ଉପର ମୁଣ୍ଡରେ ବର୍ଷା ନଥିବାରୁ ଭୁବନେଶ୍ୱରବାସୀଙ୍କୁ ପାଣି ଯୋଗାଉଥିବା ନଦୀ ଶୁଖିଲା ପଡିଛି । କୁଆଖାଇ ନଦୀରେ ଖୁବ୍ କମ ପାଣି ପ୍ରବାହିତ ହେଉଛି । ଆଉ ନଇରେ ବାଲି ବନ୍ଧ କରି…

ରଥ ଉପରେ ସମାପନ ହେଲା ଅଧରପଣା ନୀତି । ଶ୍ରୀଜିଉଙ୍କ ସହ ଯାଇଥିବା ଅଶରୀରି ଓ ପାର୍ଶ୍ୱ ଦେବାଦେବୀଙ୍କୁ କରାଗଲା ଅର୍ପଣ ।

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଛି । ରାଘବ ଦାସ ଓ ବଡ଼ ଓଡିଆ ମଠ ପକ୍ଷରୁ ଅଧର ହାଣ୍ଡି ପ୍ରସ୍ତୁତ ହୋଇ ମଧ୍ୟାହ୍ନ ଧୂପ ପରେ ନୀତି ବଢି ଅଧର ପଣା ଭୋଗ ହୋଇଥିଲା । ଏହାପରେ ହାଣ୍ଡି ଭଙ୍ଗା ଯିବାର ନୀତି ସମ୍ପନ୍ନ ହୋଇଥିଲା । ପରମ୍ପରା…

ରାଜଧାନୀରେ ବଢ଼ୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବସ୍ତି ପରେ ଏବେ କଲୋନୀରୁ ବି ଚିହ୍ନଟ ହେଉଛନ୍ତି ଡେଙ୍ଗୁ ସଂକ୍ରମିତ 

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଧିରେ ଧିରେ କାୟା ମେଲାଉଛି ଡେଙ୍ଗୁ । ବଢ଼ୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବିଭିନ୍ନ ବସ୍ତି ଅଂଚଳରୁ ଡେଂଗୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ କଲୋନୀରେ ବି ବ୍ୟାପି ଗଲାଣି । ନିଳାଦ୍ରୀ ବିହାରର ଟ୍ରାନଜିଟ ହୋମ ।  ଅସ୍ଥାୟୀ ଭାବେ ରହିବା ପାଇଁ ସରକାର…

୫ ବିଧାୟକଙ୍କୁ ତାଲା ପକାଇଦେଲେ ସାମ୍ବାଦିକ । ମହିଳା ପୋଲିସ ଅଧିକାରୀଙ୍କ ସାମ୍ବାଦିକଙ୍କୁ ଚାପୁଡା ପ୍ରତିବାଦରେ…

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସ୍ ଭିତରେ ୨ ଘଂଟା ଧରି ଅଟକ ରହିଲେ ୫ ବିଧାୟକ । ଜିଲ୍ଲାପାଳଙ୍କ ସହ କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ଆସିଥିବା ବେଳେ ପ୍ରତାପ ଦେବ, ଶଶୀ ଭୂଷଣ ବେହେରା, ଧ୍ରୁବ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ସାବିତ୍ରୀ ଅଗ୍ରୱାଲଙ୍କୁ ତାଲାପକାଇ ଦେଇଥିଲେ…

ପେଗାସସ୍ ଉପରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, ମୌସୁମୀ ଅଧିବେଶନ ପୂର୍ବରୁ ଜାଣିଶୁଣି କରାଯାଇଛି…

କନକ ବ୍ୟୁରୋ: ପେଗାସସ୍ ସ୍ପାଏ ଓୟାର ବା ମୋବାଇଲ ଗୁପ୍ତଚରୀକୁ ନେଇ ଆଜି ବି ଉଠିଛି ପଡିଛି ସଂସଦ । ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସରକାରଙ୍କ ପକ୍ଷ ରଖୁଥିବା ବେଳେ ତାଙ୍କ ହାତରୁ କାଗଜ ଚିରି ଦେଇଥିଲେ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନ୍ । ଆଜି ରାଜ୍ୟସଭା ଆରମ୍ଭ ମାତ୍ରେ ବିରୋଧୀ…